ମୋଟର ସାଇକେଲ ଦୁର୍ଘଟଣାରେ ଜଣେ ଗୁରୁତର

add-all

ଦାରିଙ୍ଗବାଡ଼ି, (୧୧/୦୨) : ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଗଡମା ଗ୍ରାମର ଇଆସିନ୍ତ ସିଂ (ଅଜୟ) ଙ୍କ ପୁଅ ଅଭୟସିଂ (୨୪) ବ୍ରାହ୍ମଣୀଗାଁ ବଜାରରୁ ମୋଟର ସାଇକେଲରେ ନିଜ ଗ୍ରାମ ଗଡ଼ମା ଯାଉଥିବା ସମୟରେ ଭାରସମ୍ୟ ହରାଇ ଟୁକୁଚାବନ୍ଦା କଲଭେଟ ପୂର୍ବରୁ ସଂଧ୍ୟା ୫ ଘଣ୍ଟା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣା ପଡ଼ିଛି। ଦୁର୍ଘଟଣା ଘଟଣା ଶୁଣି ଗଡ଼ମା ଗ୍ରାମ ବାସୀ ଅଟୋଯୋଗେ ବ୍ରାହ୍ମଣୀଗାଁ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଗୋଡ ଭାଙ୍ଗି ଯାଇଥିବା କହି ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ରେଫର କରିଥିବା ଖବର ହସ୍ତଗତ ହୋଇଛି।

ad-week
Leave A Reply

Your email address will not be published.