ପୁଣି ଛଅ ଫୁଟର ଅଜଗର ସାପ ଉଦ୍ଧାର କଲା ଟିମ ହ୍ୟୁମାନିଟ କନ୍ଧମାଳ

add-all

ଫୁଲବାଣୀ : ସମୟ ରାତ୍ର ନଅ ଘଣ୍ଟିକା ଫୁଲବାଣୀ ଠାରୁ କିଛି ଦୂର ମlଜାଗାଣ୍ଡା ଫୁଲବାଣୀ ବ୍ଲକ୍ ୧୪ ନଂ ଜୋନ ର ଜିଲ୍ଲା ପରିଷଦ ସଭ୍ଯ ପିତାମ୍ବର ମଲ୍ଲିକ ମାଜାଗାଣ୍ଡା ରାସ୍ତା ପାର୍ଶ୍ବରେ ଏକ ୬ଫୁଟର ଅଜଗର ସାପଟିକୁ ଦେଖି ଟିମ୍ ହ୍ୟୁମାନିଟି କନ୍ଧମାଳର ସ୍ନେକ ହେଲ୍ପଲାଇନକୁ ଯୋଗାଯୋଗ କରିଥିଲେ। ଖବର ପାଇ ଟିମ୍ ସଦସ୍ୟ ସାଇରାମ ପାତ୍ର, ଆଲୋକ କୁମାର ବିଶୋଇ, ଅନୁପ ବିକ୍ରମ ପାତ୍ର, ଏସ କେ ଅବଦୁଲ ସାକୀର ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଆସିଥିଲେ।

ad-week
Leave A Reply

Your email address will not be published.