ଢ଼ୋ ଢ଼ା ରେ ବାୟୁ ପ୍ରଦୂଷଣ ସରକାରୀ ନିୟମକୁ ଫୁ….

add-all


ବ୍ରହ୍ମପୁର: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦୁଇ ଘଣ୍ଟା ବାଣ ଫୁଟା ନିୟମ ଫେଲ ମାରିଲା। ଢ଼ୋ ଢ଼ା ରେ କମ୍ପିଲା ଗଞ୍ଜାମ ଜିଲ୍ଲା ଦୀପାବଳୀ ଦିନ ତମାମ ବାଣ ଫୁଟା ଆବାଜ୍ ରେ ଗାଁ ରୁ ସହର ଥରୁଥିଲା। ରାତ୍ର ପ୍ରାୟ ୧୨ ଟା ପର୍ଯ୍ୟନ୍ତ ଢ଼ୋ ଢ଼ା ଚାଲୁରହିଲା। ପ୍ରଶାସନ ପକ୍ଷରୁ ଜଣଙ୍କ ନାଁ ରେ ଅଭିଯୋଗ କିମ୍ବା କାର୍ଯ୍ୟାନୁଷ୍ଠାନ ହୋଇଥିବାର ନଜିର ନାହିଁ। ବାୟୁ ଦୂଷିତ ହୋଇ ବିଷ ଭଳି ନିଶ୍ୱାସ ନେଲା ବେଳେ ଅନୁଭବ ହେଉଥିବା ଆଲୋଚନା ହେଲାଣି। ଦୀପାବଳୀ ଆଳ ରେ ବାଣ ଫୁଟେଇ ବା ପାଇଁ ଦୁଇ ଘଣ୍ଟା ଅନୁମତି ମିସେନ୍ ଫେଲ ମାରିଲା ଆଜି ବି ଦିନ ତମାମ୍ ଢ଼ୋ ଢ଼ା ଶୁଭୁଛି, ରାତ୍ରରେ ବି ଦୀପାବଳୀ ଢାଞ୍ଚା ରେ ଢ଼ୋ ଢ଼ା ହେବ। ସବୁଜ ବାଣ କେବଳ କଥାରେ ରହିଯାଇଛି। ଜୋର ଶବ୍ଧ ବାଣ ବହୁ ମାତ୍ରାରେ ଫୁଟା ଯାଇଛି।

ad-week
Leave A Reply

Your email address will not be published.