କାଲିମେଳାରେ ଟ୍ରକ୍‌ରୁ ୧୪ କୋଟି ଟଙ୍କାର ଗଞ୍ଜେଇ ଜବତ

add-all

ମାଲକାନଗିରି: ତେନ୍ତୁଳି ବୋଝେଇ ଟ୍ରଲରରେ ଗଞ୍ଜେଇ ଚାଲାଣକୁ ଠାବ କଲା କାଲିମେଳା ପୁଲିସ। ଦୁଇ ଜଣ ଗିରଫ। ସୂଚନାଅନୁଯାୟୀ, ମାଲକାନଗିରି ଜିଲ୍ଲା କାଲିମେଳା ପୁଲିସକୁ ସଫଳତା। ଏହି ଗଞ୍ଜେଇ ମାଲକାନଗିରିରୁ ଉତ୍ତର ପ୍ରଦେଶକୁ ଚାଲାଣ ହୋଉଥିଲା ଦେଢ ଟନ୍ ଗଞ୍ଜେଇ। ଯାଞ୍ଚ ବେଳେ ଗ‌ଞ୍ଜେଇ ବୋଝେଇ ଟ୍ରଲରକୁ ଧରିଛି କାଲିମେଳା ପୁଲିସ। ଟ୍ରଲର ଡ୍ରାଇଭର ସମେତ ଜଣେ ଗିରଫ।

ଜବତ ଗଞ୍ଜେଇର ମୁଲ୍ୟ ଦେଢ କୋଟି। ୧୪ ଚକିଆ ଟ୍ରଲରରେ ୫୦୦ ବସ୍ତା ତେନ୍ତୁଳି ରହିଥିବା ବେଳେ ୬୩ ପ୍ୟାକେଟ ଗଞ୍ଜେଇ ରହିଥିଲା, ଯାହାର ଓଜନ ଦେଢ଼ ଟନ୍‌ରୁ ଅଧିକା ହେବା, ଏହି ଗଞ୍ଜେଇର ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବାର ଅନୁମାନ କରାଯାଉଛି। ଏହି ଗଞ୍ଜେଇ କାଲିମେଳାରୁ ରାଜସ୍ତାନ ଚାଲାଣ ହେଉଥିଲା। ଏଥିରେ ସମ୍ପୃକ୍ତ କାଲିମେଳା ଥାନା ଅନ୍ତର୍ଗତ ଏମଭି ୭୯ ଗ୍ରାମର ପ୍ରଥମ ପାତ୍ର ଓ ଟ୍ରକ ଡ୍ରାଇଭର କାନାରାମ ଚୌଧୁରୀକୁ କାଲିମେଳା ପୁଲିସ ଗିରଫ କରିଥିବାର ସୂଚନା ରହିଛି।

ad-week
Leave A Reply

Your email address will not be published.