Sign in
Sign in
Recover your password.
A password will be e-mailed to you.
ଗ୍ରୀନ କାର୍ଡକୁ ନେଇ ଏଭଳି କହିଲେ ଉପରାଷ୍ଟ୍ରପତି, ବଢ଼ିଲା ପ୍ରବାସୀ ଭାରତୀୟଙ୍କ ଟେନସନ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ 'ଗୋଲ୍ଡ କାର୍ଡ' ପଦକ୍ଷେପର ପ୍ରସ୍ତାବ ପରେ, ଏବେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଗ୍ରୀନ କାର୍ଡ ଧାରକଙ୍କ ଅଧିକାର ଉପରେ ମନ୍ତବ୍ୟ ଦେଇ ଏକ ନୂତନ ବିତର୍କ ଆରମ୍ଭ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବିତ ଗୋଲ୍ଡ!-->…
ହୋଲି ପୂର୍ବରୁ ବଢିଲା ସୁନା ଦର
ଭୁବନେଶ୍ବର: ସର୍ବକାଳୀନ ରେକର୍ଡ ଭାଙ୍ଗୁଛି ସୁନା ଦର । ସେ ଦିଲ୍ଲୀ ହେଉକି ଭୁବନେଶ୍ବର ସବୁଠି ସୁନା ଦରରେ ନିଆଁ । ଗ୍ରାହକଙ୍କ ଚାହିଦା ଯେତେ ବଢୁଛି, ସେତେ ଦର ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି । ଗତକାଲି ଭୁବନେଶ୍ବରରେ ପ୍ରମୁଖ ସୁନା ଦୋକାନ ଗୁଡିକରେ ସୁନା ଦର ୮୮ ହଜାର ଥିବା ବେଳେ ଆଜି!-->…
ଫଟୋ ଉଠେଇବା ହେଲା କାଳ, ନଦୀରେ ବୁଡ଼ି ଜଣେ ପର୍ଯ୍ୟଟକ ମୃତ
ରାୟଗଡା: ସୁଦୂର ଆନ୍ଧ୍ରପ୍ରଦେଶରୁ ଓଡିଶା ବୁଲିବାକୁ ଆସିଥିଲେ ପରିବାର ଲୋକେ । ମଜା କରିଥାନ୍ତେ, ଖୁସି ହେଇଥାନ୍ତେ ଆଉ ସେଲଫି ଉଠାଇ ସ୍ମୃତିକୁ ସାଇତି ରଖିଥାନ୍ତେ । ହେଲେ ଏହି ବୁଲା ଯେ ସେମାନଙ୍କ ପାଇଁ ଏକ ଅପୂରଣୀୟ ସ୍ମୃତି ହୋଇଯିବ ତାହା କାହାକୁ ବି ଜଣାନଥିଲା । ଏହି ମଉଜ ମଜଲିସ!-->…
ଟ୍ରେନ ଅପହରଣ ଘଟଣାରେ ଅନ୍ୟକୁ ଦୋଷ ଦେଇ ନିଜ ବିଫଳତା ଲୁଚାଉଛି ପାକିସ୍ତାନ : ଭାରତ
ନୂଆଦିଲ୍ଲୀ : ବେଲୁଚିସ୍ତାନରେ ଟ୍ରେନ୍ ଅପହରଣ ଘଟଣା ପାଇଁ ପାକିସ୍ତାନ ଭାରତକୁ ଦାୟୀ କରୁଥିବାବେଳେ ଏନେଇ ଭାରତ ପକ୍ଷରୁ ମଧ୍ୟ କଡ଼ା ଜବାବ ମିଳିଛି। ଅନ୍ୟକୁ ଦୋଷଦେଇ ନିଜ ବିଫଳତା ଲୁଚାଉଛି ବୋଲି ଭାରତ କହିଛି ।
ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଜାଫର ଏକ୍ସପ୍ରେସ ଅପହରଣ ଘଟଣାରେ ଭାରତର!-->!-->!-->…
ରାଜଧାନୀରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର୍
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର୍ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତେବେ ଜୟଦେବ ବିହାର ଛକରୁ ନନ୍ଦନକାନନ ଯାଏଁ ହେବ ଏଲିଭେଟେଡ୍ ରୋଡ୍ । ଏଥିପାଇଁ ୨୭୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏପ୍ରିଲ ଶେଷ!-->…
ଭକ୍ତଙ୍କ ଗହଣରେ ରଙ୍ଗ ଖେଳିଲେ ମହାପ୍ରଭୁ
ରଙ୍ଗର ପର୍ବ ହୋଲି ପାଇଁ ଚଳ ଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ଆସନ୍ତା କାଲି ହୋଲି ପାଇଁ ପୁରୀରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ହୋଲି ଖେଳି ସମୁଦ୍ରରେ ସ୍ନାନ କରିଥାନ୍ତି ହଜାର ହଜାର ସଂଖ୍ୟକ ଲୋକେ । ଭାଇଚାରା ଓ ରଙ୍ଗର ପର୍ବ ହୋଲିକୁ ପାଳନ!-->…
ସିସୋଦିଆ ଏବଂ ସତ୍ୟୈନ୍ଦ୍ରଙ୍କ ପାଇଁ ବଢିଲା ଅଡୁଆ, ଏଫଆଇଆର୍ ପାଇଁ ରାଷ୍ଟ୍ରପତିଙ୍କ ଅନୁମତି
ନୂଆଦିଲ୍ଲୀ: ଦୁର୍ନୀତିର ଶେଷ ସୀମାରେ ଥିଲେ ଆପ ନେତା ମନିଷ ସିସୋଦିଆ । ୧୩ଶହ କୋଟି ଟଙ୍କାର ଶ୍ରେଣୀକକ୍ଷ ଦୁର୍ନୀତି ମାମଲାରେ ଆପ୍ ନେତା ମନିଷ ସିସୋଦିଆ ଏବଂ ସତ୍ୟୈନ୍ଦ୍ର ଜୈନଙ୍କ ବିରୋଧରେ ଏଫ୍ଆଇଆର ରୁଜୁ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅନୁମତି ପ୍ରଦାନ କରିଛନ୍ତି । ଆପ୍!-->…
ଘରେ ପଶି ବ୍ୟବସାୟୀଙ୍କୁ ବେକ କାଟି ହତ୍ୟା
ବାରିପଦା: ଘରେ ପଶି ବ୍ୟବସାୟୀଙ୍କୁ ବେକ କାଟି ହତ୍ୟା । ଫରେଷ୍ଟ କଲୋନୀରେ ବ୍ୟବସାୟୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ବ୍ୟବସାୟୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ହତ୍ୟା ପରେ ଦୁର୍ବୃତ୍ତ ଜଣଙ୍କ!-->…
ଦିନ ୧ଟା ସୁଦ୍ଧା ସରିବ ହୋଲି ଖେଳ, ମଦ ପିଇ ଖେଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ: ଡିସିପି
କଟକ/ ଭୁବନେଶ୍ୱର : ରାତି ପାହିଲେ ହୋଲି ମହୋତ୍ସବ । ଏବେଠୁ ଚାରିଆଡେ ଉଡିଲାଣି ଫଗୁ । ଏଥିପାଇଁ ରାଜ୍ୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏବେ ସଜାଗ ରହିଛି ପୋଲିସ୍ ବାହିନୀ । ଯେଉଁଭଳି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ, ତାହା ଉପରେ ନଜର ରଖିବା ପାଇଁ ଠାବେ ଠାବେ ଜଗିବେ!-->…
ଗୋରଖନାଥ ମନ୍ଦିରରେ ରଙ୍ଗ ଖେଳ ସହ ପକ୍ଷୀଙ୍କୁ ଖୁଆଇଲେ ଯୋଗୀ
ଲକ୍ଷ୍ନୌ: ପକ୍ଷୀ ପ୍ରେମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପବିତ୍ର ହୋଲି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଗୋରଖନାଥ ମନ୍ଦିର ଯାଇଥିବା ବେଳେ ସେଠାରେ ସେ ବତକମାନଙ୍କୁ ଖାଦ୍ୟ ଖୁଆଇଥିଲେ । ଖାଲି ବତକ ନୁହଁନ୍ତି ମୟୂରକୁ ନିଜ ହାତରେ ଖାଦ୍ୟ ଖୁଆଉଥିବାର ଏକ ଫଟୋ ବି ଯୋଗୀ ନିଜ ସୋସିଆଲ ମିଡିଆରେ!-->…