ବିଜେଡି ମୁଖ୍ୟ କାର୍ଯ୍ୟାଳୟ ଠାରେ ସାଧାରଣତନ୍ତ୍ର ଦିବସ ପାଳିତ…

add-all

ଫୁଲବାଣୀ : ଫୁଲବାଣୀ ବିଜୁ ଜନତା ଦଳ ମୁଖ୍ୟ କାର୍ଯ୍ୟାଳୟ ଠାରେ ମାନ୍ୟବର ବିଧାୟକ ଫୁଲବାଣୀ ଅଙ୍ଗଦ କହଁର ଙ୍କ ଦ୍ୱାରା ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତୋଳନ କରାଯାଇ ଥିଲା l ଶ୍ରୀ.କହଁର କର୍ମୀ ମାନଙ୍କୁ ସାଧାରଣତନ୍ତ୍ର ର 75 ବର୍ଷ ପୂର୍ତ୍ତି ଅବସରରେ ଦେଶ ଉପରେ ନିଜର ବହୁ ମୂଲ୍ୟ ଉଦବୋଧନ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକ ମହମ୍ମଦ ୟାସିନ ବେଗ ଏସ. ସି. ସେଲ ର ଜିଲ୍ଲା ସଭାପତି ପଙ୍କଜ ବେହେରା ଏବଂ ଉପ ସଭାପତି ପ୍ରତାପ ବେହେରା ଜିଲ୍ଲା ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଲିକ ଛାତ୍ର ସଭାପତି ସୁନୀଲ ସେଠି ଫୁଲବାଣୀ ପୌର ଉପାଧ୍ୟାକ୍ଷା ପାୟଲ ବେହେରା ନଗର ସଭାପତି ବିମଳ ପାଢ଼ୀ ଓ ସୁଧୀର କହଁର ବରିଷ୍ଠ ବିଜେଡ଼ି କର୍ମୀ ପଞ୍ଚାନନ କହଁର, ଅନ୍ତର୍ଯ୍ୟାମୀ ବେହେରା ଯୁବ ଉପ ସଭାପତି ପାର୍ଥ ସାରଥୀ ବିଶ୍ୱାଳ ଓ ଧନଞ୍ଜୟ ପାତ୍ର ସମ୍ପାଦକ ଦାରୁଣ ବେହେରା ଯୁବ ନଗର ସଭାପତି ରାକେଶ ମିଶ୍ର ଉପ ସଭାପତି ରମାକାନ୍ତ ବେହେରା ମହିଳା ମୋର୍ଚା ର ରାଜ୍ୟ ସାଧାରଣ ସମ୍ପାଦକ ପୁନମ କହଁର ନଗର ସଭାପତି ଲଳିତା ମୁନି ଜିଲ୍ଲା ଉପ ସଭାପତି ନାମିତା ବେହେରା ପୂର୍ବତନ ବ୍ଲକ ଅଧକ୍ଷ ବୀରେନ୍ଦ୍ର କହଁର ନଗର ସାଧାରଣ ସମ୍ପାଦକ ବିକ୍ରମ ବେହେରା ୱାର୍ଡ ସଭାପତି ଦିବାକର ଡିଗାଲ,ଏସ. କେ. ନିଜାମ, ପ୍ରତାପ ସାମନ୍ତରାୟ ଜିଲ୍ଲା ଯୋଜନା ବୋର୍ଡ଼ ସହରାଞ୍ଚଳ ସଦସ୍ୟ ରାଜେନ୍ଦ୍ର ପାଢ଼ୀ କାଉନସିଲର ମାଧବୀ ମିଶ୍ର ମୃତଞ୍ଜୟ ପେରା ସ୍ନେହଲତା ପ୍ରଧାନ ଏବଂ ବହୁ ସଂଖ୍ୟାରେ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.