ବାଲିଗୁଡାରେ ସମାଜ ସେବୀ ଦେବାଶିଷଙ୍କୁ ସମ୍ବର୍ଦ୍ଧନା…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥିତ ବାଲିଗୁଡା ବ୍ଲକ ରେ ଜିଲ୍ଲା ଉପସଭାପତି ପ୍ରିୟାଂଶୁ ପଟ୍ଟନାୟକଙ୍କ ଦ୍ୱାରା (ଆର.ଏନ ଇନ୍ଷ୍ଟିଟ୍ୟୁସନ ) ଏବଂ (ଶ୍ରେୟନ ସେକେଣ୍ଡରୀ ସ୍କୁଲ ) ଠାରେ “ଛାତ୍ର କଲ୍ୟାଣ ମୂଳଦୁଆ” ତରଫରୁ ଛାତ୍ର କଲ୍ୟାଣ ମୂଳଦୁଆର ସଭାପତି ସମାଜସେବୀ ଦେବାଶିଷ ସାହାଣୀଙ୍କୁ ସମ୍ବର୍ଦ୍ଧନା ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା l ବୈଠକର ମୂଳ ଲକ୍ଷ ଜିଲ୍ଲା ଏବଂ ରାଜ୍ୟର ସମସ୍ତ ଛାତ୍ର, ଛାତ୍ରୀ ଗଣ କିପରି ସମସ୍ତ ଶିକ୍ଷା ସୁବିଧା ପାଇପାରିବେ l ଛାତ୍ର କଲ୍ୟାଣ ମୂଳଦୁଆର ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଗୁଡିକ ହେଉଛି- ଶିକ୍ଷା ସମସ୍ୟାର ଦୂରୀକରଣ, ସଡ଼କ ସୁରକ୍ଷା, ସ୍ୱାସ୍ଥ୍ୟ ସେବା, ରକ୍ତ ଯୋଗାଣ, ସାଇବର ଠକ ପାଖରୁ କିଭଳି ନିଜକୁ ସୁରକ୍ଷା ଦେବା ଏବଂ ମହିଳା ମାନଙ୍କୁ କିଭଳି ଆତ୍ମ ନିର୍ଭରଶୀଳ କରାଇବା ଏହିପରି କିଛି ଜନହିତକର କାର୍ଯ୍ୟ କରିବା ପାଇଁ ଏହି ସଂଗଠନ ଗଠିତ ହୋଇଛି ବୋଲି ସଂଗଠନର ସଭାପତି ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.