ବ୍ରଜାଘାତ ରେ ବୃଦ୍ଧା ମହିଳା ଙ୍କ ମୃତ୍ୟୁ…

add-all


ଭଞ୍ଜନଗର:- ଆଜି ଅପରାହ୍ନରେ ଭଞ୍ଜନଗର ନିକଟସ୍ଥ ଅଗୋଝୋଳ ଗ୍ରାମରେ ବ୍ରଜାଘାତ ରେ ଜଣେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବରଣ କରିଥିବା ବୃଦ୍ଧା ହେଉଛନ୍ତି କଳାବତୀ ନାୟକ। ସେ ନିଜ ଗାଁ ଅଗଝୋଳ ରେ ଘର ବାରି ପଟେ ନିଜ ଛେଳି କୁ ଆଣିବା ପାଇଁ ଯାଇଥିବା ବେଳେ ହଠାତ ବିଜୁଳି ଘଡଘଡି ମାରିଥିଲା। ଫଳରେ ଘଟଣା ସ୍ଥଳରେ ଛେଳି ମୃତ୍ୟୁ ହେବା ସହ ସେ ଆହତ ହୋଇଥିଲେ ପରେ ଭଞ୍ଜନଗର ଚିକିଛାଳୟରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କରି ଅକାଳ ମୃତ୍ୟୁ ପାଇଁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅଞ୍ଚଳରେ ଦାବୀ ହେଉଛି।

ad-week
Leave A Reply

Your email address will not be published.