ହାଇ ପ୍ରୋଫାଇଲ ପୀତବାସ ପଣ୍ଡା ହତ୍ୟା କାଣ୍ଡ ଘଟଣା ରେ ଗିରଫ ସଂଖ୍ୟା ୧୩ କୁ ବୃଦ୍ଧି….!

add-all


ବ୍ରହ୍ମପୁର : ବିକ୍ରମ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ ସୁନୀଲ ହୋତା ଗିରଫ। ଅଭିଯୁକ୍ତ ମାନଙ୍କୁ ପ୍ରଶୟ ଦେଇଥିବା ଅଭିଯୋଗ ରେ ଜୟପୁର ର ବ୍ୟବସାୟୀ ଙ୍କୁ ପୋଲିସ ଉଠାଇ ଆଣିଥିଲା। ଆଜି ସୁନୀଲ ଙ୍କୁ କୋର୍ଟ ଚାଲାଣ କରାଯଇଛି।ପ୍ରକାଶ ଥାଉକି ଜୟପୁର ବ୍ଲକର କାଳିଆ ଗାଁ ରେ ସୁନୀଲଙ୍କ ଇଟା ଫେକ୍ଟରୀ ଓ ଫାର୍ମ ହାଉସ ରହିଛି।ହତ୍ୟା କାଣ୍ଡ ପରେ ବିକ୍ରମ ପଣ୍ଡା ଙ୍କ ସହଯୋଗ ରେ କୁରୁପତି ଭୂୟାଁ ଓ ଉମା ବିଷୋୟୀ ଜୟପୁର ଯାଇ ସୁନୀଲଙ୍କ ଫାର୍ମ ହାଉସ ରେ ଆଶ୍ରୟ ନେଇଥିଲେ। ସୁନୀଲ ହୋତା ବିକ୍ରମଙ୍କ ଜଣେ ଜିଗ୍ରୀ ଦୋସ୍ତ ରହିଆସିଛନ୍ତି ଏବଂ ବିକ୍ରମ ପଣ୍ଡା ଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରେ ତାଙ୍କୁ ଦେଖିବାକୁ ମିଳେ। ଆଜି ବ୍ରହ୍ମପୁର ଏସ.ପି ସୂଚନା ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.