ଅସଞ୍ଜତ ଅବସ୍ଥାରେ ପ୍ରେମିକ ସହ ଧରାପଡ଼ି ବିବାହିତ ମହିଳା : ସ୍ୱାମୀ ଓ ସାହି ବାସିନ୍ଦା କରାଇଲେ ବାହା ଘର…

add-all


କୁଆଁରମୁଣ୍ଡା– କୁଆଁରମୁଣ୍ଡା ବ୍ଳକ ପଦ୍ମପୁର ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ପଦ୍ମପୁୁର କିସାନଟୋଲିର ଅନୀତା କିସାନ 20 ବିନୋଦ କିସାନ 24କୁଁ ବିବାହ କରିଥିଲେ । ଗତ କାଲି ବିନୋଦ ଘରେ ନଥିଲା ସମୟରେ ଅନୀତାଙ୍କ ପ୍ରେମିକ ରତନ ଖଡିଆ22 କୁଆଁରମୁଣ୍ଡା ବାସିନ୍ଦା ବିନୋଦ କିସାନ ଙ୍କ ଘରକୁ ଯାଇ ଅନିତା ଙ୍କ ସହିତ ଅଂସଯତ ଅବସ୍ଥାରେ ଲିପ୍ତ ଥିବା ବେଳେ ହଠାତ୍ ସ୍ବାମୀ ବିନୋଦ କିସାନ ଘରେ ପହଞ୍ଚି ସାହି ବାସିନ୍ଦା ଙ୍କ ସହିତ ଉଭୟଙ୍କୁ ଧରିଥିଲେ । ଯାହା ଫଳରେ ପାଟିତୁଣ୍ଡ ସହ ପ୍ରେମିକ ରତନ ଖଡିଆ ଙ୍କୁ ମାରଧର ମଧ୍ଯ କରିଥିଲେ ।ଶେଷ ରେ ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ବିବାହ କରାଇ ଥିଲେ,ଯାହାକି କୁଆଁରମୁଣ୍ଡା ଆଖପାଖ ଅଂଚଳରେ ଚର୍ଚ୍ଚାର ଏହା ବିଷୟ ପାଲଟିଛି।

ad-week
Leave A Reply

Your email address will not be published.