ଆତ୍ମସମର୍ପଣ କଲେ ୬୩ ହାର୍ଡକୋର ମାଓବାଦୀ

newyr25

ମାଲକାନଗିରି : ୬୩  ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ  ।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ା ଏସପିଙ୍କ ପାଖରେ ୬୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ଜଣ ମହିଳା ଥିବାବେଳେ ୪୫ ଜଣ ପୁରୁଷ ମାଓବାଦୀ ଅଛନ୍ତି । ସମସ୍ତ ଆତ୍ମସମର୍ପଣ ମାଓବାଦୀ ଦକ୍ଷିଣ, ପଶ୍ଚିମ ବସ୍ତର ମାଓ ସଙ୍ଗଠନର ଥିବା ସୂଚନା ।  ଏମାନଙ୍କ ମଧ୍ୟରୁ କିଛି ଦକ୍ଷଣି ଓଡ଼ିଶାରେ ମଧ୍ୟ ସକ୍ରିୟ ଥିଲେ । ପୋଲିସର ଅହରହ ଅପରେସନ ଯୋଗୁ ମାଓବାଦୀଙ୍କୁ ରହିବାକୁ ସ୍ଥାନ ନାହିଁ ।  ତେଣୁ ଆଜିବି ଯେଉଁ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ସେମାନେ କିଭଳି ନିଜ ଜୀବନ ବଞ୍ଚାଇବା ପାଇଁ ଆତ୍ମସମର୍ପଣ କରିଥିବା ସରେଣ୍ଡର ମାଓବାଦୀ କହିଛନ୍ତି  ।

Leave A Reply

Your email address will not be published.