ହିଞ୍ଜିଳିକାଟୁ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ରେଗିଡି ଦଳ ୧୯ ରନରେ ବିଜୟୀହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମଣିଙ୍ଗ କ୍ରିକେଟ କ୍ଳବ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ବୁଧବାର ଦିବାରାତ୍ର ହିଞ୍ଜିଳିକାଟୁ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । କ୍ଳବ ସଭାପତି ନିଶିକାନ୍ତ ପଣ୍ଡାଙ୍କ ସଂଯୋଜନାରେ

ହୋଲି ପାଇଁ ଚଳଚଞ୍ଚଳ ହିଞ୍ଜିଳିକାଟୁ

ହିଞ୍ଜିିଳିକାଟୁ : ଆସନ୍ତା ଶୁକ୍ରବାର ଦିନ ଦୋଳପୁର୍ଣ୍ଣିମା ଓ ତା ପର ଦିନ ଅର୍ଥାତ ଶନିବାର ଦିନ ରଙ୍ଗର ପର୍ବ ହୋଲି । ରଙ୍ଗର ପର୍ବ ହୋଲିକୁ ଆନନ୍ଦ ଉଲ୍ଲାସର ପାଳନ କରିବାକୁ ବର୍ତ୍ତମାନ ଠାରୁ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡିକ ଚଳଚଞ୍ଚଳ ହୋଇପଡିଛି ।

ମାର୍ଚ୍ଚ ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଭୁବନେଶ୍ୱର,୧୩ା୩: ଆଗାମୀ ମାର୍ଚ୍ଚ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବଳବତ୍ତର ଥିବା ହେତୁ ଆସନ୍ତା ସୋମବାର ମାର୍ଚ୍ଚ ୧୭ ତାରିଖ ଦିନ ଭୁବନେଶ୍ଵର, ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ

ମୁଁ କାହାକୁ ଡରିନାହିଁ, ମତେ ଫାଶୀ ଦେଇଦେଲେ ବି ମୁଁ ପ୍ରସ୍ତୁତ ଅଛି – ତାରା

ଭୁବନେଶ୍ୱର,୧୩।୩: ବିଧାନସଭାରେ ଶାସକ ବିରୋଧୀ ମୁହାଁମୁହିଁକୁ ନେଇ ରାଜନୀତି ତେଜିଛି। ପୋଲାଭରମ ପ୍ରସଙ୍ଗ ଆଲୋଚନା କରିବାକୁ ବିଜେଡି ଦାବି କରୁଥିବାବେଳେ ନାରୀ ନିର୍ଯାତନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲା କଂଗ୍ରେସ। ଯାହାୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିଲା। ଅନ୍ୟପଟେ

ଏଆଇଏମଆଇଏମ ଘୋଷଣାକୁ ନେଇ ଚିନ୍ତାରେ ଟିଏମସି

ନୂଆଦିଲ୍ଲୀ: ଅସଦୁଦ୍ଦିନ ଓୱେସିଙ୍କ ଦଳ ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦ-ଉଲ୍-ମୁସଲିମିନ୍ (AIMIM) ଦାବି କରିଛି ଯେ ପଶ୍ଚିମବଙ୍ଗର ମୁସଲିମ୍ ଜନସଂଖ୍ୟା ୪୦% ଅତିକ୍ରମ କରିଛି। ଦଳ ୨୦୨୬ ବିଧାନସଭା ନିର୍ବାଚନରେ ​​ସମସ୍ତ ଆସନରେ ଲଢ଼ିବାକୁ ଘୋଷଣା କରିଛି।ସାମ୍ବାଦିକ ସମ୍ମିଳନୀରେ ଦଳ

‘ଯେଉଁମାନଙ୍କୁ ରଙ୍ଗ ଭଲ ଲାଗେନି, ସେମାନେ ଘର ନୁହେଁ ଦେଶ ଛାଡ଼ି ଚାଲି ଯାଆନ୍ତୁ’

ଲକ୍ଷ୍ନୌ,୧୩।୩: ଉତ୍ତରପ୍ରଦେଶରେ ହୋଲି ଏବଂ ଜୁମାର ନମାଜ୍‌କୁ ନେଇ ଆଲର୍ଟରେ ପ୍ରଶାସନ। ଉଭୟ ଗୋଟିଏ ଦିନରେ ପଡ଼ୁଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ନେଇ ପୋଲିସକର୍ମୀମାନଙ୍କୁ ନିୟୋଜିତ କରାଯାଇଛି। ଏହି ସମୟରେ ଯୋଗୀ ସରକାରଙ୍କ ମନ୍ତ୍ରୀ ତଥା ନିଷାଦ ପାର୍ଟିର ଅଧ୍ୟକ୍ଷ ସଞ୍ଜୟ

ବିଜେପି ନୁହେଁ କଂଗ୍ରେସ ଆରମ୍ଭ କରିଥିଲା ହିନ୍ଦୀର ବ୍ୟବହାର: ଏଆଇଏଡିଏମକେ ନେତା

ଚେନ୍ନାଇ: ନୂଆ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ କାର୍ଯ୍ୟକାରୀ କରିବା ସହ ଭାଷା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଓ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ ଚରମସୀମାରେ ପହଂଚିଛି | ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରୁଥିବାବେଳେ ଏବେ

ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବା ଚୁକ୍ତିକୁ ସହମତି ଦେବା ପୂର୍ବରୁ ଦୁଇଟି ସର୍ତ୍ତ ରଖିଛନ୍ତି ପୁଟିନ୍

ନୂଆଦିଲ୍ଳୀ: ଦୀର୍ଘ ୩ ବର୍ଷ ହେବ ଚାଲିଆସିଥିବା ଯୁଦ୍ଧରେ ବିରାମ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋରଦାର ପ୍ରୟାସ କରୁଛନ୍ତି । ଉଭୟ ୟୁକ୍ରେନ୍ ଓ ଋଷ ରାଷ୍ଟ୍ରପତିଙ୍କୁ ଆଲୋଚନା କରି ଯୁଦ୍ଧ ବନ୍ଦ କରିବା ପାଇଁ ବାରମ୍ୱାର ବୁଝାଇଆସିଛନ୍ତି ଟ୍ରମ୍ପ । ଏହାରି ଭିତରେ

ଷ୍ଟାଲିନ ତୁମେ କେତେ ବଡ ମୂର୍ଖ: ଅନ୍ନାମଲାଇ

ଚେନ୍ନାଇ: ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ସରକାରଙ୍କର ଜାତୀୟ ଶିକ୍ଷା ନୀତି, ସୀମା ନିର୍ଦ୍ଧାରଣ ଏବଂ ତିନି ଭାଷା ସୂତ୍ର ଭଳି ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହିତ ନିରନ୍ତର ବିବାଦ ଲାଗିରହିଛି । ତାମିଲନାଡୁର ଡିଏମକେ ସରକାର ତାମିଲନାଡୁ ବଜେଟର ଲୋଗୋରେ ଟଙ୍କାର ପ୍ରତୀକ

ହୋଲି ରଙ୍ଗ ଲଗାଇବାକୁ ବାରଣ କରିବାରୁ 25 ବର୍ଷୀୟ ଯୁବକଙ୍କ ଗଳାକାଟି ହତ୍ୟା

ଜୟପୁର,୧୩ା୩: ରାଜସ୍ଥାନର ଦୌସା ଜିଲାରେ ହୋଲି ପୂର୍ବରୁ ରଙ୍ଗ ଲଗାଇବାକୁ ତିନି ଜଣ ବ୍ୟକ୍ତିଙ୍କୁ ବାରଣ କରିବାରୁ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ପୋଲିସ କହିଛି। ବୁଧବାର ସନ୍ଧ୍ୟାରେ ରାଲୱାସ ଗ୍ରାମରେ ଏହି ଘଟଣା ଘଟିଥିବା ବେଳେ ଅଶୋକ, ବବଲୁ