ଗାଧେଇବା ପାଇଁ ଖାଦାନକୁ ଯାଇଥିବା ବେଳେ ଖାଦାନରେ ବୁଡ଼ି ବୃଦ୍ଧା ନିଖୋଜ…

add-all

ରାଉରକେଲା : ରଘୁନାଥପାଲ୍ଳୀ ଥାନା ଅନ୍ତର୍ଗତ ଦେଓଗାଁ ଫାଣ୍ଡି ଅଧୀନରେ ଥିବା ସ୍ଲଗ ଗେଟ ଖାଦାନ ବସ୍ତିରେ ରହୁଥିବା ଜଣେ ବୃଦ୍ଧା ଆଜି ସକାଳେ ଗାଧୋଇବା ପାଇଁ ଖାଦାନକୁ ଯାଇଥିବାବେଳେ ଅସବଧାନତା ଯୋଗୁଁ ପୋଖରୀରେ ବୁଡ଼ି ଯାଇଥିଲେ ପରେ ସ୍ଥାନୀୟ ଲୋକେ ଘଟଣାର ସୂଚନା ଦମକଳ ବାହୀନି କର୍ମୀଙ୍କୁ ଦେଇଥିଲେ । ସୂଚନା ପାଇବା ପରେ ଅଗ୍ନିଶମ କର୍ମୀ ଓ ଓଡ୍ରାଫ୍ଟ ଟିମ୍ କର୍ମୀ ଘଟଣାସ୍ଥଳରେ ପହଚିଂ ତଦନ୍ତ କରୁଛି । ଏପର୍ଯ୍ୟନ୍ତ ନିଖୋଜ ବୃଦ୍ଧାଙ୍କ ପତା ମିଳିପାରି ନାହିଁ ।

ad-week
Leave A Reply

Your email address will not be published.