Sign in
Sign in
Recover your password.
A password will be e-mailed to you.
କଟକ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ରଦ୍ଦ କରାଯାଇନାହିଁ , ପରୀକ୍ଷାଧୀନ -ମନ୍ତ୍ରୀ
ଭୁବନେଶ୍ୱର: ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପ ବର୍ତ୍ତମାନ ରାଜ୍ୟ ସରକାର ପରୀକ୍ଷାଧୀନ ରଖିଛନ୍ତି । କଟକ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ରଦ୍ଦ କରାଯାଇନାହିଁ । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ଏହି ପ୍ରକଳ୍ପକୁ!-->!-->!-->…
ରାଜ୍ୟରେ ବିଗତ ୩ବର୍ଷରେ ଉଦ୍ଧାର ହେଲେଣି ୧୦୧ ଶିଶୁ ଶ୍ରମିକ
ଭୁବନେଶ୍ୱର: ରାଜ୍ୟରେ ବିଗତ ତିନି ବର୍ଷରେ ଉଦ୍ଧାର ହୋଇଛନ୍ତି ୧୦୧ ଶିଶୁ ଶ୍ରମିକ । ୨୦୨୨-୨୩ ରେ ୫ ଜଣ ଶିଶୁ ଉଦ୍ଧାର ହୋଇଥିବା ବେଳେ ୨୦୨୩-୨୪ରେ ୪୫ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି । ସେହିପରି ୨୦୨୪-୨୫ରେ ୫୧ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଆଜି ଏନେଇ ବିଧାନସଭାରେ ଲିଖିତ ଉତ୍ତର!-->…
ଭିଜିଲାନ୍ସ ଜାଲରେ ମହାକାଳପଡା ତହସିଲଦାର
କେନ୍ଦ୍ରାପଡା: ମହାକାଳପଡା ତହସିଲଦାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ମହାକାଳପଡା ତହସିଲଦାର ଶିବ ପ୍ରସାଦ ମଲ୍ଲିକଙ୍କୁ ଭିଜିଲାନ୍ସ ବିଭାଗ ଧରିଛି। ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅର୍ଡର ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ତହସିଲଦାରଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ ଜାରି ରହିଛି।
ମୟୂରଭଞ୍ଜରେ ହେବ ଆୟୁର୍ବେଦିକ କଲେଜ, ଖର୍ଚ୍ଚ ହେବ ୮୫ କୋଟି ଟଙ୍କା
ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରେ ହେବ ନୂଆ ଆୟୁର୍ବେଦିକ କଲେଜ। ଖର୍ଚ୍ଚ ହେବ ୮୫ କୋଟି ଟଙ୍କା । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ଆୟୁର୍ବେଦ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି ।
!-->!-->…
ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଅମଳିପାଲିଠାରେ ମୋଦିଙ୍କ ଗସ୍ତକୁ ନେଇ ଚାଲିଛି ପ୍ରସ୍ତୁତି
ଝାରସୁଗୁଡା: ଆସୁଛନ୍ତି ମୋଦି । ଦ୍ୱିତୀୟ ଥର ପାଇଁ ଝାରସୁଗୁଡାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୭ରେ ଗଞ୍ଜାମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଥିଲା । ଲଘୁଚାପ ପାଇଁ ଗଞ୍ଜାମରେ ହେବାକୁ ଥିବା କାର୍ଯ୍ୟକ୍ରମ ବାତିଲି କରି ଝାରସୁଗଡ଼ା ଅମଲିପାଲି ଠାରେ!-->…
ଅଢେଇ ଘଣ୍ଟା ଫସି ରହିଲା ଆମ୍ୱୁଲାନ୍ସ, ଚାଲିଗଲା ରୋଗୀର ଜୀବନ
ପାରାଦୀପ: ପାରାଦୀପରେ ଦୁଲୁକୁଛି ବିଶ୍ଵକର୍ମା ପୂଜା । ଏହି ପୂଜାକୁ ନେଇ ଉଠୁଛି ପଡ଼ୁଛି ସହର । ସୁନ୍ଦର ସାଜ ସଜ୍ଜା ସାଙ୍ଗକୁ ତୋରଣର ଝିଲ ମିଲ ଆଲୁଅରେ ଝଲସୁଛି ପାରାଦୀପ ସହର । ହେଲେ ଏହି ପୂଜାରେ ଲୋକେ ବୁଲି ମଜା ନେଉଥିବା ବେଳେ ଗୋଟିଏ ପରିବାର ପାଇଁ ସଜ୍ଜା ହୋଇଯାଇଛି । ଘଟିଯାଇଛି ଦୁଃଖଦ!-->…
ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶ୍ରୀମନ୍ଦିରର ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ରତ୍ନାଳଙ୍କାର ସ୍ଥାନାନ୍ତରଣ ଶେଷ । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଏବଂ ପରିଚାଳନା କମିଟିର ପରାମର୍ଶ ଅନୁସାରେ ହୋଇଛି ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା । ସକାଳ ୧୦.୫୫ ରେ ବାହାର ରତ୍ନଭଣ୍ଡାର ତାଲା ଖୋଲିଥିଲା । ଏହା ପରେ ଭିତର ରତ୍ନଭଣ୍ଡାର!-->…
ଆସିକା ଅଞ୍ଚଳ ରେ ଦୀର୍ଘ ଘଣ୍ଟା ହେଲା ବତୀ ଗୋଲ ବାବୁ ମାନଙ୍କ ଫୋନ ବନ୍ଦ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଠାରେ ଟାଟା ପାୱାର ପକ୍ଷରୁ ପ୍ରତି ମାସରେ ମେଣ୍ଟେନେନ୍ସ ନାମରେ ବିଦ୍ୟୁତ କାଟ ହେଉଛି। ଆକାଶ ରେ କଳା ବାଦଲ ହେଉକି ଘଡ଼ଘଡ଼ି ହେଲେ ଟାଟା ପାୱାର ପକ୍ଷରୁ ବିଦ୍ୟୁତ କାଟ ହେବାର ନଜିର ରହିଛି। ଆସିକା ତଥା ଏହାର ଆଖପାଖ ଅଞ୍ଚଳରେ ଦିନ ଦୁଇ ଘଣ୍ଟା ସମୟରୁ!-->…
ମାଲକାନଗିରି ସୀମାନ୍ତରେ ଯବାନଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ବଡ ଧରଣର ଗୁଳି ବିନିମୟ ଘଟିଥିବା ବେଳେ ଏଥିରେ ଦୁଇ ମାଓବାଦୀ ନିହତ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସୂଚନା ଅନୁଯାୟୀ ଛତିଶଗଡର ନାରାୟଣପୁର ଜିଲ୍ଲାରେ ଥିବା ଦୁର୍ଗମ ଓ ମାଓ!-->…
ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହେଲା ଟିପିଏସ୍ଓଡିଏଲ୍
ବ୍ରହ୍ମପୁର, ସେପ୍ଟେମ୍ବର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହୋଇଛି। ଅର୍ଗାନିକ୍ ଫିଙ୍ଗର୍ ମିଲେଟକୁ ପ୍ରୋତ୍ସାହନ ଯୋଗାଉଥିବାରୁ ଶକ୍ତି ବର୍ଗରେ ଟିପିଏସ୍ଓଡିଏଲକୁ ଏହି ପୁରସ୍କାର ମିଳିଛି।!-->…