Sign in
Sign in
Recover your password.
A password will be e-mailed to you.
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ପୋଷ୍ଟର ଓ୍ବାର, ଭାଜପାକୁ ତାରି ଭାଷାରେ ଜବାବ ଦେଲା ଟିଏମସି
କୋଲକାତା,୧୯।୩: ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ସରଗରମ ତୀବ୍ର ହୋଇଛି। ଏବେ ଭାଜପା ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ପୋଷ୍ଟର ଓ୍ବାର ଆରମ୍ଭ ହୋଇଛି, ଯାହା ଯୋଗୁଁ ରାଜନୈତିକ ପରିବେଶ ଅଧିକ ଉଷ୍ମ ହୋଇଯାଇଛି। ଗତ କିଛି ଦିନ ମଧ୍ୟରେ, ଭାଜପା!-->…
ପୁଣି ମୋଦିଙ୍କ ପ୍ରଶଂସା କଲେ ଶଶି ଥରୁର
ନୂଆଦିଲ୍ଲୀ,୧୯।୩: କଂଗ୍ରେସ ନେତା ଶଶି ଥରୁର ମଙ୍ଗଳବାର ସ୍ୱୀକାର କରିଛନ୍ତି ଯେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ସମୟରେ ଭାରତର ସ୍ଥିତିକୁ ବିରୋଧ କରିବାରେ ତାଙ୍କର ଭୁଲ ହୋଇଥିଲା ଏବଂ ସେ କହିଛନ୍ତି ଯେ ଗ୍ରହଣ କରାଯାଇଥିବା ନୀତି ଯୋଗୁଁ ଦେଶ ଏବେ ଏପରି ଏକ ସ୍ଥିତିରେ ଅଛି ଯେଉଁଠାରେ!-->…
ଅପ୍ରାସଙ୍ଗିକ ଔରଙ୍ଗଜେବ: ନାଗପୁର ହିଂସା ପରେ ଆରଏସଏସ’ର ବଡ ବୟାନ
ନାଗପୁର,୧୯।୩: ଆରଏସଏସ’ର ବରିଷ୍ଠ ଅଧିକାରୀ ସୁନୀଲ ଆମ୍ବେକର କହିଛନ୍ତି ମୋଗଲ ରାଜାଙ୍କ ସମାଧିସ୍ଥଳ ନେଇ ନାଗପୁରରେ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଜିର ଦିନରେ ଔରଙ୍ଗଜେବ ଅପ୍ରାସଙ୍ଗିକ ଅଟନ୍ତି ଏବଂ ସମାଜ ପାଇଁ କୌଣସି ପ୍ରକାରର ହିଂସା ଶୁଭଙ୍କର ନୁହେଁ। ଔରଙ୍ଗଜେବଙ୍କ ସମାଧିସ୍ଥଳ ହଟାଇବା!-->…
୧୬ କୋଟି ଜରିମାନା ଛାଡ଼ ପାଇଁ ୭ କୋଟି ଲାଞ୍ଚ ଅଭିଯୋଗ, ପୂର୍ବତନ ମନ୍ତ୍ରୀଙ୍କ ନାଁରେ ମାମଲା
ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟ(ଆପ୍)ର ବରିଷ୍ଠ ନେତା ସତ୍ୟେନ୍ଦର ଜୈନଙ୍କ ନାଁରେ ମାମଲା ରୁଜୁ କରିଛି ଦୁର୍ନୀତି ନିବାରଣ ଶାଖା(ଏସିବି)। ଆପ୍ ସରକାର ସମୟରେ ୫୧୭ କୋଟିର ସିସିଟିଭି ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ଏବଂ ଏହି ପ୍ରକଳ୍ପ!-->…
ଟ୍ରମ୍ପଙ୍କୁ ଘଣ୍ଟାଏ ଅପେକ୍ଷା କରାଇଲେ ପୁଟିନ
ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବଭାବ ସମସ୍ତଙ୍କୁ ଉଣାଅଧିକେ ଜଣା। ପୁଟିନଙ୍କ ସ୍ବଭାବଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ସେ ଯାହାକୁ ପସନ୍ଦ କରନ୍ତି ନାହିଁ ତାଙ୍କୁ ସାକ୍ଷାତ କରିବା ପୂର୍ବରୁ ଘଣ୍ଟା ଘଣ୍ଟା ଅପେକ୍ଷା କରାଇଥାଆନ୍ତି। ଏହି ତାଲିକାରେ ଅନେକ ନେତାଙ୍କ ନାମ!-->…
ନାଗପୁର ହିଂସା: ୮ ଭିଏଚପି ଓ ବଜରଙ୍ଗ ଦଳ କର୍ମୀ ଗିରଫ
ନାଗପୁର : ମହାରାଷ୍ଟ୍ରର ନାଗପୁର ହିଂସା ଘଟଣାରେ ପୁଲିସ ବିଶ୍ଵ ହିନ୍ଦୁ ପରିଷଦ(ଭିଏଚପି) ଏବଂ ବଜରଙ୍ଗ ଦଳର ୮ କର୍ମୀଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନେ ବୁଧବାର ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ କୋର୍ଟରେ ହାଜର କରାଯିବା ପରେ!-->…
ଚାକିରି ବଦଳରେ ଜମି ମାମଲାରେ ଇଡି ଜେରାକୁ ସାମ୍ନା କଲେ ଲାଲୁ ପ୍ରସାଦ
ପାଟ୍ନା: ଚର୍ଚ୍ଚିତ ‘ଚାକିରି ବଦଳରେ ଜମି’ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି)ର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରୁଛି।ବୁଧବାର ଦିନ ଇଡି ଲାଲୁଙ୍କୁ ପଚରାଉଚରା କରିଥିବା ବେଳେ ଇଡି କାର୍ଯ୍ୟାଳୟରେ!-->…
ସନ୍ତାନ ଜନ୍ମ କରିବା ପାଇଁ ବିଦେଶୀ ଯୁବତୀଙ୍କୁ କିଣୁଛି ଚୀନ୍: ମୂଲ୍ୟ ମାତ୍ର ୨ ଲକ୍ଷ
ବେଜିଂ: ଚୀନ୍ରେ ବିବାହ ସଙ୍କଟ ଏବେ ସରକାରଙ୍କ ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପରିସଂଖ୍ୟାନ ଅନୁସାରେ ୨୦୨୪ ମସିହାରେ ଚୀନ୍ରେ କେବଳ ୬୧ ଲକ୍ଷ ବିବାହ ପଞ୍ଜିକୃତ ହୋଇଥିଲା, ଯେତେବେଳେ କି ୨୦୨୩ ମସିହାରେ ଏହି ସଂଖ୍ୟା ୭୭ ଲକ୍ଷ ଥିଲା।ଏହି ହ୍ରାସ ଏତେ ଗୁରୁତର ହୋଇଛି ଯେ,!-->…
ଟ୍ରମ୍ପ୍ଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ନେଇ ଚର୍ଚ୍ଚା
ୱାଶିଂଟନ: ତିନି ବର୍ଷ ଧରି ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବା ପାଇଁ ସମସ୍ତ ପ୍ରୟାସ ବିଫଳ ହେଉଥିଲା ଏବଂ ତା’ପରେ ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ନିର୍ବାଚନ ପ୍ରଚାର ସମୟରେ ଯୁଦ୍ଧ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ରାଷ୍ଟ୍ରପତି ପଦ ଗ୍ରହଣ କରିବାର ପ୍ରଥମ ଦିନରୁ, ଟ୍ରମ୍ପ୍!-->…
ସୁନୀତା ୱିଲିୟମ୍ସ ବସି ଫେରିଥିବାକ୍ରୁ ଡ୍ରାଗନ୍ କ୍ୟାପସୁଲର ମୂଲ୍ୟ ୧୧୭୦ କୋଟି ଟଙ୍କା
ନୂଆଦିଲ୍ଲୀ: ଅନେକଦିନର ଚେଷ୍ଟା ପରେ ୯ ମାସ ପରେ ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ ଷ୍ଟେସନରୁ ସଫଳତା ସହ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ଏବଂ ତାଙ୍କର ଅନ୍ୟ ଦୁଇ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ ଓ ନିକ୍ ହେଗ୍ ପୃଥିବୀ ପୃଷ୍ଠରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ।୪ଜଣ!-->…