ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ମାଁ ଙ୍କ ଆସ୍ଥାୟୀ ପୀଠ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

add-all

ବ୍ରହ୍ମପୁର : ଆସନ୍ତା ଏପ୍ରିଲ ୪ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଯାତ୍ରା ମେ୧ତାରିଖରେ ସମାପନ ହେବ।ଯାତ୍ରକୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିବା ଉପରେ ଅଧିକା ଗୁରୁତ୍ୱ ଦେଇଛନ୍ତି ଜିଲ୍ଲା ପ୍ରଶାସନ।ଗତବର୍ଷ କୋଭିଡ କଟକଣା ରେ ଯାତ୍ର ଅନୁଷ୍ଠିତ ହୋଇଥିଲା, ତେବେ ଚଳିତ ବର୍ଷ ଅଧକା ଜନସମାଗମ ହେବାର ସମ୍ଭାବନା ରହିଛି। ଗତ୧୭ ତାରିଖରେ ମାଁ ଙ୍କ ଶୁଭଖୁଣ୍ଟି ସ୍ଥାପନ ହୋଇଥିଲା ।ମାଁ ଙ୍କ ଅସ୍ଥାୟୀ ମଣ୍ଡପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ମାଁ ଅସ୍ଥାୟୀ ମଣ୍ଡପ ଇଟା କାମ ଶେଷ ହୋଇଥିବା ବେଳେ ଅସ୍ଥାୟୀ ମଣ୍ଡପରେ ଚଟାଣ କାମ ଚାଲିବ ବୋଲି ବୋଲି ଯାତ୍ରା ମୁଖ୍ୟ ପରିଚାଳକପି. ଦୁର୍ଗା ପ୍ରସାଦ ଦେଶିବେହେରା କହିଛନ୍ତି। ତେବେ ବାଉଁଶ ଏବଂ ବେତ କାମ ଶେଷ ହୋଇଯାଇଛି।ମାଁ ଙ୍କ ରୀତିନୀତି କୁ ପାଳନ କରି ଅସ୍ଥାୟୀ ମଣ୍ଡପ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ଶ୍ରୀ ଦେଶୀ ବେହେରା କହିଛନ୍ତି।

ad-week
Leave A Reply

Your email address will not be published.