Sign in
Sign in
Recover your password.
A password will be e-mailed to you.
ପୋଲିସକୁ ବାନ୍ଧିଲା ପୋଲିସ, ଗଞ୍ଜେଇ ଚାଲାଣରେ ୩ଜଣ ଆଇଆରବି ଯବାନ ଗିରଫ
ବୌଦ୍ଧ: ପୋଲିସକୁ ବାନ୍ଧିଲା ପୋଲିସ । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଆଇଆରବି ଯବାନ ଗିରଫ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରେ ଏପରି ଘଟଣା ଦେଖିବାକୁ ମିଳିଛି । ମନମୁଣ୍ଡା ଥାନା ପୋଲିସ ବାରାକରୁ ୧୫ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏସପିଙ୍କ ତଦନ୍ତ ସମୟରେ ଯବାନଙ୍କ ନିକଟରୁ ଜବତ!-->…
ସ୍ୱାଧୀନତାର ୭୮ ବର୍ଷ ପରେ ବି ଗାଁକୁ ପହଞ୍ଚି ପାରିଲା ନାହିଁ ପିଚୁ ରାସ୍ତାଟିଏ…
ଉମରକୋଟ /ରାଇଘର : ବଦଳିଛି ଯୁଗ ବଦଳିଛି ସମୟ । ଯେଉଁ ଜାଗାରେ ବିକଶିତ ଗାଁ, ବିକଶିତ ଭାରତ ନାରା ପିଟୁଛନ୍ତି ସେଠାରେ ସ୍ୱାଧୀନତାର ଏତେବର୍ଷ ପରେ ବି କୋଟୁଆଲପାରା ଗ୍ରାମଟିକୁ ଭଲ ରାସ୍ତାଟିଏ ନାହିଁ | ଏହି ଗ୍ରାମର ସ୍ବର୍ଗୀୟ ପାଞ୍ଚ ଭାଇ ବାସୁ ଗଣ୍ଡ, ଚାନ୍ଦୁ ଗଣ୍ଡ, ଲଖମୁ ଗଣ୍ଡ, ଜଗଡୁ!-->…
ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ମହାପ୍ରଭୁଙ୍କ ଆଶିଷ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ
ପୁରୀ: ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଓଡ଼ିଶାରେ ପହଞ୍ଚି ପୁରୀ ଗସ୍ତରେ ଜଷ୍ଟିସ୍ ହରିଶ ଟଣ୍ଡନ । ସେଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଶିଷ ଲାଭ କରିଛନ୍ତି ଜଷ୍ଟିସ୍ ହରିଶ ଟଣ୍ଡନ ।ଏହି ସମୟରେ ପୁରୀ ଏସପି, ଜିଲ୍ଲାପାଳଙ୍କ ସମେତ!-->…
ବନାଞ୍ଚଳ ସମ୍ମିଳନୀ କକ୍ଷଠାରେ ବନସୁରକ୍ଷା ସମିତି ସହାୟକ ଗୋଷ୍ଠୀକୁ ନେଇ ଜିଆଖତ ଅମଳ ତାଲିମ ଶିବିର ଅନୁଷ୍ଠିତ
ମାଲକାନଗିରି : କାଲିମେଳା ବନାଞ୍ଚଳ ସଭାକକ୍ଷ ଠାରେ କାଲିମେଲା ଓ ମୋଟୁ ବନାଞ୍ଚଳର ବନ ସୁରକ୍ଷା ସମିତି ସଭ୍ୟଙ୍କୁ ନେଇ ଜିଆଖତ ଚାଷ ଓ ଏହାର ଲାଭକୁ ନେଇ ଏକ ବୈଠକର ଆୟୋଜିତ ହୋଇଥିଲା । ଭୁବନେଶ୍ୱର ରୁ ଆସିଥିବା ଗ୍ରାମୀଣ ଉପ୍ତାଦନ ବ୍ୟବସାୟିକ ସଂସ୍ଥାର ନିର୍ଦେଶକ ଶ୍ରୀ ପ୍ରଫୁଲ୍ଲ ବିଷୋୟୀ!-->…
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ମେଲାଣି ମହୋତ୍ସବ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ +୩ ଅନ୍ତିମ ବର୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ ମାନେ ମେଲାଣି ଜଣାଇଛନ୍ତି। ଏହି ମହୋତ୍ସବ ରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ!-->…
ପୁଣି ଥରେ ମୁହଁମୁହିଁ ହେଲେ ନୀତିଶ କୁମାର ଓ ରାବ୍ରୀ ଦେବୀ
ପାଟ୍ନା: ବିହାରରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ବିହାର ବିଧାନ ପରିଷଦର କାର୍ଯ୍ୟକାଳ ସମୟରେ ଉଭୟ ନେତା ପୁଣି ପରସ୍ପର ସହିତ ଝଗଡ଼ା କରୁଥିବାର ଦେଖାଯାଇଥିଲା। ନୀତିଶ କୁମାର ଓ ରାବ୍ରୀ!-->…
ଜନକଲ୍ୟାଣ ପ୍ରୋଜେକ୍ଟ ତରଫରୁ ବିଭିନ୍ନ ପନିପରିବା ଚାଷ କ୍ଷେତ୍ର ପରିଦର୍ଶନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକର ଡେଡ଼ିମାହା, ବେହାବାଡ଼ି, ଗସୁକିଆ ଗ୍ରାମରେ ହୋଇଥିବା ବିଭିନ୍ନ ପନିପରିବା ଚାଷ କ୍ଷେତ୍ରକୁ ଜନ କଲ୍ୟାଣ ସିଏଫସିଡି ପ୍ରୋଜେକ୍ଟ କଳାହାଣ୍ଡି ତରଫରୁ ମିଶନ ଶକ୍ତିର ଅଲିଭା କେରକେଟା, ପ୍ରଦାନ ସଂସ୍ଥାର ଏରିଆ!-->…
ଚୈତ୍ର ଦ୍ବିତୀୟ ମଙ୍ଗଳବାର : ଶ୍ୟାମଳାଇ ଓ କରେଇଶୁଣୀ ପୀଠରେ ୫ଶହରୁ ଉର୍ଦ୍ଧ୍ବ ଶିଶୁଙ୍କ ମୁଣ୍ଡନ
ହିଞ୍ଜିଳିକାଟୁ : ଚୈତ୍ର ମାସ ଦ୍ବିତୀୟ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ସ୍ଥିତ ଶକ୍ତିପୀଠ ମା ଶ୍ୟାମଳାଇଙ୍କ ପୀଠରେ ଭକ୍ତଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋରରୁ ମା’ଙ୍କ ମାର୍ଜଣା, ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ମଇଲମ, ବାଳଭୋଗ ଓ ସମସ୍ତ!-->…
ଆରମ୍ଭ ହେଲା ଗଞ୍ଜାମ ପ୍ରସିଦ୍ଧ ଦଣ୍ଡନାଚ…
ହିଞ୍ଜିଳି, ଡି. ପାଟପୁର ଓ ବେଲଗାଁରେ ୨୧ ଦିନିଆ ଦଣ୍ଡନାଚର ଶୁଭାରମ୍ଭଢୋଲ ଓ ମହୁରୀ ଶବ୍ଦ ସାଙ୍ଗକୁ ରୁଦ୍ରକାଳୀଙ୍କୁ ଭଜ ହେ ଧ୍ୱନିରେ କମ୍ପିଲା ଗାଁ ଦାଣ୍ଡହିଞ୍ଜିଳିକାଟୁ : ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଚୈତ୍ର ମାସରେ ଆରମ୍ଭ ହୋଇଥାଏ । ମାନସିକଧାରୀ ଦଣ୍ଡୁଆ ମାନେ ନିଜ ନିଜର ମାନସିକ!-->…
ମହିଳାଙ୍କ ଘରୁ ଜବତ ହେଲା ୨୦କେଜି ସୁନା, ବିପୁଳ ୫୦୦ ଟଙ୍କିଆ ନୋଟ୍ !
ପୁରୀ: ଲୋନ ଦେବାକୁ କହି ଲୋକମାନଙ୍କୁ ପ୍ରାୟ ୨କୋଟି ଟଙ୍କା ଠକିବା ଅଭିଯୋଗରେ ଚନ୍ଦନପୁର ପୋଲିସ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମହିଳା ହେଉଛନ୍ତି ତିଳୋତ୍ତମା ପ୍ରଧାନ। ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୋଗକାରୀ ଅଭିମନ୍ୟୁ ଜେନାଙ୍କ ଅଭିଯୋଗ!-->…