Sign in
Sign in
Recover your password.
A password will be e-mailed to you.
ସ୍ୱାଧୀନତା ଦିବସ କପ ଫୁଟବଲ ଚମ୍ପିୟାନସିପ : ଟି.କେ.ପି ଟିମ ଦିଜୟୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂସଦ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସର ମଧ୍ୟରେ ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ଫୁଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି l ତୃତୀୟ ଦିନର ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳ ର ବରିଷ୍ଠ କ୍ରୀଡ଼ାବିତ ଟି.!-->…
ମୁଖ୍ୟମନ୍ତ୍ରୀଙ୍କୁ ଓଷ୍ଟା ସଙ୍ଘ ପକ୍ଷରୁ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ
ବାଲିଗୁଡ଼ା : ରାଜ୍ୟ ଓଷ୍ଟା ସଙ୍ଘର ନିର୍ଦ୍ଦେଶନାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଓଷ୍ଟା ସଙ୍ଘ ପକ୍ଷରୁ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ , ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ୬ ଦଫା!-->…
ଶ୍ରାବଣ ଶେଷ ସୋମବାର : ଜଳାଭିଷେକ ପାଇଁ ଜଳେଶ୍ୱର ପୀଠ ରେ ହଜାର ହଜାର କାଉଡ଼ିଆଙ୍କ ଭିଡ଼
ବାଲିଗୁଡା : ଶ୍ରାବଣ ମାସର ଶେଷ ସୋମବାର, ଏହି ଅବସରରେ ସକାଳୁ ସକାଳୁ ସମସ୍ତ ଶିବ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିର ଗୁଡିକରେ ଭକ୍ତ ମାନଙ୍କର ପ୍ରବଳ ଭିଡ ଜମିଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ । ଶ୍ରାବଣ ମାସରେ କାଉଡିଆମାନେ ମାନସିକ କରି ଶିବଙ୍କ ମସ୍ତକରେ ଜଳଲାଗି କରିଥାନ୍ତି!-->…
ଜମି ମାଫିଆ ମାନଙ୍କ ଦ୍ଵାରା ଚାଷ ଜମିକୁ ଯାଉଥିବା ଆସିକା ପିଲି ନାଳକୁ ବନ୍ଦ ..!
ପ୍ରଶାସନ ଧ୍ୟାନ ଦେବାକୁ ଅନୁରୋଧ....
ଅଲେଖ ମନ୍ଦିର ପ୍ରାଙ୍ଗଣରେ “ବୃକ୍ଷରୋପଣ” କାର୍ଯ୍ୟକ୍ରମ ଅନୁଷ୍ଠିତ
ଗୋପାଳପୁର , ୩/୮ : ଅଟଳ ଯୁବ ବାହିନୀ ତରଫରୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ଗୋପୀ ମହାରଣାଙ୍କ ତତ୍ତ୍ଵାବଧାନରେ ଆମ୍ବପୁଆ ସ୍ଥିତ ଅଲେଖ ମନ୍ଦିର ପ୍ରାଙ୍ଗଣରେ "ବୃକ୍ଷରୋପଣ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । "ବୃକ୍ଷ ହିଁ ଜୀବନ" । ବର୍ତ୍ତମାନର ପରିବର୍ତ୍ତନଶୀଳ ଜଳବାୟୁ!-->…
ରୋଟାରୀ କ୍ଲବ୍ ଫୁଲବାଣୀର ୪୫ତମ ଅଧିଷ୍ଠାନ ଉତ୍ସବ ପାଳିତ
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ରୋଟାରୀ କ୍ଲବ୍ ର ୪୫ ତମ ଅଧିଷ୍ଠାନ ଉତ୍ସବ ସେନାପତି ରିସିଡେନସି ଠାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଆଇଏସ ଅଫିସର (ଡି ଜି ଇ ଆର ଆଇ) ରୋଟାରିଆନ ଅନିଲ କୁମାର ସାମଲ ଯୋଗ ଦେଇ ରୋଟାରୀର ସେବା ଭାବନାର!-->…
କନ୍ଧମାଳ ଜିଲ୍ଲା ରାଜସ୍ବ ଅମଲା ସଂଘ ତରଫରୁ ଆନ୍ଦୋଳନ ଚେତାବନୀ
କନ୍ଧମାଳ : କନ୍ଧମାଳ ଜିଲ୍ଲା ରାଜସ୍ବ ଅମଲା ସଂଘର ସାଧାରଣ ପରିଷଦ ବୈଠକ ସଭାପତି ଗଣେଶ ନାଏକ ଓ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅଦ୍ୟାବଧି ସୁଦ୍ଧା ସରକାର ୯ ଦଫା ନ୍ୟାର୍ଯ୍ୟ ଦାବି ପୂରଣ କରୁନଥିବାରୁ ଚଳିତ ମାସ ୧୧ ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟ!-->…
୩୫ଟି ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ହ୍ରାସ
ନୂଆଦିଲ୍ଲୀ : ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ୩୫ଟି ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ହ୍ରାସ କରିଛି। ଏହି ଔଷଧଗୁଡ଼ିକ ଅନେକ ବଡ଼ ଫାର୍ମା କମ୍ପାନୀ ଦ୍ୱାରା ବିକ୍ରି କରାଯାଏ ଏବଂ ଏଥିରେ ଆଣ୍ଟି-ଇନଫ୍ଲେମେଟୋରି, ହୃଦରୋଗ, ଆଣ୍ଟିବାୟୋଟିକ୍, ମଧୁମେହ ଏବଂ ମାନସିକ ରୋଗ ଭଳି!-->…
ଭୂକମ୍ପ ଝଟକାରେ ପୁଣି ଥରିଲା ରୁଷ, ସୁନାମୀ ସତର୍କତା ଜାରି
ରୁଷରେ ରବିବାର ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ରୁଷର କୁରିଲ ଦ୍ଵୀପ ଏବଂ କାମଚାତକାରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜର୍ମାନୀ ଭୂବିଜ୍ଞାନ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା କୁରିଲ ଦ୍ଵୀପରେ ୬.୭ ଏବଂ କାମଚାତକାରେ ୬.୮ ରହିଥିଲା।!-->…
ମହିଳାଙ୍କ ନାମରେ ଫେକ ଇନ୍ସଟାଗ୍ରାମ ଆକାଉଣ୍ଟ ଖୋଲିବା ପଡିଲା ମହଙ୍ଗା : ୨ ଯୁବକ ଗିରଫ
ମାଲକାନଗିରି : ଜଣେ ବିଧବା ମହିଳାଙ୍କ ଫୋଟ ସୋସିଆଲ ମିଡିଆରେ ଫେକ ଇନ୍ସଟାଗ୍ରାମ ଆଇଡି ଖୋଲି ସେଥିରେ ଅପଲୋଡ କରି ଗିରଫ ହେଲେ ୨ ଯୁବକ । ମିଳିଥିବା ସୁଚନାନୁଯାୟୀ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତର ଏମଭି-୩୬ ଗ୍ରାମର ସ୍ୱପ୍ନା ମଣ୍ଡଳ ନାମକ ଜଣେ ବିଧବା!-->!-->!-->…