ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କୃତିତ୍ୱ

add-all

ଦାରିଙ୍ଗବାଡ଼ି(୨୩/୭) : ସିବିଏସସି ୧୦ମ ପରୀକ୍ଷାରେ ଦାରିଙ୍ଗବାଡ଼ି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ବେଶ ସଫଳତା ପାଇଛନ୍ତି। ଅଙ୍କିତ କୁମାର ନାୟକ ୯୩ ପ୍ରତିଶତ ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ହୋଇଥିବା ବେଳେ, ଜେ ପ୍ରତିକ କୁମାର ସିଂ ୮୭.୬୦, କୁମାର ୟମନ ସାହୁ ୮୬, ପ୍ରତ୍ୟୁଷ ତୁଷାର ସୁମନ ୮୪, ସୂର୍ଯ୍ୟ ସୁନ୍ଦର ଦିଗାଲ ୮୪, ସୋନମ ସମ୍ୟ ପ୍ରଧାନ ୮୨.୬୦, ଯତୀନ ବିସବରାଜ ପାତ୍ର ୮୨.୪୦, ଅଙ୍କିତ କୁମାର ପ୍ରଧାନ ୮୨.୨୦, ସ୍ମୃତି ସ୍ମାରକୀ ନାୟକ ୮୧ ପ୍ରତିଶତ ମାର୍କ ରଖି ପାସ ହୋଇଥିବା ବେଳେ, ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ଅଧ୍ୟକ୍ଷଙ୍କ ସୂଚନାରୁ ଜଣା ପଡ଼ିଛି।

ad-week
Leave A Reply

Your email address will not be published.