ପିଏ ଆତ୍ମହତ୍ୟା ମାମଲାରେ ସୁପ୍ରିମ୍ କୋର୍ଟ ତରଫରୁ ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରଓବାଲ ଓ ଅନ୍ୟମାନଙ୍କୁ ସମ୍ପୂର୍ଣ ଜାମିନ ମଞ୍ଜୁର

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପୂର୍ୱତନ ଜିଲ୍ଲାପାଳ ମନିଷ ଅଗ୍ରବାଲଙ୍କୁ ସୁପ୍ରିମ କୋର୍ଟ ତରଫରୁ ସମ୍ପୂର୍ଣ ଜାମିନ ମଞ୍ଜରୁ କରା ଯାଇଛିା ଏଥିସହ ଏଥିରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିମାନଙ୍କୁ ମଧ୍ୟ ସମ୍ପୂର୍ଣ ଜାମିନ ମଞ୍ଜୁର ହୋଇଛି ପ୍ରକାଶ ଥାଉ କି ଗତ ୨୦୧୯ ମସିହା ଡିସେମ୍ବର ୨୬ ତାରିଖ ଦିନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପତ୍ନୀ ବନଜା ପଣ୍ଡା ପୂର୍ୱତନ ଜିଲ୍ଲାପାଳ ମନିଷ ଅଗ୍ରବାଲଙ୍କ ସହ ଅନ୍ୟ ତିନିଜଣଙ୍କ ନାମରେ ମାମଲା ରୁଜୁ କରିଥିଲୋ ଏଥିରେ ଦେବ ନାରାୟଣ ପଣ୍ଡା ଆତ୍ମ ହତ୍ୟା କରିନାହାନ୍ତି ବରଂ ଏହି ଚାରିଜଣ ହତ୍ୟା କରିଥିବା ଅଭି ଯୋଗ କରି ମାମଲା ରୁଜୁ ହୋଇଥିଲ।। ତେବେ ଏହି ମାମଲା ମାଲକାନଗିରି ଥାନା ଠାରୁ ଆରମ୍ଭ କରି କଟକର ଉଚ୍ଚ ନ୍ୟାୟାଳୟ ପ ର୍ଯ୍ୟନ୍ତ ଯାଇଥିବା ବେଳେ ଗତ ଏକ ମାସ ପୂର୍ୱେ ଶ୍ରୀ ଅଗ୍ରବାଲଙ୍କୁ ମାଲକାନଗିରି ଏସ୍‌.ଡି.ଜେ.ଏମ୍ କୋର୍ଟରେ ଆଂଶିକ ଜାମିନ ମଞ୍ଜୁର କରା ଯାଇଥିଲ।। ଏ ସମ୍ବନ୍ଧରେ ଶ୍ରୀ ଅଗ୍ରବାଲ ସୁପ୍ରିମ କୋର୍ଟର ଦ୍ୱାରସ୍ତ ହୋଇଥିବା ବେଳେ ଏହାକୁ ବିଚାରକୁ ନେଇ ଶ୍ରୀ ଅଗ୍ରବାଲଙ୍କ ସହ ଅନ୍ୟ ତିନିଜଣଙ୍କୁ ସମ୍ପୂର୍ଣ ଜାମିନ ମଞ୍ଜୁର ହୋଇଛିାଏଥିସହ ଏହି ମାମଲାରୁ ଶୁଣାଣୀ ସମୟରେ ସମସ୍ତେ କୋର୍ଟରେ ହାଜର ହେବା ସହ କୋର୍ଟର ନିୟମକୁ ପାଳନ କରି ରହିବା ପାଇଁ ସର୍ତ ରଖି ଜାମିନ ମଞ୍ଜୁର କରା ଯାଇଛିା

ad-week
Leave A Reply

Your email address will not be published.