ବିଜେଡିର ୨୫ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ଫୁଲବାଣୀ : ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବୃଦ୍ଧାଶ୍ରମ ଠାରେ ବିଜୁ ଛାତ୍ର ଜନତା ଦଳ ସଭାପତି ଶ୍ରୀ ସୁନିଲ ସେଠୀ ଓ ଯୁବ ଜନତା ଦଳର ସଭାପତି ବିଷ୍ଣୁ ମଲ୍ଲିକ,ନଗର ଯୁବ ସଭାପତି ପାର୍ଥ ବିଶ୍ୱାଳଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ବିଜେଡ଼ି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ,ମହିଳା ସଭାନେତ୍ରୀ ପୁନମ କଁହର, ମୁନିସିପାଲିଟି ବିଧାୟକ ପ୍ରତିନିଧି ବିକ୍ରମ ବେହେରା, କାଉନସିଲର ରାଜେନ୍ଦ୍ର ପାଢ଼ୀ, ମାଧବୀ ମିଶ୍ର, ମୃତ୍ୟୁଞ୍ଜୟ ପେରା, ମମତା କଁହର, ନଗର ସଭାପତି ସୁଧୀର କଁହର, ଜିଲ୍ଲା ଯୁବ ଉପସଭାପତି ରବୀନ୍ଦ୍ର ଷଡ଼ଙ୍ଗୀ,ଜୟ ବେହେରା, ସୁମିତ ସାଗର ସାମନ୍ତରାୟ, ଅନୁପ କୁମାର, ଜିଲ୍ଲା ଛାତ୍ର ଉପସଭାପତି ଦେବାଶିଷ ବେହେରା,ବ୍ଲକ ସଭାପତି ମିଥୁନ ଦେହୁରୀ, ବିରଜା,ବିରୂପାକ୍ଷ୍ୟ ପଣ୍ଡା, ପ୍ରଭାକର ଦିଗାଲ,ବାବୁଲା ବେହେରା, ରିକା, ରାମକୃଷ୍ଣ କଁହର, ସଂଗ୍ରାମବେହେରା, ନମିତା ବେହେରା, ଚିନ୍ତାମଣି ଦାସ, ଗୀତାଞ୍ଜଳି ବେହେରା ପ୍ରମୁଖଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.