ମା’ ରାମଚଣ୍ଡିଙ୍କ ମନ୍ଦିରରେ ପ୍ରଥମ କରି ଷୋଡଶ ଦିବସ ପୂଜା…

add-all

ଛତ୍ରପୁର : ଛତ୍ରପୁର ନିକଟରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡିଙ୍କ ମନ୍ଦିରରେ ପ୍ରଥମ କରି ଷୋଡଶ ଦିବସ ପୂଜା ଚାଲୁ ରହିଛି ହୋଇଛି । ଆଜି ମା ଇସାନୀ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି l l ଦୈନନ୍ଦିନ ଆଳତି, ଚଣ୍ଡି ପାଠ, ହୋମ ଏବଂ ମହାପୂଜା ସହ ସକାଳୁ ସୂର୍ଯ୍ୟପୂଜା, ପାର୍ଶ୍ଵଦେବତା ପୂଜା ଅନୁଷ୍ଠିତ ହେଉଛି l ଭକ୍ତ ମାନେ ମାନସିକ କରି ଅଖଣ୍ଡଦୀପ ଲଗାଉଛନ୍ତି l ସେଥିପାଇଁ ଟ୍ରଷ୍ଟ ଓ କମିଟି ପକ୍ଷରୁ ସମସ୍ତ ବ୍ୟବସ୍ତା କରାଯାଇଛି l ଆଜି ସକାଳୁ ସୂର୍ଯ୍ୟପୂଜା ସହ ଅନ୍ୟାନ୍ୟ ପୂଜା ହୋଇଛି l ପଣ୍ଡିତ ବିଜୟ ତ୍ରିପାଠୀ ପୂଜା କାର୍ଯ୍ୟ କରୁଛନ୍ତି ଏହି ପୂଜାରେ କର୍ତା ଭାବେ ଦିବାକର ଦାଶ ଦାୟିତ୍ୱ ତୁଲାଉଛନ୍ତି ମନ୍ଦିର ଟ୍ରଷ୍ଟ ଓ କମିଟି ପକ୍ଷରୁ ନିଷ୍ପଭି ଅନୁଯାୟୀ ଚଳିତବର୍ଷ ୧୬ ଦିନ ପୂଜା ହେବ ବୋଲି ନିଷ୍ପଭି ହୋଇଥିଲା । ଏନେଇ ଅଂଚଳ ରେ ଆନନ୍ଦର ଲହରୀ ଖେଳି ଯାଇଛି ବହୁ ଭକ୍ତ ଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି ଗଞ୍ଜାମ ଥାନା ପୋଲିସ ପକ୍ଷରୁ ପୀଠରେ ପୋଲିସ ଫୋର୍ସ ମୁତୟନ କରାଯାଇଛିl ପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ଏହି ଷୋଡସ ପୂଜା ପାଇଁ ଭକ୍ତ ମାନଙ୍କ ଗହଳି ବଢ଼ିବାରେ ଲାଗିଛି l ଗତ 6ତାରିଖ ରୁ ଏହି ପୂଜା ଆରମ୍ଭ ହୋଇଛି l

ad-week
Leave A Reply

Your email address will not be published.