ଗାଧୋଇବା ବେଳେ ନଦୀରେ ବୁଡ଼ି ଇଞ୍ଜିନିୟରିଙ୍ଗ ଛାତ୍ର ମୃତ

add-all

ଜଗତସିଂହପୁର ୧୭/୦୯: ଜଗତସିଂହପୁର ଜିଲା ବିରିଡି ଥାନା କମଳପୁର ଗାଁରେ ଅଘଟଣ। ବଡ଼ ବାପାଙ୍କ ଦଶାହ କର୍ମକୁ ଆସିଥିବା ଯୁବକଙ୍କ ନଦୀରେ ବୁଡ଼ି ମୃତ୍ୟୁ ହୋଇଛି। ଖବର ଅନୁସାରେ, ଶନିବାର ବିଲୁଆ ଖାଇ ନଦୀରେ ଗାଧୋାଇଥିବା ବେଳେ ପାଣିରେ ବୁଡିଯାଇ ଇଞ୍ଜିନିୟରିଇଂ ଛାତ୍ରଙ୍କ ମୃତ୍ୟ ହୋଇଛି। ମୃତକଙ୍କ ପରିଚୟ ବଟ କୃଷ୍ଣ ମଲିକଙ୍କ ପୁଅ ପୁଅ ଶ୍ରୀନାଥ ମଲିକ। ସେ ଇଞ୍ଜିନିରିଙ୍ଗ ପଢ଼ୁଥିଲେ।। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଶ୍ରୀନାଥଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।

ad-week
Leave A Reply

Your email address will not be published.