ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟକୁ ଉପ ନିର୍ଦ୍ଦେଶକଙ୍କ ଦିନିକିଆ ଗସ୍ତ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟକୁ ଉପ ନିର୍ଦ୍ଦେଶକଙ୍କ ଦିନିକିଆ ଗସ୍ତ ହୋଇଥିବା ଜଣାପଡିଛି l ଏହା ହେଉଛି କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ସରକାରୀ ମହିଳା ମହାବିଦ୍ୟାଳୟ ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ବିଭାଗର ଉପ ନିର୍ଦ୍ଦେଶକ ରଜତ କୁମାର ମାନସିଂହ ମହା ବିଦ୍ୟାଳୟର ସାମସ ଲ୍ୟାବ ସାମସ ଲ୍ୟାବ
ସହିତ ଅନ୍ୟାନ୍ୟ ବିଭାଗ ଗୁଡିକୁ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ତନୁଜା ସିଂଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.