ଜରଡ଼ା ଥାନା ଇଲାକାରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢଉ, ନଷ୍ଟ ହେଲା ୩ ହଜାର ଲିଟର ବେଆଇନ ଦେଶୀ ମଦ

add-all

ଵ୍ରହ୍ମପୁର : ଵ୍ରହ୍ମପୁର ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ତୁମ୍ବା ଆଉଟପୋଷ୍ଟ ଅଞ୍ଚଳରେ ଚଢଉ କରିଥିଲେ।ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ତିଆରି ହେଉଥିବା ଦେଶୀ ମଦ ପ୍ରସ୍ତୁତ କାରଖାନା କୁ ଠାବ କରାଯାଉଥିଲା। ଚଢ଼ଉ କରି 3000 ଲିଟର ଫେଣ୍ଟେଡ୍ ମହୁଲ ନଷ୍ଟ କରାଯାଇଛି।ଏବଂ 180 ଲିଟର I D ମଦ ଜବତ କରାଯାଇଛି।ଏହି ସଂକ୍ରାନ୍ତ ରେ କୌଣସି ବ୍ୟକ୍ତି ଗିରଫ ହୋଇ ନ ଥିବା ବେଳେ, ଏହି ବେଆଇନ ମଦ କିଏ ପ୍ରସ୍ତୁତ କରୁଥିଲା ସେ ନେଇ ତଦନ୍ତ କରୁଛି ପୋଲିସ।ଜାରଡା PS କେସ୍ 330/23 ଆମ 272/273 ଆଇପିସି ହେଉଛି 52 (କ) ଏକ୍ସାଇଜ୍ ଆକ୍ଟ ପଞ୍ଜିକୃତ ହୋଇଛି।ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ଏବଂ ଗିରଫ କରିବା ପାଇଁ ଅନୁସନ୍ଧାନ ଜାରି ରଖିଥିବା ଏସପି ଡା. ସର୍ବଣା ବିବେକ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.