ମହିଳାଙ୍କ ଘରୁ ଜବତ ହେଲା ୨୦କେଜି ସୁନା, ବିପୁଳ ୫୦୦ ଟଙ୍କିଆ ନୋଟ୍ !

ପୁରୀ: ଲୋନ ଦେବାକୁ କହି ଲୋକମାନଙ୍କୁ ପ୍ରାୟ ୨କୋଟି ଟଙ୍କା ଠକିବା ଅଭିଯୋଗରେ ଚନ୍ଦନପୁର ପୋଲିସ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମହିଳା ହେଉଛନ୍ତି ତିଳୋତ୍ତମା ପ୍ରଧାନ। ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୋଗକାରୀ ଅଭିମନ୍ୟୁ ଜେନାଙ୍କ ଅଭିଯୋଗ…

ଆନ୍ଧ୍ର ପୁଅକୁ ଚୂନା ଲଗାଇଲା ଓଡ଼ିଶା ଝିଅ, ନିର୍ବନ୍ଧ ପରେ ୩ଲକ୍ଷର ସୁନା ଅଳଙ୍କାର ନେଇ ମାରିଲା ଚମ୍ପଟ

ଭୁବନେଶ୍ୱର : ଆନ୍ଧ୍ର ପୁଅକୁ ଚୂନା ଲଗାଇଲା ଓଡ଼ିଶା ଝିଅ । ନିର୍ବନ୍ଧ କରି ସୁନା ନେଇ ମାରିଲେ ଚମ୍ପଟ । ସାମ୍ନାକୁ ଆସିଲା ଏପରି ଏକ ରୋଚକ ଲୁଟ । ଭୁବନେଶ୍ବରର ନୟାପଲ୍ଲୀ ଥାନାରେ ଏତଲା ଦେଲେ ବରପକ୍ଷ । ସୂଚନା ଅନୁସାରେ ଭୁବନେଶ୍ବରର ଜଣେ ମଧ୍ୟସ୍ଥିଙ୍କ ସହାୟତାରେ ଆନ୍ଧ୍ରପ୍ରଦେଶ…

ଘରୁ କୋଟିଏ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ: ସାଲେପୁର ଥାନା ସୌରୀ ପଞ୍ଚାୟତ ଜାହାଙ୍ଗୀରାବାଦ ଗାଁରେ ବଡ଼ଧରଣର ଲୁଟ୍‌ । ସୋମବାର ବିଳମ୍ଵିତ ରାତିରେ ଏହି ଲୁଟ୍ ହୋଇଛି। ଝିଅ ବାହାଘର ପାଇଁ ଜମି ବିକ୍ରି କରି ରଖିଥିବା ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । …

ପ୍ରଥମ ବଜେଟ୍‌ରେ ଦିଲ୍ଲୀର ବସ୍ତି ବାସିନ୍ଦାଙ୍କୁ ବଡ଼ ଉପ‌ହାର ଦେଲେ ରେଖା ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ଦିନ ତାଙ୍କ ପ୍ରଥମ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସେ ତାଙ୍କର ପ୍ରଥମ ବଜେଟ୍‌ରେ ବସ୍ତି ଓ ଜେଜେ କଲୋନିରେ ରହୁଥିବା ବାସିନ୍ଦାଙ୍କୁ ବଡ଼ ଉପହାର ଦେଇଛନ୍ତି। ତାଙ୍କ କହିବା କଥା ହେଉଛି ଦିଲ୍ଲୀର ଏକ ବଡ଼ ଅଂଶ ଆଜି ବି ବସ୍ତିରେ…

ବନ୍ୟଜନ୍ତୁ ଆକ୍ରମଣରେ ଗଲାଣି ୭୯୯ ଜୀବନ

ଭୁବନେଶ୍ବର: ରାଜ୍ୟରେ ଗତ ୫ ବର୍ଷରେ ବନ୍ୟଜନ୍ତୁ ଆକ୍ରମଣରେ ୭୯୯ ଜୀବନ ଗଲାଣି । ଏନେଇ ଆଜି ଗୃହରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । ଏନେଇ ପଦ୍ନଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି ।…

ଦୁଇଟି ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମହିଳା ସମେତ ଦୁଇ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମହିଳା ସମେତ ଦୁଇ ଜଣ ଗୁରୁତର ଆହାତ। ମିଳିଥିବା ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ସଦର ନିକଟସ୍ଥ ଗୋଜିଆ ଗୁଡା ଗାଁ ନିକଟରେ ଉଭୟ ପଟରୁ ଆସୁଥିବା ଦୁଇ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା।…

ମହିଳାଙ୍କୁ ଦୁର୍ଷ୍କମ ଘଟଣା, ଫେରାର ଯୁବକ ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅଞ୍ଚଳର ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହର ପ୍ରଲୋଭନ ଦେଇ ଦୁର୍ଷ୍କମ କରିବା ପରେ ଯୁବକ ଜଣଙ୍କ ଫେରାର ହୋଇଯାଇଥିଲେ। ଘଟଣା ନେଇ ନେଇ ପୀଡ଼ିତା ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ-…

ବିଦ୍ୟୁତ୍ ଖୁଣ୍ଟ ପଡି ଲାଇନମ୍ୟାନ ଗୁରୁତର

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି ସାନ ସାହିରେ ବିଦ୍ୟୁତ୍ ମରାମତି କରୁଥିବା ବେଳେ ଲାଇନମ୍ୟାନ ଉପରେ ବିଦ୍ୟୁତ୍ ଖୁଣ୍ଟ ପଡି ଲାଇନମ୍ୟାନ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହିଞ୍ଜିଳିକାଟୁ ଟିପିଏସଡିଏଲ ବିଭାଗରେ କାର୍ଯ୍ୟରତ ଲାଇନମ୍ୟାନ ତଥା ଜରଡ…

ମାଲକାନଗିରି ବନବିଭାଗକୁ ସଫଳତା ଏମଭି ୨୩ ଗ୍ରାମରୁ ବିପୁଳ କାଠ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି ୨୩ ଗ୍ରାମରେ ବନ ବିଭାଗ ପକ୍ଷରୁ ବିପୁଳ କାଠ ଓ ସାମଗ୍ରୀ ଜବତ କରାଯାଇଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧୀନରେ ଥିବା ଏମଭି ୨୩ ଗ୍ରାମରେ ଚୋରା କାଠ ଗଛିତ ରଖି ବିଭିନ୍ନ ସାମଗ୍ରୀ କରି ବିକ୍ରୟ କରାଯାଉଥିବା ନେଇ ଖବର…