ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ବୋହୁ ମୃତ, ଶାଶୁ ଗୁରୁତର

add-all

ନବରଙ୍ଗପୁର : ବଡ଼ ବାସିନୀ ଗ୍ରାମ ରେ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ବୋହୁ ମୃତ,ଶାଶୁ ଗୁରୁତର ଓ ଉମରକୋଟ ମେଡ଼ିକାଲରେ ଭର୍ତ୍ତି
ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡବାସିନୀ ଗ୍ରାମ ଠାରେ ବଜ୍ରାପାତ ରେ କୁନ୍ତୀ ହରିଜନ ନାମକ ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ, ମହିଳା ଙ୍କ ଶାଶୁ ମୋତି ହରିଜନ ଗୁରତର ଅବସ୍ଥାରେ ଉମରକୋଟ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି।ନିଜ ବିଲକୁ ଘାସ ବାଛିବାକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା ଫଳରେ ଘଟଣା ସ୍ଥଳରେ ହିଁ କୁନ୍ତୀର ମୃତ୍ୟୁ ଘଟିଥିଲା । ଏ ଖବର ପାଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ad-week
Leave A Reply

Your email address will not be published.