Sign in
Sign in
Recover your password.
A password will be e-mailed to you.
୨୨ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଉଦି ଆରବ ଗସ୍ତ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ରେ ସାଉଦି ଆରବ ଗସ୍ତରେ ଯିବେ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ଆମନ୍ତ୍ରଣ କ୍ରମେ ମୋଦୀ ସେଠାକୁ ଯାଉଛନ୍ତି। ଦୁଇ ଦିନିଆ ଗସ୍ତ କାଳରେ ମୋଦୀ ଓ ସଲମାନଙ୍କ ମଧ୍ୟରେ ବିଭିନ୍ନ!-->…
୨ ନାବାଳକଙ୍କୁ ଖୁଣ୍ଟରେ ବାନ୍ଧି ଚେଙ୍କ ସହ ପରିସ୍ରା ପିଆଇଲେ ଦୁର୍ବୃତ୍ତ
ବଳଙ୍ଗା: ପୁରୀ ଜିଲା ବଳଙ୍ଗା ଥାନା କୋଟକୋସାଙ୍ଗରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଦୁଇ ନାବାଳକଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧିବା ସହ ସିଗାରେଟ ଚେଙ୍କ ଦେଇଛନ୍ତି ଦୁର୍ବୃତ୍ତମାନେ । ଖାଲି ସେତିକି ନୁହଁ, ଦୁଇ ନାବାଳକଙ୍କୁ ପରିସ୍ରା ପିଆଇଥିବା ମଧ୍ୟ ଅଭିଯୋଗ ହୋଇଛି ।
!-->!-->!-->…
ଦିଲ୍ଲୀରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ କରିବା ପାଇଁ ଆଠଟି କମିଟି ଗଠନ
ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY) କାର୍ଯ୍ୟକାରୀ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଏ ନେଇ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏହି ଯୋଜନାର ପ୍ରଭାବଶାଳୀ ଏବଂ ସୁଗମ ପାଇଁ!-->…
ହୁଣ୍ଡି ସିଫ୍ଟିଂ ପରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ : ଆଇନ ମନ୍ତ୍ରୀ
ଭୁବନେଶ୍ୱର : ହୁଣ୍ଡି ସିଫ୍ଟିଂ ହେବାର ଦୁଇ ଚାରି ଦିନ ଭିତରେ ହିଁ ଏହି ପ୍ରକ୍ରିୟା ଆରମ୍ଭ ହେବ ପରିଚାଳନା ସମିତିର ଚୁଡାନ୍ତ ରୂପ ଚଳିତ ମାସ ସୁଦ୍ଧା ଶେଷ ହେବ । ହୁଣ୍ଡିର ସିଫ୍ଟିଂ ପାଇଁ ପରିଚାଳନା ସମିତି ଓ ସରକାରଙ୍କ ମଧ୍ୟରେ ସହମତି ରହିବାର ଆବଶ୍ୟକତା ଅଛି । ହୁଣ୍ଡି ସିଫ୍ଟିଂ ସହିତ!-->…
ନବ ଦାସଙ୍କ ହତ୍ୟାକାଣ୍ଡର ପୁଣି ସିବିଆଇ ତଦନ୍ତ ଦାବି କଲେ ପୁଅ ବିଶାଳ
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିକୁ ପାଖାପାଖି ମାସେ ହୋଇଥିବାବେଳେ, ଏବେ ସୁଦ୍ଧା କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ । ଯାହାକୁ ନେଇ ପୁଣି ଥରେ ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି ନବ ଦାସଙ୍କ ପୁଅ ବିଶାଳ ଦାସ ।
ଏନେଇ ବିଶାଳ ଦାସ!-->!-->!-->…
କୁଳଭୂଷଣ ଯାଦବଙ୍କୁ ନେଇ ପାକିସ୍ତାନର ନୂଆ ଖେଳ, ଛଡ଼ାଇନେଲା ଅପିଲ କରିବାର ଅଧିକାର
ନୂଆଦିଲ୍ଲୀ: କୁଳଭୂଷଣ ଯାଦବଙ୍କୁ ନେଇ ପାକିସ୍ତାନର ନାଟକ ପୁଣି ଥରେ ସାମ୍ନାକୁ ଆସିଛି। ପାକିସ୍ତାନ ଯାଦବଙ୍କ ପରିବାରଠାରୁ ଆବେଦନ କରିବାର ଅଧିକାର ମଧ୍ୟ ଛଡ଼ାଇ ନେଇଛି। ଇସ୍ଲମାବାଦ ନିଜେ ପାକିସ୍ତାନ ସୁପ୍ରିମକୋର୍ଟରେ ଏହା ସ୍ୱୀକାର କରିଛି। ୨୦୧୯ ମସିହାରେ ଯାଦବଙ୍କ ସହ ଜଡିତ ମାମଲାର!-->…
ରତ୍ନଭଣ୍ଡାର ମରାମତି ହୋଇ ନ ଥିଲେ ଭୁଶୁଡ଼ି ପଡ଼ି ଥାଆନ୍ତା : ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର : ସ୍ନାନ ଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ସାରିବା ପାଇଁ ଚେଷ୍ଟା କରାଯାଉଛି । ମରାମତି ଚୂଡ଼ାନ୍ତ ସ୍ଥିତିକୁ ଆସିଲାଣି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମହାପ୍ରଭୁଙ୍କ ନୀତିକାନ୍ତି ବ୍ୟାଘାତ ନ କରି ମରାମତି କାମ ଚାଲିଛି। ଦିନରେ!-->…
ନିଖୋଜ ନାବାଳକକୁ ଖୋଜିବାକୁ ଫାଣ୍ଡି ଘେରାଉ ସହ ରାସ୍ତା ଅବରୋଧ କଲେ ଗ୍ରାମବାସୀ
ପିପିଲି: ଡେଲାଙ୍ଗ ରତନପୁର ଗାଁର ୧୧ ବର୍ଷିୟ ଆଶୀର୍ବାଦ ସାହୁ ନିଖୋଜ ହେବା ଘଟଣାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସର ହାତ ଖାଲି ରହିଛି । ଏବେ ଯାଏଁ ପତ୍ତା ଲାଗାଇପାରୁନି ପୋଲିସ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ!-->…
ସେକ୍ସ ରେକେଟ ସନ୍ଧାନ ରେ ଆସିକା ର ବିଭିନ୍ନ ହୋଟେଲ ଓ ଲର୍ଡ଼ଜ ଉପରେ ପୋଲିସ ର ଚଢ଼ାଉ ….!
ପୋଲିସ ର ଚଢ଼ାଉ କୁ ନେଇ ବୁଦ୍ଧିଜୀବୀ ମହଲ ରେ ସ୍ୱାଗତ…..
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଠାରେ ଥିବା ବିଭିନ୍ନ ଲର୍ଡ଼ଜ ଓ ହୋଟେଲ ରେ ସେକ୍ସ ରେକେଟ ଚାଲିଥିବା ଚର୍ଚ୍ଚା ହୋଇ ଆସୁଥିଲା। ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ନିର୍ଦ୍ଧେଶ ରେ ଆସିକା!-->!-->!-->!-->!-->!-->!-->…
ଜମ୍ମୁ-କାଶ୍ମୀରରେ ପ୍ରକୃତିର ତାଣ୍ଡବଲୀଳା, ରାମବନ ଛାରଖାର
ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପ୍ରକୃତିର ତାଣ୍ଡବଲୀଳା ପରେ ଛାରଖାର ହୋଇଛି ରାମବନ । ବିପର୍ଯ୍ୟୟରେ ସବୁଠୁ ଅଧିକ ରାମବନରେ କ୍ଷୟକ୍ଷତି ହୋଇଥିବା ବେଳେ ଧୋଇ ଯାଇଛି ରାସ୍ତାଘାଟ । ବାଦଲଫଟା ବର୍ଷା ଏବଂ ତତ୍ ଜନିତ ଭୂସ୍ଖଳନ ଫଳରେ ଅନେକ ସ୍ଥାନରେ ଧସିଯାଇଛି ପାହାଡ ଓ ଘର । ସାଧାରଣ ରାସ୍ତା ଘାଟ!-->…