କୋଷାଗୁମୁଡା ,ଅବକାରୀ ବିଭାଗ ଚଢ଼ାଉରେ ବିପୁଳ ପରିମାଣର ଦେଶି ମଦ ଓ ପୋଚ୍ ଜବତ…

add-all



ନବରଙ୍ଗପୁର : ନବରଙ୍ଗପୁର ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଓ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ଦିଲ୍ଲୀପ କୁମାର ରଥ,କୋଡ଼ିଙ୍ଗା ଅବକାରୀ ଇନ୍ସପେକ୍ଟର ଦେଶରାଜ ସୁନା, ଏ ଏସ ଆଇ- ଏଲିଜା ବିଶୋଇ ଙ୍କ ନେତୃତ୍ୱରେ କୋଡ଼ିଙ୍ଗା ଅବକାରୀ ବିଭାଗର ଅନ୍ତର୍ଗତ କୋଚିୟାଗୁଡା ଗାଁ ର ଏକ ପରିତ୍ୟକ୍ତ ଘର ପଛ ପଟରୁ ପ୍ରାୟ ୧୦୦ଲିଟର ଦେଶୀ ମଦ ସହ ପ୍ରାୟ ୧୨୦୦ଶହ ମହୁଲ ପଚ ଜବତ କରାଯାଇ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି ।ଏହି ଦେଶୀ ମଦ ପ୍ରସ୍ତୁତ ସାମଗ୍ରୀ ଗୁଡିକୁ ବିଭାଗ ପକ୍ଷରୁ ଜବତ କରାଯାଇଛି। ଏହି ଚଢ଼ାଉ ରେ କୋଡ଼ିଙ୍ଗା ଅବକାରୀ ବିଭାଗ କନେଷ୍ଟବଳ ନାରାୟଣ ମୁଦୁଲି, ପ୍ରମୋଦ ବାଘ, ରମେଶ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

ad-week
Leave A Reply

Your email address will not be published.