ବରିଷ୍ଠ ସାମ୍ବାଦିକ ସରୋଜ ଦାଶଙ୍କ ମାତୃ ବିୟୋଗ….

add-all


ବ୍ରହ୍ମପୁର: ବରିଷ୍ଠ ସାମ୍ବାଦିକ ସରୋଜ ଦାଶଙ୍କ ମାତୃ ବିୟୋଗ। ଆସିକାର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ବିପିନ ଦାଶଙ୍କ ଧର୍ମପତ୍ନୀ ଜୟନ୍ତୀ କୁମାରୀ ଦାଶଙ୍କ ୭୪ ବର୍ଷରେ ଆରର୍ବାନ ବ୍ୟାଙ୍କ ରୋଡ଼ ସ୍ଥିତ ନିଜ ବାସ ଭବନ ରେ ଦେହାନ୍ତ ହୋଇଛି। ସେ ଜଣେ ଧର୍ମପରାୟଣ, ମିଷ୍ଟଭାସି, ପରୋପ କାରୀ,ଆଧ୍ୟାତ୍ମିକ ଚିନ୍ତା ଧାରାର ମହିଳା ଥିଲେ।ଜୟନ୍ତୀ ଦାଶଙ୍କ ମୃତ ସମୟରେ ବଡ଼ ପୁଅ ମନୋଜ ଦାଶ, ସାନ ପୁଅ ସାମ୍ବାଦିକ ସରୋଜ ଦାଶ ପୁତ୍ରବଧୂ ସମେତ ସହରର ବହୁ ମାନ୍ୟ ଗଣ ବ୍ୟକ୍ତି ଉପସ୍ଥିତ ଥିଲେ। ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଶେଷ କୃତ କାର୍ଯ୍ୟ କରାଯାଇଥିବା ଜଣା ପଡିଛି।

ad-week
Leave A Reply

Your email address will not be published.