୧୦ ଲିଟର ବେଆଇନ ଦେଶୀ ମଦ ଜବତ : ଜଣେ ଗିରଫ

Independence

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅଧିକାରୀ ପାଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ନିକଟସ୍ଥ ଘଡେ଼ଇବନ୍ଧ ଠାରୁ ୧୦ ଲିଟର ବେଆଇନ ଦେଶୀ ମଦ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି। ଗିରଫ ଜଣକ ଓଡ଼ଗାଁ ଥାନା କୁରୁମ ବାଙ୍କତରା ଗ୍ରାମର ମନୋରଞ୍ଜନ ସାହୁ(୫୦) ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.