ଡ଼ି ଏ ଭି ଗୁରୁକୁଳ ସ୍କୁଲ ର ଏଗାର ତମ ବାର୍ଷିକ ଉତ୍ସବ…

add-all

ଚିତ୍ରକୋଣ୍ଡା, ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବେଙ୍କ ଲାଇନ ସ୍ଥିତ ଡ଼ି ଏ ଭି ଗୁରୁକୁଳ ସ୍କୁଲ ର ଏଗାର ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଶନିବାର ସନ୍ଧ୍ୟା ରେ ଚିତ୍ରକୋଣ୍ଡା ର ମିନି ଷ୍ଟାଡିଅମ ପରିସର ରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧେକ୍ଷ୍ୟା ରାଜେଶ୍ୱରୀ ଖିଲ ଏବଂ ମୁଖ୍ୟ ବକ୍ତା + 3 ପ୍ରିନସିପାଲ ଶ୍ରୀ ଚିନ୍ମୟ ବେହେରା ଏବଂ କିଛି ସନମାନୀୟ ଅତିଥି ଙ୍କୁ ନେଇ ଉତ୍ସବ ରେ ସଭା ଆୟୋଜନ କରାଯାଇ ଥିଲା ପ୍ରଥମେ ମୁଖ୍ୟ ସନମାନୀୟ ଅତିଥି ଙ୍କ ଦ୍ଵାରା ଦୀପ ପ୍ରଜ୍ୱଳନ କରାଯାଇ ତତ୍ପରେ ଶିକ୍ଷୟତ୍ରୀ ଶ୍ରୀମତୀ ରୀତା ମହାରଣା ବାର୍ଷିକ ବିବରଣୀ ପାଠ କରିଥିଲେ ଏହା ପରେ ମଞ୍ଚାସିନ ଅତିଥି ମାନଙ୍କୁ ଫୁଲ ତୋଳା ସହ ଅପଢୌକନ ପ୍ରଦାନ କରାଗଲା ଏହି

ଅବସରରେ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ପରିଶେଷରେ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଉତ୍ସବ ର ଆୟୋଜକ ଶ୍ରୀ ରାକେଶ ମହାରଣା ପ୍ରିନସିପାଲ ରାଜଲଷ୍ମୀ ଓ ସମସ୍ତ ଶିକ୍ଷୟତ୍ରୀ ବୃନ୍ଦ ଓସମସ୍ତ ଅଭିଭାବକ ଏବଂ ଦୁଇ ଜଣ ମାଉସୀ ସହଯୋଗ କରିଥିଲେ ଶେଷରେ ଶ୍ରୀ ରାକେଶ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ

ad-week
Leave A Reply

Your email address will not be published.