Sign in
Sign in
Recover your password.
A password will be e-mailed to you.
ଏଫ୍ଏମ୍ କଲେଜର ନିଲମ୍ବିତ ଅଧ୍ୟକ୍ଷ ଗିରଫ
ଭୁବନେଶ୍ବର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ନିଜ ଜୀବନ ନେବାକୁ ଉଦ୍ୟମ କରିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବିତ କଲେଜ ଅଧ୍ୟକ୍ଷ ଦିଲୀପ କୁମାର ଘୋଷ ଗିରଫ ହୋଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିର!-->…
ତିରିଶି ବର୍ଷୀୟା ମହିଳା ନିଖୋଜ, ଦଶଦିନ ହେଲାଣି ଠାବ କରିପାରୁ ନାହାଁନ୍ତି ପୋଲିସ କି ପରିବାର ବର୍ଗ…
ନିଃସର୍ତ୍ତ ନିୟୁଜ କୋଟପାଡ଼ : କୋରାପୁଟ ଜ଼ିଲ୍ଲା ସୀମାନ୍ତବର୍ତ୍ତୀ ଚାନ୍ଦିଲି ଫାଣ୍ଡି ଅନ୍ତର୍ଗତ ମଲଚlମାଲ,ଥାନା-କୋଟପାଡ଼ ଅଞ୍ଚଳରୁ ଜଣେ ତିରିଶି ବର୍ଷୀୟା ବିବାହିତ ମହିଳା ନିଖୋଜ ହୋଇଥିବା ଘଟଣା ସାମ୍ନାକୁ ଆସିଛି l ଏହାକୁ ନେଇ ପରିବାର ବର୍ଗ ଥାନାରେ ଏଫ. ଆଇ. ଆର. ଦେଇଥିବା ବେଳେ!-->…
ବଜ୍ରପାତରେ ଯୁବକ ମୃତ : ଆବଶ୍ୟକ ସମୟରେ ଆମ୍ବୁଲାନ୍ସ ନଆସିବାରୁ ମୃତ୍ୟୁ ଅଭିଯୋଗ କଲେ ପରିବାର
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ତଥା ବେଲଗାଁ ଥାନା ଗଣ୍ଡଳାରେ ଶନିବାର ସନ୍ଧ୍ୟାରେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବେଲଗାଁ ଥାନା ଗଣ୍ଡଳା ଗ୍ରାମର ଶ୍ରୀକାନ୍ତ ଗୌଡ । ପ୍ରକାଶ ଯେ, ଶନିବାର ସନ୍ଧ୍ୟାରେ ଗଣ୍ଡଳା ଗ୍ରାମରେ ବର୍ଷା ସହ ବଜ୍ରପାତ!-->…
ରେଭେନ୍ସା ଛାତ୍ର ମାନେ ଝାଡାବାନ୍ତିରେ ଆକ୍ରାନ୍ତ : ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଏହା ହଇଜା ନୁହେଁ, ଖାଦ୍ୟ ଯୋଗାଉଥିବା…
କଟକ ୧୩।୭: କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ନ୍ୟୁ ପିଜି ହଷ୍ଟେଲରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଛାତ୍ର ମାନେ ଏସସିବି ମେଡ଼ିକାଲରେ ଚିକିତ୍ସିତ ହେବା ପରେ ସରକାରଙ୍କ ନିଦ ଭାଙ୍ଗିଲା । ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ନିୟୋଜିତ ହେଲେ!-->…
ନୈତିକତା ଦୃଷ୍ଟିରୁ ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ: କଂଗ୍ରେସ
ଭୁବନେଶ୍ବର: ଆତ୍ମାହୁତି ଉଦ୍ୟମ କରି ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଥିବା ବାଲେଶ୍ବର ଜିଲ୍ଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସ ରବିବାର ସନ୍ଧ୍ୟାରେ ଭେଟିଛନ୍ତି। ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା!-->…
RPFର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନିଯୁକ୍ତ
ନୂଆଦିଲ୍ଲୀ: ରେଲଓ୍ବେ ସୁରକ୍ଷା ବଳ (RPF)ର ପ୍ରଥମ ମହିଳା ମହାନିର୍ଦ୍ଦେଶକ ହେଲେ ବରିଷ୍ଠ ଆଇପିଏସ ଅଧିକାରୀ ସୋନାଲି ମିଶ୍ରା । କ୍ୟାବିନେଟ ନିଯୁକ୍ତି କମିଟି ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି। ୨୦୨୬ ଅକ୍ଟୋବର ୩୧ରେ ନିଜର ଅବସର ପର୍ଯ୍ୟନ୍ତ ସେ ଆରପିଏଫ୍ ଡିଜି ପଦରେ ରହିବେ। ସୋନାଲି!-->…
ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ବିଜୁ ଛାତ୍ର ଓ ଯୁବ ଜନତା ଦଳର ପ୍ରତିବାଦ
ଭୁବନେଶ୍ବର ୧୩।୭: ବାଲେଶ୍ୱର ଫକୀରମୋହନ କଲେଜ ଘଟଣାରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି । ବାଲେଶ୍ୱର ଛାତ୍ରୀକୁ ନ୍ୟାୟ ଦେବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ କଲା ବିଜୁ ଛାତ୍ର ଓ ଯୁବ ଜନତା ଦଳ । ବିଜେଡି ବିଧାୟକ ବ୍ୟୋମକେଶ ରାୟ ଓ ଦେବୀ!-->…
ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ବର୍ଷା ଜାରି ରହିବାର ଆଶଙ୍କା ଦେଖାଯାଇଛି। ବିଗତ ଦିନରେ ହୋଇଥିବା ଲଘୁଚାପ ପରେ ବର୍ଷା ଏବେବି ଜାରି ରହିଛି। ଏହାରି ମଧ୍ୟରେ ଆଗାମୀ ଦିନ ପାଇଁ ପାଣିପାଗ ବିଭାଗ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ!-->…
ଅହମଦାବାଦ ବିମାନ ଦୁର୍ଘଟଣା : ରିପୋର୍ଟକୁ ନେଇ ପାଇଲଟ ସଂଘ କ୍ଷୁବ୍ଧ, କେମିତି ଲିକ୍ ହେଲା ରିପୋର୍ଟ
ନୂଆଦିଲ୍ଲୀ : ବିଶ୍ବକୁ ସ୍ତବ୍ଧ କରି ଦେଇଥିବା ଅହମଦାବାଦ ବିମାନ ଦୁର୍ଘଟଣା (ଜୁନ୍ ୧୨) ର ପ୍ରାରମ୍ଭିକ ତଦନ୍ତ ରିପୋର୍ଟକୁ ଶନିବାର ସାର୍ବଜନୀନ କରାଯାଇଛି। ୧୫ ପୃଷ୍ଠାର ଏହି ରିପୋର୍ଟରେ ବିମାନର ଇନ୍ଧନ ସ୍ବିଚ୍ ବନ୍ଦ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା ବୋଲି କୁହାଯାଇଛି। ରିପୋର୍ଟରେ!-->…