ମାଲକାନଗିରି ରେ ଅଭାବୀ ୟୁରିୟା ପାଇଁ ରାସ୍ତାରୋକ କଲା ନବ ନିର୍ମାଣ କୃଷକ ସଙ୍ଗଠନ

ମାଲକାନଗିରି : ଜିଲ୍ଲାରେ ଚାଷି ମାନେ ୟୁରିୟା ସାର ଠିକ୍ ଭାବେ ପାଉନଥିବା ବେଳେ ବ୍ୟାପକ ସଲ ନଷ୍ଟ ହେବାରେ ଲାଗିଛି । ଯାହାକୁ ବିରୋଧ କରି ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମାଲକାନଗିରି ଜିଲ୍ଲାରେ ଆନ୍ଦୋଳନ କରୁଛନ୍ତି । ଆଜି ସାରର ଅଭାବି ବିକ୍ରିକୁ ନେଇ ଶିଖପାଲି ଛକ ଠାରେ 326

ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ, ୮ ଶ୍ରଦ୍ଧାଳୁ ମୃତ ଓ ୪୩ ଆହତ

ସୋମବାର ଅର୍ଥାତ୍ ଆଜି ବୁଲନ୍ଦସହରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୩ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, କାସଗଞ୍ଜରୁ ଗୋଗାମେଡି ରାଜସ୍ଥାନକୁ ଜହରବୀର (ଗୋଗାଜୀ) ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁ ଭର୍ତ୍ତି ଟ୍ରାକ୍ଟରକୁ ଏକ ଟ୍ରକ ଧକ୍କା

ୟେମେନର ରାଜଧାନୀ ଉପରେ ଇସ୍ରାଏଲର ଆକ୍ରମଣ

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ନିରନ୍ତର ବୃଦ୍ଧି ପାଉଛି । ଏବେ ଇସ୍ରାଏଲୀ ସେନା ୟେମେନର ରାଜଧାନୀ ସାନାର ଅନେକ ସ୍ଥାନରେ ବିମାନ ଆକ୍ରମଣ କରିଛି । ହୁଥି ବିଦ୍ରୋହୀମାନେ ଇସ୍ରାଏଲ ଆଡ଼କୁ ମିଶାଇଲ୍ ମାଡ଼ କରିବା ପାଇଁ ଦାୟୀ ହେବାର କିଛି ଦିନ ପରେ ଏହି ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଏକ ପାୱାର

ପାଣିରେ ବୁଡି ରହିଛି ସଙ୍ଗମେଶ୍ବର ମହାଦେବ ମନ୍ଦିର, ଡଙ୍ଗାରେ ଯାଇ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ରାଜସ୍ଥାନ ବାଂସୱାଡ଼ାର ପାଣିରେ ବୁଡ଼ି ରହିଛି ସଙ୍ଗମେଶ୍ବର ମହାଦେବ ମନ୍ଦିର । ତଥାପି ବନ୍ଦ ହୋଇନି ଭକ୍ତଙ୍କ ପୂଜାର୍ଚ୍ଚନା । ସୋମବାର ଦିନ ଭୋଲେନାଥଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା ପାଇଁ ଡଙ୍ଗାରେ ଯାଇ ମନ୍ଦିରରେ ପହଞ୍ଚିଥିଲେ ଭକ୍ତ । ଲଗାତାର ବର୍ଷା ଯୋଗୁଁ ଅଧାରୁ ଅଧିକ ବୁଡ଼ିଯାଇଛି

ଇସ୍ରାଏଲ-ଗାଜା ମଧ୍ୟରେ ନିରନ୍ତର ଆକ୍ରମଣ, ବିସ୍ଫୋରଣରେ ୩ ସାମ୍ବାଦିକ ସମେତ ୧୫ ମୃତ

ଇସ୍ରାଏଲ-ଗାଜା ମଧ୍ୟରେ ଚାଲିଛି ନିରନ୍ତର ଆକ୍ରମଣ । ଇସ୍ରାଏଲ ପୁଣି ଥରେ ଗାଜାର ବିମାନ ଉପରେ କରିଛି ଆକ୍ରମଣ । ଇସ୍ରାଏଲର ବୋମା ବିସ୍ଫୋରଣରେ ୩ ଜଣ ସାମ୍ବାଦିକଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଯାହାର ସୂଚନା ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀ ଦେଇଛନ୍ତି । ଏହି ଆକ୍ରମଣ ଦକ୍ଷିଣ ଗାଜାର

ଶତ୍ରୁ ପ୍ରତି ବଡ଼ପଣ ଦେଖାଇଲା ଭାରତ, ପାକିସ୍ତାନକୁ ବନ୍ୟା ସମ୍ପର୍କରେ କଲା ସତର୍କ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରଠାରୁ ଜାରି ରହିଛି ଭାରତ-ପାକିସ୍ତାନର ଉତ୍ତେଜନା । ଫଳରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ଅସ୍ଥାୟୀ ଭାବେ ବନ୍ଦ କରିଥିଲା । ଏହାରି ମଧ୍ୟରେ ବଡ଼ପଣ ଦେଖାଇଛି ଭାରତ । ଏଥି ସହିତ ଭାରତ ପାକିସ୍ତାନକୁ ପରାମର୍ଶ ଦେବା ସହିତ ବନ୍ୟା ସମ୍ପର୍କରେ ସତର୍କ

ବାଲିମେଳା ବନାଞ୍ଚଳ ପକ୍ଷରୁ ୮ ଖଣ୍ଡ ଟେକ ଦଣ୍ଡା ଜବତ, ଅଟୋ ସମେତ ଜଣେ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ବେଆଇନ କାଠ ଦଣ୍ଡା ଚାଲାଣ କୁ ରୋକିବାରେ ସକ୍ଷମ ହୋଇଛି। ମିଳିଥିବା ସୂଚନାନୁଯାୟୀ ବାଲିମେଳା ବନାଞ୍ଚଳ ରେଞ୍ଜର ଲିସ୍ମିତା କଂହର ବିଶେଷ ସୁତରୁ ଖବର ପାଇ ଏକ ଟିମ ନେଇ ରବିବାର ସନ୍ଧ୍ୟା ସମୟରେ ବାଲିମେଳା ଛକ ନିକଟରେ ଜଗି ରହିଥିଲେ।

ସୁରକ୍ଷିତ ଭାବରେ ପୂଜା ଓ ଉତ୍ସବ ପାଳନ କରିବାପାଇଁ ଟିପିଏସ୍ଓଡିଏଲ୍ ଜାରି କରିଲା ସୁରକ୍ଷା ପରାମର୍ଶ

ବ୍ରହ୍ମପୁର : ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଦକ୍ଷିଣ ଓଡ଼ିଶାର ଉପଭୋକ୍ତା ଓ ଜନସାଧାରଣଙ୍କୁ ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ହିସାବରେ ପୂଜା, ପର୍ବପର୍ବାଣୀ ତଥା ଉତ୍ସବ ପାଳନ କରିବାକୁ ଅନୁରୋଧ କରିଛି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡିଶାରେ ସମବାୟ କ୍ଷେତ୍ରର ଅଭିବୃଦ୍ଧି ବିଷୟରେ ଆଲୋଚନା କଲେ କେନ୍ଦ୍ର ସମବାୟ ରାଷ୍ଟ୍ର…

ଭୁବନେଶ୍ୱର : ଆଜି ଲୋକସେବା ଭବନରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀଙ୍କ ସହିତ ଓଡିଶାରେ ସମବାୟ କ୍ଷେତ୍ରର ଅଭିବୃଦ୍ଧି ବିଷୟରେ ଆଲୋଚନା କରିଛନ୍ତି।

ବାଲିଗୁଡାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଦେହାନ୍ତ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ…

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ (୫୩)ଙ୍କର ରବିବାର ରାତିରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । କିଡ୍‌ନିଜନିତ ରୋଗରେ ପୀଡ଼ିତ ହୋଇ ସେ ଗତକିଛି ଦିନ ହେଲା ଚିକିତ୍ସାଧୀନ ଥିଲେ। କନ୍ଧମାଳ