ବି.ଆର୍.ଆମ୍ବେଦକର ଜାତୀୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

add-all

ଦାରିଙ୍ଗବାଡ଼ି,୩/୨,ଦାରିଙ୍ଗବାଡ଼ି ବି.ଆର୍.ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡା. ପ୍ରତାପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଯୋଗଦେଇ ଆତ୍ମ ସୁରକ୍ଷା କୋୖଶଳ ସମ୍ପର୍କରେ ଆଲୋଚନା କରି ଛାତ୍ରୀ ମାନଙ୍କୁ ସଚେତନ କରିବା ସହିତ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।ଗତ ୨୪.୧.୨୦୨୪ତାରିଖ ଠାରୁ ଉକ୍ତ ପ୍ରଶିକ୍ଷଣଥିଲେ ଶିବିର ଆରମ୍ଭ ହୋଇ ଆଜି ଏହି ଶିବିର ଉଦଯାପିତ ହୋଇଥିଲା ।ବିଦ୍ୟାଳୟ ଅଧ୍ୟାପିକା ତଥା ଆତ୍ମ ସୁରକ୍ଷା ତାଲିମ ଶିବିର ସଂଯୋଜିକା ସସ୍ମିତା ସାମନ୍ତ ଓ ମାଷ୍ଟର ପ୍ରଶିକ୍ଷିକା ଝାନସିରାଣୀ ନାୟକ, ଲଷ୍ମୀ ନାୟକପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ସହିତ ଉଦଯାପିତ କାର୍ଯ୍ୟକ୍ରମ ସଂଯୋଜିକ ସସ୍ମିତା ସାମନ୍ତ, ବବ୍ଳିନ ନାୟକ, ବିଷନ୍ତୁ ସାହୁ, ରଶ୍ମିରଞ୍ଜନ ତ୍ରିପାଠୀ, ବିନୋଦ ସୁବୁଦ୍ଧି ଉପସ୍ଥିତ ଥିଲେ । ଶିବିର ,ପ୍ରିୟରାଣୀ ବେହେରା ।

ad-week
Leave A Reply

Your email address will not be published.