ଗତିଶୀଳ ବିବିଧତା ଭାରତର ଭାଷାଗତ ପରମ୍ପରାର ସୌନ୍ଦର୍ଯ୍ୟ – ରାଜ୍ୟପାଳ

ଭୁବନେଶ୍ୱର: ଗତିଶୀଳ ବିବିଧତା ହେଉଛି ଭାରତର ସମୃଦ୍ଧ ଭାଷା ପରଂପରାର ସୌନ୍ଦର୍ଯ୍ୟ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌‌ପାଟି କହିଛନ୍ତି। ଭୁବନେଶ୍ୱରଠାରେ ୧୧ତମ କଳିଙ୍ଗ ସାହିତ୍ୟ ମହୋତ୍ସବକୁ ଉଦ୍‌‌ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି। ଏହି ସମାରୋହରେ ଉଦ୍‌‌ବୋଧନ ଦେଇ ରାଜ୍ୟପାଳ

ଆସିକା ମିଲେରଙ୍କ ଦାଦାଗିରି ଚରମ ସୀମାରେ…!, ପ୍ରଶାସନ ନୀରବ ଦ୍ରଷ୍ଟା

ପଣ୍ୟାଗାର କର୍ମଚାରୀ ମାଡ଼ ଭୟରେ ଅଫିସ ଭିତରେ କବାଟ ବନ୍ଦ କରିରହିଲେ….! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ କର୍ଣ୍ଣୋଳି ସ୍ଥିତି କେନ୍ଦ୍ରୀୟ ପଣ୍ୟାଗାର ରେ ଗତ ଏକ ସପ୍ତାହ ହେଲା ମିଲ ମାଲିକ ଓ ପଣ୍ୟାଗାର କର୍ମଚାରୀ ଙ୍କ ମଧ୍ୟ ରେ ଚାଉଳ ର ଗୁଣବତ୍ତା କୁ ନେଇ

ଡିସେମ୍ବର ୯ରେ ବାରବାଟୀରେ ମ୍ୟାଚ୍‌‌, ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତ ଟି-ଟ୍ୱେଣ୍ଟି ମ୍ୟାଚ୍‌‌ ଖେଳିବ

ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର-ଡିସେମ୍ବର ମାସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚର ସିରିଜ୍ ଖେଳାଯିବ। ଏନେଇ ଦକ୍ଷିଣ ଆଫ୍ରିକା ଦଳର ଭାରତ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଡିସେମ୍ବର ୯ରେ ବାରବାଟୀରେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି

ବିଶ୍ୱସ୍ତରୀୟ ହେବ ରାସ୍ତା, ଗଠନ ହେବ ଓଡିଶା ରାଜ୍ୟ ରାଜପଥ ପ୍ରାଧିକରଣ

ଭୁବନେଶ୍ବର : ରାଜ୍ୟରେ ଉନ୍ନତ ଓ ସୁରକ୍ଷିତ ରାସ୍ତା ଭିତ୍ତିଭୂମିର ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟ କ୍ୟାବିନେଟ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍ – ୨୦୨୫କୁ ଅନୁମୋଦନ କରିଛନ୍ତି। ଏଥିରେ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ନାମରେ ଏକ ସ୍ୱୟଂଶାସିତ ସଂସ୍ଥା ଗଠନ କରାଯିବା ସହ

ମହାନଦୀ ଜଳ ବିବାଦ ହେବ ସମାଧାନ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ସାକ୍ଷାତ

ଭୁବନେଶ୍ୱର : ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ବିଭିନ୍ନ ବିଷୟ ସହିତ ମହାନଦୀ ଜଳ ବିବାଦ ସମ୍ପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା

ବି ନୁଆଗଡ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବି ନୁଆଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ

ରାଇଘରରେ ଉନ୍ନତ ବିଜୁଳି ସେବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଯୋଡ଼ିଙ୍ଗା ପିଏସ୍ଏସ୍ କାର୍ଯ୍ୟକ୍ଷମ…

-- ଯୋଡ଼ିଙ୍ଗାଠାରେ ନୂତନ ପିଏସ୍ଏସ୍ ସ୍ଥାପନ -- ତୁରୁଢ଼ି ଏବଂ ପ୍ରାଚୀପଡ଼ାରେ ଦୁଇଟି ୧୧ କେଭି ଫିଡର କାର୍ଯ୍ୟକ୍ଷମ -- ୭,୫୦୦ ରୁ ଉର୍ଦ୍ଧ୍ବ ଉପଭୋକ୍ତା ଉପକୃତ ହେବେ ଉମରକୋଟ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍

ଦୈନିକ ବଜାରର ଚାହା ଦୋକାନୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମାଲକାନଗିରି…

ମାଲକାନଗିରି : ମାଲକାନଗିରିର ଦୈନିକ ବଜାରର ଚାହା ଦୋକାନୀ ହୋଲି ସମୟରେ ଗାଧୋଇବା ସମୟରେ ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସା ଧୀନ ଯୁବକଙ୍କୁ ଭୁବନେଶ୍ବର ସମ ହସ୍ପିଟାଲରେ ଭେଟି ପରିବାରଙ୍କୁ ସହାୟତା ପାଇଁ ହାତ ବଢ଼ାଇଛନ୍ତି ମାଲକାନଗିରି ବିଧାୟକ ନରସିଂହ ମାଡକାମୀ । ଯୁବକ ଜଣକ ସ୍ଥାନୀୟ ସଦର

ଟିପର ସହିତ ବାଇକ ଧକ୍କା : ଭାଇ ଭଉଣୀ ଆହତ

ମାଲକାନଗିରି : ଟିପର ସହିତ ବାଇକ ଧକ୍କା ହୋଇ ଦୁର୍ଘଟଣାରେ ଭାଇ ଭଉଣୀ ଆହତ, ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ଥାନାରେ ଆତ୍ମ ସମର୍ପଣ କରିଛି। ସୂଚନା ଅନୁଯାୟୀ ମାଲକାନଗିରି ଜୟପୁର ୩୨୬ନମ୍ବର ଜାତୀୟ ରାଜପଥ ମାଲକାନଗିରି ସିନ୍ଦ୍ରିମାଳ ପଞ୍ଚାୟତ ବନ୍ଧଗୁଡା ବୁଲାଣି ନିକଟରେ ଏକ ଟିପରକୁ

ରାୟଗଡ଼ା ଗ୍ରୀନ ରାୟଗଡ଼ା ପକ୍ଷରୁ ବିଶ୍ଵ ଜଳଦିବସ ପାଳିତ

ରାୟଗଡ଼ା : ବିଶ୍ଵ ଜଳ ଦିବସ ଅବସରରେ ରାୟଗଡ଼ା ଜିଲ୍ଲା ର ଏକ ଅଗ୍ରଣୀ ସାମାଜିକ ସଂଗଠନ ଗ୍ରୀନ ରାୟଗଡ଼ା ପକ୍ଷରୁ ଆଜି ବିଶ୍ଵ ଜଳ ଦିବସ ପାଳନ କରାଯାଇଛି । ଏହି ଅବସରରେ ଗ୍ରୀନ ରାୟଗଡ଼ା ଅନୁଷ୍ଠାନ ର ସଂଯୋଜକ ଶ୍ରୀ କୃଷ୍ଣ କାନ୍ତ ଜେନା ଏବଂ ଯୋଗେଶ୍ୱର ଦାସଙ୍କ ନେତୃତ୍ବରେ ଆଜି ପ୍ରଥମେ