ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ରେ ବିଜେଡି ର ବାଜିମାତ…

add-all

ଭଞ୍ଜନଗର:- ଗତ ୨୪ ତାରିଖ ରେ ଅନୁଷ୍ଠିତ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ର ଗଣତି ଫଳାଫଳ ଆଜି ପ୍ରକାଶ ପାଇଛି। ଏଥିରେ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀଯୁକ୍ତ ଫିରୋଜ କୁମାର ସେଠୀ ବିପୁଳ ଭୋଟ ରେ ବେଲଗୁଣ୍ଠା ଏନଏ ସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ସମସ୍ତ ୧୩ ଗୋଟି ୱାଡ଼ରେ ମଧ୍ୟ ବିଜେଡି ବାଜିମାତ କରିଛି। ଏହି ସଫଳତା ପାଇଁ ଶ୍ରୀଯୁକ୍ତ ସେଠୀ ବେଲଗୁଣ୍ଠା ର ସମସ୍ତ ଜନ ସାଧାରଣ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏଥିସହିତ ସୋରଡା ବିଧାୟକ ଶ୍ରୀଯୁକ୍ତ ପୁର୍ଣଚନ୍ଦ୍ର ସ୍ବାଇଁ ଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି।

ad-week
Leave A Reply

Your email address will not be published.