ଓଡ଼ଗାଁ ଆଦର୍ଶ ଥାନାରେ ଯୋଗଦେବେ ନୂଆ ଆଇଆଇସି ସତ୍ୟନାରାୟଣ ବାରିକ

ନୟାଗଡ଼: ଓଡ଼ିଶା ପୋଲିସ ନୟାଗଡ଼ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ତରଫରୁ ପ୍ରକାଶିତ ଆଇଆଇସିଙ୍କ ବଦଳି ତାଲିକା ଅନୁସାରେ ବର୍ତ୍ତମାନର ଓଡ଼ଗାଁ ଆଇଆଇସି ଅଭୟ ବେହେରାଙ୍କୁ ଚାନ୍ଦପୁର ଥାନାକୁ ବଦଳି କରାଯାଇଥିବା ବେଳେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ସତ୍ୟନାରାୟଣ ବାରିକ ଓଡ଼ଗାଁ ଆଦର୍ଶ ଥାନାକୁ ନୂଆ ଆଇଆଇସି ଭାବରେ ଯୋଗଦେବେ । ଏହା ପୂର୍ବରୁ ସେ ଭୁବନେଶ୍ୱର ଏୟାରପୋର୍ଟ ଥାନାରେ କାର୍ଯ୍ୟରତ ଥିଲେ।

ad-week
Leave A Reply

Your email address will not be published.