Sign in
Sign in
Recover your password.
A password will be e-mailed to you.
ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ ନାଳରୁ ପାଣି ଉଠାଇବା ବେଳେ ବୁଡିଗଲେ ନାବାଳିକା
ବାଲେଶ୍ଵର: ଶ୍ରାବଣ ସୋମବାରରେ ଅଘଟଣ । ପରିବାର ଲୋକଙ୍କ ଆଗରେ ବୁଡିଗଲେ ନାବାଳିକା । ବାଲେଶ୍ଵର ଚାନ୍ଦିପୁର ଥାନା ଅନ୍ତର୍ଗତ ବଡକିଆ ପାଗ ନାଳରୁ ପାଣି ନେଇ ଝଡେଶ୍ୱର ମନ୍ଦିରକୁ ଜଳାଭିଷେକ ପାଇଁ ଆସୁଥିଲେ ନାବାଳିକା । ପରିବାର ଲୋକଙ୍କ ସହ ଜଳାଭିଷେକ ପାଇଁ ନାଳରେ ବୁଡ଼ ମାରି ପାଣି ଭାର!-->…
ଧଉଳି ସୁପରଫାଷ୍ଟ ଏକ୍ସପ୍ରେସରେ ନିଆଁ, ଯାତ୍ରୀ ଆତଙ୍କିତ
ବାଲେଶ୍ଵର: ପୁରୀରୁ ହାଓ୍ଵଡ଼ା ଅଭିମୁଖେ ଯାଉଥିବା ଧଉଳି ଏକ୍ସପ୍ରେସରେ ହଠାତ୍ ନିଆଁ ଲାଗିଯିବାରୁ ଆତଙ୍କ ସୃଷ୍ଟି ହୋଇଛି । ବାଲେଶ୍ଵର ଜିଲ୍ଲା ମାର୍କୋଣା ରେଳ ଷ୍ଟେସନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ଜୀବନ ବିକଳରେ ଟ୍ରେନରୁ ଓହ୍ଲାଇ ଧାଇଁଲେ!-->…
ଫୁଲୁଛି ମହାନଦୀ, ବୁଡିଲା ଭଟ୍ଟାରିକା ମନ୍ଦିର ବେଢ଼ା
ନରସିଂହପୁର: ମା ଭଟ୍ଟାରିକାଙ୍କ ପୀଠରେ ଚଳିତ ବର୍ଷର ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ମା’ଙ୍କ ବେଢା ଛୁଇଁଛି । କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀ ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରୁ ଗେଟ୍ ଖୋଲାଯାଇଛି । ଦୁଇ ଦିନର ଲଗାଣ!-->…
ପିଜି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି: ୨୭ରୁ ଚଏସ୍ ଲକିଙ୍ଗ
ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ (ପିଜି) ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟର ମାର୍କ ଆଧାରରେ କରାଯିବ।
୨୭ ଜୁଲାଇ ଅପରାହ୍ନ ୩.୦୦!-->!-->!-->…
ଏନକାଉଣ୍ଟର : ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଅଙ୍କିତ ଘୋଷ ଆହତ
ବ୍ରଜରାଜନଗର: ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ଅଙ୍କିତ ଘୋଷ ଆହତ । ବିଳମ୍ବିତ ରାତିରେ ବ୍ରଜରାଜନଗର ପୋଲିସ ଏହି ଏନକାଉଣ୍ଟର କରିଛି । ତାର ଡାହାଣ ପଟ ଗୋଡରେ ଗୁଳି ବାଜିଛି । ଆହତ ଅବସ୍ଥାରେ ପୋଲିସ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛି । ଅଙ୍କିତ!-->…
ରାଜ୍ୟର ୭୧ ସରକାରୀ ହାଇସ୍କୁଲରେ ହେବ ଯୁକ୍ତ ଦୁଇ ପାଠପଢ଼ା
ଭୁବନେଶ୍ୱର: ଓଡ଼ିଶାରେ ଯୁକ୍ତ ଦୁଇ ଶିକ୍ଷାର ସୁବିଧାକୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସମଗ୍ର ଶିକ୍ଷା ଯୋଜନା ଅଧୀନରେ ରାଜ୍ୟର ୭୧ଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କରି ଉଚ୍ଚ ମାଧ୍ୟମିକ (ଯୁକ୍ତ ଦୁଇ) ବିଦ୍ୟାଳୟରେ ପରିଣତ!-->…
ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ । ଭଟଲି ନିର୍ବାଚନମଣ୍ଡଳୀର ତିନି ଥର ବିଧାୟକ ଥିଲେ ସୁଶାନ୍ତ ସିଂ । ରାଜଧାନୀ ଭୂବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସୁଶାନ୍ତ ସିଂଙ୍କ ପରଲୋକ ହୋଇଛି । ସୁଶାନ୍ତ ସିଂହ ଦୀର୍ଘଦିନ ଧରି ଗୁରୁତର ଅସୁସ୍ଥତାରେ ପୀଡ଼ିତ ଥିଲେ!-->…
ଆଶା ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ପଞ୍ଜୀକରଣ ଘୋଟାଲା: ଜିଲ୍ଲା ବାହାରେ କନ୍ୟାଭ୍ରୁଣ ହତ୍ୟା
ନୟାଗଡ଼ : କନ୍ୟାଭ୍ରୂଣ ହତ୍ୟା ପାଇଁ ଅପବାଦ ମୁଣ୍ଡାଇଥିବା ନୟାଗଡ଼ ଜିଲ୍ଲାରେ ସଚେତନତା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଏଥିରେ ସୁଧାର ଆସିବାର ନାଁ ଧରୁନି ।କନ୍ୟାଭ୍ରୂଣ ହତ୍ୟା ଓ ନାବାଳିକା ବିବାହ ନୟାଗଡ଼ ଜିଲ୍ଲା ପାଇଁ ସାମାଜିକ ସମସ୍ୟା ସୃଷ୍ଟି ହେବା ସହିତ ଜିଲ୍ଲା!-->…
ପର୍ଲିଆଗୁଡ଼ାରେ ପ୍ରଥମ ଥର ପହଞ୍ଚିଲେ ବିଧାୟକ ନରସିଂ ଭତ୍ରା ; ଗ୍ରାମବାସୀଙ୍କ ସମସ୍ୟା ଶୁଣି ଶୀଘ୍ର ସମାଧାନର…
ଉମରକୋଟ/ଝରୀଗାଁ (୨୭/୦୬/୨୦୨୬)ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ଅନ୍ତର୍ଗତ ଚଚା ପଞ୍ଚାୟତର ପର୍ଲିଆଗୁଡ଼ା ଗ୍ରାମ ଶନିବାର ଦିନ ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଛି। ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ଝରୀଗାଁ ବିଧାୟକ ଶ୍ରୀ ନରସିଂ ଭତ୍ରା ଏହି ଦୁର୍ଗମ ଗ୍ରାମକୁ ଗସ୍ତ କରି!-->!-->!-->…
ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କୁ ପୁଣି ଝଟ୍କା, ସୁପ୍ରିମକୋର୍ଟରୁ ନିରାଶ
ନୟାଗଡ଼: ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କୁ ପୁଣି ଝଟ୍କା l ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ନିର୍ବାଚନ ଅସିଦ୍ଧ ପାଇଁ ହାଇକୋର୍ଟରେ ଅଭିଯୋଗ କରିଛନ୍ତି ବିଜେପି ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ସୁପ୍ରିମ୍କୋର୍ଟ ଅରୁଣ ସାହୁଙ୍କ ଆବେଦନକୁ ଖାରଜ କରିଛନ୍ତି!-->!-->!-->…