Sign in
Sign in
Recover your password.
A password will be e-mailed to you.
କୋଲକାତା- କାମାକ୍ଷୀ ଦର୍ଶନରେ ଗଲେ ମାଲକାନଗିରି ଜିଲ୍ଲାର ୭୧ ଜଣ ବରିଷ୍ଠ ନାଗରିକ…
ମାଲକାନଗିରି, ୧୮/୨/୨୫ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ମାଲକାନଗିରି ଜିଲ୍ଲାରୁ ୭୧ ଜଣ ରାୟଗଡ଼ା ଅଭିମୁଖେ ଆଜି ଯାତ୍ରା କରିଛନ୍ତି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ସ୍ଥାନୀୟ ସ୍ପୋର୍ଟସ କମ୍ପ୍ଲେକ୍ସରୁ!-->!-->!-->…
ଆସିକା ଅପରାଧତତ୍ତ୍ୱ ମାନଙ୍କ ହାତରେ ଟେଣ୍ଡେର ପ୍ରକ୍ରିୟା ର ଡୋରି…..!
ଟେଣ୍ଡର ଫିକ୍ସ ପାଇଁ ଖୁଲାମ ଖୁଲା ବୈଠକ ପ୍ରଶାସନ ନିରବଦ୍ରଷ୍ଟା ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ଟେଣ୍ଡେର ଫିକ୍ସ ପାଇଁ ବୈଠକ ପରେ ବୈଠକ ହେଉଥିବା ନେଇ ନିସର୍ତ୍ତ ରେ ସର୍ବ ପ୍ରଥମେ ଖବର ପ୍ରକାଶ ହୋଇଥିଲା। ଗତ କାଲି ମଧ୍ୟ ଗ୍ରାମ୍ୟ ଉନ୍ନ ୟନ, ଜଳସେଚନ, କ୍ଷୁଦ୍ର!-->…
୧୩ଜିଲ୍ଲାରେ ସଭାପତି ଘୋଷଣା କଲା ବିଜେପି
ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାର ୧୩ଟି ଜିଲ୍ଲାର ସଭାପତିଙ୍କ ନାଁ ରବିବାର ଘୋଷଣା କରିଛି। ଦଳ ଅନୁଗୁଳ ପାଇଁ ଯଯାତି କେଶରୀ ପଟ୍ଟନାୟକ, ଭଦ୍ରକ ପାଇଁ ଭଗବାନ ପଣ୍ଡା, ଭୁବନେଶ୍ୱର ପାଇଁ ନିରଞ୍ଜନ ମିଶ୍ର, ଗଜପତି ପାଇଁ ନବକିଶୋର ଶବର ଓ ଯାଜପୁର ପାଇଁ ଦେବଯାନୀ!-->…
ସ୍କୁଟି ଚାଳକଙ୍କୁ ଘୋଷାଡ଼ି ନେଲା ‘ମୋ ବସ୍’
ଭୁବନେଶ୍ୱର,୧୬।୨: ରାଜଧାନୀ ଭୁବନେଶ୍ୱର ପାତ୍ରପଡ଼ାରେ ଏକ ମୋ ବସ୍ ସ୍କୁଟି ଉପରେ ମାଡିଯିବା ଦୁର୍ଘଟଣାର ଏକ ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି। ଯାହା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।
ଭିଡିଓ ଫୁଟେଜ୍ ମୋ ବସ୍ ଦ୍ରୁତ ଗତିରେ ଆସି ସ୍କୁଟିକୁ ଧକ୍କା!-->!-->!-->…
ଓଡ଼ିଶାରେ IPL ଟ୍ରଫି: ଶ୍ରୀମନ୍ଦିରରେ ହେଲା ପୂଜା
ପୁରୀ,୧୬।୨: ଶ୍ରୀକ୍ଷେତ୍ର ପୁରୀରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ରବିବାର ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) କ୍ରିକେଟ୍ ମ୍ୟାଚ୍ ର ଟ୍ରଫି ମହାପ୍ରଭୁ ଜଗନ୍ନାଥ ମନ୍ଦିରକୁ ନିଆଯାଇଥିଲା। ସେଠାରେ ସେବାୟତମାନେ ଟ୍ରଫିକୁ ପୂଜାର୍ଚ୍ଚନା କରିଥିଲେ। ଟ୍ରଫି ଦେଖିବା ପାଇଁ ସେଠାରେ ବହୁ!-->…
ଋଷିକୁଲ୍ୟା ମୁହାଣରେ ସମୂହ ଅଣ୍ଡାଦାନ କଲେ ଅଲିଭ୍ରିଡ୍ଲେ
ଗଞ୍ଜାମ : ଗଞ୍ଜାମ ଜିଲା ଋଷିକୁଲ୍ୟା ନଦୀ ମୁହାଣରେ ରବିବାର ଚଳିତବର୍ଷର ପ୍ରଥମ ଥର ପାଇଁ ଅଲିଭ୍ରିଡ୍ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୋର୍ ୪ଟାରେ ହଜାର ହଜାର କଇଁଛ ଋଷିକୁଲ୍ୟା ନଦୀ ମୁହାଣରେ ଏକାଠି ହୋଇ ଅଣ୍ଡାଦାନ କରିଥିଲେ।
ପ୍ରଥମ ଦିନରେ ପ୍ରାୟ ୧୦ ହଜାରରୁ!-->!-->!-->…
ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ : ଶତାଧିକ ମହିଳାଙ୍କ ଗହଣରେ କଳସ ଯାତ୍ରା ଆୟୋଜିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମା' ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଶ୍ରୀ ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମିତିର ସମ୍ପାଦକ!-->…
ଯୁବକଙ୍କ ହତ୍ୟାରେ ସମ୍ପୃକ୍ତ ୭ ମାଓବାଦୀ ଗିରଫ
ମାଲକାନଗିରି, ୧୬।୨ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ଦାନ୍ତେୱାଡା ଜିଲ୍ଲା ଅରନପୁର ଥାନା ଅନ୍ତର୍ଗତ ଅରନପୁର ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରିଥିବା ୭ ଜଣ ନକ୍ସଲଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ରାତି ଅଧରେ ଘରେ ପଶି ନକ୍ସଲ ମାନେ ପ୍ରଥମେ ଯୁବକଙ୍କୁ ଘରୁ ଟାଣି ଆଣି!-->…
ଚଳନ୍ତା ଓଏସଆରଟିସି ବସରେ ଲାଗିଲା ନିଆଁ
ହିଞ୍ଜିଳିକାଟୁ ୧୬!୨ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁପଟ୍ଟନାୟକ ଛକ ନିକଟ ଚନ୍ଦ୍ର କଳ୍ପେଶ୍ଵର ମନ୍ଦିର ନିକଟ ଜାତୀୟ ରାଜପଥ ୫୯ ରେ ଚଳନ୍ତା ଓ ଆର ଟି ସି ଯାତ୍ରୀପୂର୍ଣ୍ଣ ସରକାରୀ ବସରେ ଅଚାନକ ନିଆଁ ଲାଗିଯାଇଥିଲା । ବସରେ ନିଆଁ ଲାଗିବା ଦେଖି ଡ୍ରାଇଭର ଗାଡି ରୋକିଥିଲେ । ଏହା!-->…
ମାତୃପିତୃ ପୂଜନ ଦିବସ ଓ ଜେଜେ ବାପା ଜେଜେ ମାଆ ଓ ଅଜା ଆଇ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାତୃ ପିତୃ ପୂଜନ ଦିବସ ଓ ଜେଜେ ବାପା ଜେଜେ ମାଆ ଓ ଅଜା ଆଈ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟର ଓଡ଼ିଆ!-->…