Sign in
Sign in
Recover your password.
A password will be e-mailed to you.
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଆଉ ୩ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ
ଭୁବନେଶ୍ୱର: ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ କ୍ରାଇମ ବ୍ରାଞ୍ଚ ବଡ଼ ଆକ୍ସନ ନେଉଥିବାର ଦେଖିବାକୁ ମିଳିଛି। ପୂର୍ବରୁ ଏହି ମାମଲାରେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ। ବର୍ତ୍ତମାନ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ଜୋରଦାର!-->…
ବାଲୁଗାଁ ପୁଲିସର ଚଢାଉ : ବିହାର ଯୁବକ ଗିରଫ, ୩୨ ଲିଟରରୁ ଅଧିକ ବିଦେଶୀ ମଦ ଜବତ
ବାଲୁଗାଁ, ଖୋର୍ଦ୍ଧା : ବାଲୁଗାଁ ଥାନା ଅଞ୍ଚଳରେ ପୁଲିସ ବଡ ଧରଣର ଅବକାରୀ ଚଢାଉ କରି ଜଣେ ବିହାରର ଯୁବକଙ୍କୁ ଗିରଫ କରିବା ସହ ପ୍ରାୟ ୩୩ ଲିଟର ବିଦେଶୀ ମଦ ଓ ଗୋଟିଏ ମୋଟରସାଇକେଲ ଜବତ କରିଛି । ଖୋର୍ଦ୍ଧା ଜିଲ୍ଲା ପୁଲିସ ଅଧୀକ୍ଷକ ଶ୍ରୀ ପରମାର ସ୍ମିତ ପରଶୋତମଦାସ, ଆଇପିଏଏସ ଙ୍କ!-->!-->!-->…
ସେକ୍ଟର-୧୯ ପୋଲିସ ସଫଳତା
ବିରମିତ୍ରପୁର : ରାଉରକେଲା ଜିଲ୍ଲାର ସେକ୍ଟର-୧୯ ପୋଲିସ ଏକ ଆବାସିକ ଘରୁ ଲୁଚି ରହିଥିବା ଘର-ଅଧିବେଶନ ଏବଂ ଚୋରି ସହିତ ଜଡିତ ଏକ ଚୋରି ମାମଲାକୁ ସଫଳତାର ସହ ଚିହ୍ନଟ କରିଛି | ତୁରନ୍ତ ତଦନ୍ତ ଏବଂ ନିରନ୍ତର ପ୍ରୟାସ ଦ୍ୱାରା, ଅଭିଯୁକ୍ତକୁ ଚିହ୍ନଟ କରାଯାଇ ଗିରଫ କରାଯାଇଥିଲା |ଚୋରି!-->!-->!-->…
ଡକାୟତି ପାଇଁ ପ୍ରସ୍ତୁତିକୁ ଅସଫଳ କଲେ ପ୍ଲାଣ୍ଟସାଇଟ୍ ପୋଲିସ, ୫ ଜଣ ଗିରଫ
ବିରମିତ୍ରପୁର : ପ୍ଲାଣ୍ଟସାଇଟ୍ ପୋଲିସ ରାଉରକେଲାର ବିସ୍ରା ଛକ ନିକଟରେ ଏକ ନିର୍ଜନ ସ୍ଥାନରେ ବେଆଇନ ଭାବରେ ଏକତ୍ରିତ ହୋଇଥିବା 05 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି, ଯେଉଁମାନେ ଡକାୟତି ପାଇଁ ପ୍ରସ୍ତୁତି କରୁଥିଲେ | ଅପରେସନ୍ ସମୟରେ, ପୋଲିସ ଏକ ଖଣ୍ଡା, ଭୁଜାଲି (କଟି) ଏବଂ ଏକ ଲୁହା!-->…
ମର୍ମନ୍ତୁକ ସଡ଼କ ଦୁର୍ଘଟଣା, ବାଇକ ଚାଳକ ମୃତ
ଉତ୍ତେଜିତ ଗ୍ରାମବାସୀ ରାଜପଥରେ ମୃତ ଶରୀର ରଖି ରାସ୍ତା ବନ୍ଦ କଲେ
କୋରାପୁଟ /କୋଟପାଡ଼ : ରାଜପଥ - 63, ଡଙ୍ଗରି ଗ୍ରାମ ସଡ଼କ ଦୁର୍ଘଟଣାରେ ପ୍ରାଣ ହାରିଲେ ସୁତିପଦର ଗ୍ରାମର ଗୁଡ଼ୁ ବିନ୍ଧାଣି l ସୂଚନା ପ୍ରକାରେ, କୋଟପାଡ଼ ଥାନା ଅନ୍ତର୍ଗତ ସୁତିପଦାର ନିବାସୀ ଗୁଡ଼ୁ ବିନ୍ଧାଣି (32)ନିଜ!-->!-->!-->…
ରଥଯାତ୍ରା ଉପଲକ୍ଷେ ସମସ୍ତ ମଦ ଦୋକାନ ବନ୍ଦ ପାଇଁ ନିର୍ଦ୍ଦେଶ
କନ୍ଧମାଳ : ଓଡ଼ିଶା ଉତ୍ପାଦ ଶୁଳ୍କ ଆଇନ, ୨୦୦୮ର ଧାରା ୨୬(୧) ଅନୁଯାୟୀ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି, ରଥଯାତ୍ରା ପର୍ବରେ କନ୍ଧମାଳ ଜିଲ୍ଲାର ସମସ୍ତ ମଦ ଦୋକାନ ଗୁଡ଼ିକ ୧୫ ତାରିଖ ସନ୍ଧ୍ୟା ୪ ଟାରୁ ୧୬ ତାରିଖ ଦିନ ତମାମ ସାର୍ବଜନୀନ ଶାନ୍ତି ବଜାୟ ରଖିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା!-->…
ରାଏବଗା ପୋଲିସକୁ ବଡ଼ ସଫଳତା: ଚୋରି ହୋଇଥିବା ଅଟୋ ଉଦ୍ଧାର, ମାଲିକଙ୍କୁ ହସ୍ତାନ୍ତର
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଚୋରି ହୋଇଥିବା ଏକ ଯାତ୍ରୀବାହୀ ଅଟୋକୁ ପୋଲିସ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଏହାର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛି।
ସୂଚନା ଅନୁଯାୟୀ, ରାଏବଗା ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ!-->!-->!-->!-->!-->!-->!-->…
ବରିଷ୍ଠ କଳାକାର ସଂଘ ସଦସ୍ୟଙ୍କ ସ୍ଵନକ୍ଷତ୍ର ଦିବସ ପାଳିତ
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ସଂଘ ସହ-ସମ୍ପାଦକ ତଥା ବରିଷ୍ଠ ଲୋକକଳା କଳାକାର ବଳଦେବ ସାହୁଙ୍କ ଷାଠିଏତମ ସ୍ଵନକ୍ଷତ୍ର ଦିବସ ସ୍ଥାନୀୟ ବାଲାଜୀପେଣ୍ଠ ଦ୍ଵିତୀୟ ଗୌଡ଼ ସାହି ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ମହାସମାରୋହରେ!-->…
ଭିନ୍ନକ୍ଷମ ପ୍ରମାଣପତ୍ର ଥିଲେ ମଧ୍ୟ ସରକାରୀ ଯୋଜନାରୁ ବଞ୍ଚିତ ସୁକଲ ହରିଜନ: ପ୍ରଶାସନିକ ଅବହେଳା ନା ସରକାରୀ…
ବାସଗୃହ ଓ ଭତ୍ତା ପାଇଁ ଆକୁଳ ନିବେଦନଉମରକୋଟ/ରାଇଘର : ଗରିବ, ଅସହାୟ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା କାର୍ଯ୍ୟକରୀ କରୁଥିବା ଦାବି କରୁଛନ୍ତି। କିନ୍ତୁ ବାସ୍ତବ ଚିତ୍ର ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ଭିନ୍ନ ଥିବା ଅଭିଯୋଗ ସାମ୍ନାକୁ!-->…
ବେସରକାରୀ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲରେ ଜିଲ୍ଲା ପ୍ରଶାସନର ମିଳିତ ଚଢ଼ାଉ
ନୟାଗଡ଼:ନୟାଗଡ଼ ସହରରେ ଥିବା ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲଗୁଡ଼ିକ ଉପରେ ଜିଲ୍ଲା ପ୍ରଶାସନର ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଏହି ଯାଞ୍ଚ ସମୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଜରୁରୀକାଳୀନ ନିର୍ଗମନ ପଥ, ସୁରକ୍ଷା ଉପକରଣ, ଆବଶ୍ୟକ ଅନୁମତିପତ୍ର ଓ!-->…