ବସ ଚଳାଉ ଚଳାଉ ଚାଳକଙ୍କ ମୃତ୍ୟୁ

newyr25

ନୟାଗଡ଼: ବସ ଚଳାଉ ଚଳାଉ ଚାଳକଙ୍କ ମୃତ୍ୟୁ ନିଜେ ଆରପାରିକୁ ଚାଲିଗଲେ କିନ୍ତୁ ବଞ୍ଚେଇଦେଲେ ୪୦ରୁ ଅଧିକ ଜୀବନମୃତ୍ୟୁ କେତେବେଳେ କେଉଁଠି ଓ କିପରି ଆସିବ ତାହା ଆଜିକାଲି ଆକଳନ କରିବା ସ୍ୱପ୍ନର ବାହାରେ | ହଠାତ୍‌ ଚଳନ୍ତା ବସ୍‌ରେ ହେଲା ଡ୍ରାଇଭରଙ୍କ ହୃଦଘାତ, ତଥାପି ବସ୍‌ଟିକୁ ରାସ୍ତା କଡ଼କୁ ନେଇ ବଞ୍ଚାଇଲେ ୪୦ରୁ ଅଧିକ ଯାତ୍ରୀଙ୍କ ଜୀବନ | ବସଟି ଭୁବନେଶ୍ୱର ଠୁ ସୋରଡ଼ା ଯାଉଥିଲା ।

Leave A Reply

Your email address will not be published.