Sign in
Sign in
Recover your password.
A password will be e-mailed to you.
ଏଣିକି ବିଭିନ୍ନ ଘରୋଇ ସଂସ୍ଥାରେ ରାତିରେ କାର୍ଯ୍ୟ କରିପାରିବେ ମହିଳା
ଭୁବନେଶ୍ୱର: ଏଣିକି ମହିଳାମାନେ ରାତିରେ ବିଭିନ୍ନ ଘରୋଇ ସଂସ୍ଥାରେ କାର୍ଯ୍ୟ କରିପାରିବେ। ରାତିରେ କାମ କରିବା ପାଇଁ ମହିଳା କର୍ମଚାରୀଙ୍କ ସହମତି ଆବଶ୍ୟକ। ନାଇଟ୍ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର। ଏନେଇ ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।
!-->!-->!-->…
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ, ଓକିଲ ସଙ୍ଘ କୋର୍ଟକୁ ବଲ୍ ଫିଙ୍ଗିଲେ ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଓକିଲ ସଙ୍ଘ କୋର୍ଟକୁ ବଲ୍ ଫିଙ୍ଗିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଯଶବନ୍ତ ସିଂହ କମିଶନ ହାଇକୋର୍ଟ ବେଞ୍ଚ ନେଇ ମାପଦଣ୍ଡ ସ୍ଥିର କରିଛନ୍ତି । କେଉଁଠି ହାଇକୋର୍ଟ ବେଞ୍ଚ ସ୍ଥାପନ ହେବ, ସେ!-->…
ଗିରଫ ହେଲେ କୋଟିପତି ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା
ଭୁବନେଶ୍ୱର: ଗିରଫ ହେଲେ ବୌଦ୍ଧ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ର ମୋଟର ଭେଇକିଲ୍ ଇନ୍ସପେକ୍ଟର (ଏମଭିଆଇ) ଗୋଲାପ ଚନ୍ଦ୍ର ହାଂସଦା । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ଗୁଡ଼ିଡ଼ିହ ଗାଁରେ ଥିବା ହାଂସଦାଙ୍କ ପୈତୃକ ବାସଭବନ,!-->…
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା, ସାମ୍ନାକୁ ଆସିବ ବଳଙ୍ଗା ସତ
ଭୁବନେଶ୍ୱର : ବଳଙ୍ଗା ସତ ନିଶ୍ଚିତ ସାମ୍ନାକୁ ଆସିବ। ଖୁବ ଶୀଘ୍ର ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୋଲିସ ପ୍ରଶାସନ ନିଷ୍ଠାର ସହ ତଦନ୍ତ କରୁଥିବା ସେ କହିଛନ୍ତି । ପୀଡ଼ିତାଙ୍କ ପରିବାର ଏକ ଗରିବ ପରିବାର । ତାଙ୍କୁ!-->…
ପ୍ରକୃତ ଭାରତୀୟ କେବେ ବି ଏଭଳି ମନ୍ତବ୍ୟ ଦେବ ନାହିଁ; ରାହୁଲଙ୍କୁ କହିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: "ପ୍ରକୃତ ଭାରତୀୟ କେବେ ବି ଏଭଳି ମନ୍ତବ୍ୟ ଦେବ ନାହିଁ।" ଶୁଣାଣି ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏଭଳି କହିଲେ ସୁପ୍ରିମକୋର୍ଟ। 'ଭାରତ ଯୋଡୋ ଯାତ୍ରା' ସମୟରେ ରାହୁଲ କରିଥିବା ଦାବିକୁ ନେଇ ସୁପ୍ରିମକୋର୍ଟ ତାଙ୍କ ଉପରେ ବର୍ଷିଥିବା ଜଣାଯାଇଛି। ରାହୁଲ 'ଭାରତ ଯୋଡୋ!-->…
ଇଣ୍ଟିଗ୍ରେଟେଡ୍ ବିଏଡ୍, ଏମ୍ଏଡ୍ ପାଇଁ ଅନଲାଇନ ଆବେଦନ ଆରମ୍ଭ
ଭୁବନେଶ୍ବର: ଇଣ୍ଟିଗ୍ରେଟେଡ୍ ବିଏଡ୍, ଏମ୍ଏଡ୍ ପାଇଁ ଅନଲାଇନ ଆଜିଛୁ ଆବେଦନ ଆରମ୍ଭ।ରାଜ୍ୟରେ ୩ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଏଡ୍, ଏମ୍ଏଡ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଆଜିଠୁ ଅନଲାଇନ ଆବେଦନ ଆରମ୍ଭ ହେବ। ଏଥିରେ ମନୋନୀତ!-->…
ଶିବୁ ସୋରେନଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କଲେ ନବୀନ
ଭୁବନେଶ୍ୱର: ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ଜଣେ ପ୍ରମୁଖ ଆଦିବାସୀ ନେତା ଥିଲେ ।
ଆଦିବାସୀ ଅବହେଳିତ ଲୋକଙ୍କ ଅଧିକାର ଲଢେଇ ପାଇଁ ତାଙ୍କର ଉତ୍ସର୍ଗୀକୃତ ଜୀବନ!-->!-->!-->…
ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଘଟଣା, ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଉଭୟ ଛାତ୍ର
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ କଲେଜରେ ଛାତ୍ରୀଙ୍କୁ ଜୀବନ ହାରିବା ପାଇଁ ଉସକାଇଥିଲେ ଦୁଇ ଛାତ୍ର । ଛାତ୍ରୀ ଆତ୍ମାହୁତି ପଛରେ ମାଷ୍ଟର ମାଇଣ୍ଡ ଦୁଇ ଛାତ୍ର ନେତା । ୨୦ ଦିନ ପରେ ଉଭୟଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ। ତା ଭିତରୁ ଜଣେ ଏବିଭିପିର ରାଜ୍ୟ ସହ ସଂପାଦକ!-->…
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ, ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଉ ନାହାନ୍ତି ଶିବୁ ସୋରେନ । ଆରପାରିରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ । ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଶିବୁ ସୋରେନ । ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଆଖି ବୁଜିଲେ ।
ତେବେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଜେଏମଏମର ପ୍ରତିଷ୍ଠାତା । କିଡନୀ!-->!-->!-->…
ସ୍ୱାଧୀନତା ଦିବସ କପ ଫୁଟବଲ ଚମ୍ପିୟାନସିପ : ଟି.କେ.ପି ଟିମ ଦିଜୟୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂସଦ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସର ମଧ୍ୟରେ ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ଫୁଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି l ତୃତୀୟ ଦିନର ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳ ର ବରିଷ୍ଠ କ୍ରୀଡ଼ାବିତ ଟି.!-->…