ଭିନ୍ନକ୍ଷମ ଆଦର୍ଶ ପ୍ରଧାନଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରୁ ଆସିଥିବା ଭିନ୍ନକ୍ଷମ ଯୁବକ ଆଦର୍ଶ ପ୍ରଧାନଙ୍କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ ଭିନ୍ନକ୍ଷମ ସାର୍ଟିଫିକେଟ ପୂର୍ବତନ ସମିତି ସଭ୍ୟାଙ୍କ ଜରିଆରେ ପ୍ରଦାନ କରିଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକରେ କାର୍ଯ୍ୟରତ ଥିବା ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିକଟକୁ ଏବଂ ଗୋଷ୍ଟି ଉନୟନ ଅଧିକାରୀ ଙ୍କୁ ବହୁବାର ଭତ୍ତା ପାଇଁ ଅଭିଯୋଗ କରିଥିଲେ ମଧ୍ୟ ତାହା ବିଫଳ ହେଇଥିବାରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମହୋଦୟଙ୍କୁ ଭେଟି ଅଭିଯୋଗ କରିଥିଲେ l ସେଇ ଅଭିଯୋଗ କୁ ଭିତ୍ତି କରି ଅଧିକାରୀ ଜଣଙ୍କ ସେଇ ଭିନ୍ନକ୍ଷମ ଆଦର୍ଶ ପ୍ରଧାନଙ୍କୁ ସାଠିଫିକେଟ୍ ପ୍ରଦାନ କରିବା ସହିତ ଭତ୍ତା ତୁରନ୍ତ ଦିଆଯିବ ବଲି କହିଥିଲେ l

ad-week
Leave A Reply

Your email address will not be published.