ପାନାମା କେନାଲକୁ ନେଇ ଧମକ ଦେଲେ ଟ୍ରମ୍ପ

ବିଶ୍ୱରେ ଚୀନ୍ କ୍ରମାଗତ ଭାବରେ ନିଜର ପ୍ରଭାବ ବଢ଼ାଉଛି। ବର୍ତ୍ତମାନ ଚୀନର ପ୍ରଭାବ ଏତେ ବଢିଯାଇଛି ଯେ ଆମେରିକା ନିଜ ପ୍ରତି ବିପଦ ଅନୁଭବ କରିବା ଆରମ୍ଭ କରିଛି। ତାଇୱାନ ପରେ ଏବେ ପାନାମା କେନାଲ ମଧ୍ୟ ଏକ ପ୍ରସଙ୍ଗ ପାଲଟିଛି ଯେଉଁଠି ଚୀନ ଓ ଆମେରିକା ମୁହାଁମୁହିଁ ହୋଇପାରନ୍ତି। ଆମେରିକାର

ମହଙ୍ଗା ପଡ଼ିଲା ରସିକିଆ ପ୍ରାଧ୍ୟାପକଙ୍କ ପ୍ରେମ ନିବେଦନ, ଚାକିରିରୁ ନିଲମ୍ବିତ

ପଦ୍ମପୁର : ମହଙ୍ଗା ପଡ଼ିଲା ରସିକିଆ ପ୍ରାଧ୍ୟାପକଙ୍କ ପ୍ରେମ ନିବେଦନ । ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଚାକିରିରୁ ନିଲମ୍ବିତ ହେଲେ ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁ । ଛାତ୍ରୀଙ୍କୁ ଗାର୍ଲଫ୍ରେଣ୍ଡ ଭାବେ ସମ୍ବୋଧନର ହ୍ବାଟସଅପ ଚାର୍ଟିଂ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି

ଜାନୁଆରୀ ୧୮ରୁ ଆରମ୍ଭ ହେବ ବିଦେଶୀ ପକ୍ଷୀ ଗଣନା

ଭୁବନେଶ୍ଵର: ଜାନୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଦେଶୀ ପକ୍ଷୀ ଗଣନା । ପ୍ରଥମେ ହୀରାକୁଦ ଡ୍ୟାମରୁ ଆରମ୍ଭ ହେବ ପକ୍ଷୀ ଗଣନା । ଚଳିତ ବର୍ଷ ଅକ୍ଟୋବର ମାସରୁ ବିଦେଶୀ ପକ୍ଷୀ ହୀରାକୁଦ ଡ୍ୟାମକୁ ଆସୁଛନ୍ତି । ଯେଉଁମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ । ଏନେଇ ସୂଚନା

କୁଏତ୍‌ରେ ଓଡ଼ିଆ ଶ୍ରମିକଙ୍କୁ ଭେଟିଲେ ମୋଦି, କହିଲେ- ଜୟ ଜଗନ୍ନାଥ

କୁଏତରେ ଓଡ଼ିଆ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସହ ହାତ ମିଳାଇଲେ ଆଉ କଥା ମଧ୍ୟ ହେଲେ। ଦୁଇ ଦିନିଆ କୁଏତ ଗସ୍ତରେ ଥିବା ମୋଦି ଗତକାଲି ଗଲଫ୍‌ ସ୍ପିକ୍ ଲେବର କ୍ୟାମ୍ପକୁ ଯାଇ ସେଠାରେ ଥିବା ଭାରତୀୟ ଶ୍ରମିକଙ୍କ ସହ କଥା ହୋଇଥିଲେ। ଏହି ଅବସରରେ କୁଏତରେ କାମ

ଜାହାଜରୁ ୨୨୦ କୋଟି କୋକେନ ଜବତ ଘଟଣା, ପ୍ରାୟ ବର୍ଷେ ପରେ ସ୍ବଦେଶ ଫେରିବେ ଏମ୍ ଭି ଦେବୀ ସଦସ୍ୟ

ପାରାଦୀପ: ପ୍ରାୟ ବର୍ଷେ ପରେ ସ୍ବଦେଶ ଫେରିବେ ଏମ୍ ଭି ଦେବୀ ସଦସ୍ୟ । ପାରାଦୀପ ବନ୍ଦରର ପିଆଇସିଟି ବର୍ଥରୁ ୨୨୦ କୋଟି ଟଙ୍କାର କୋକେନ ଜବତ ଘଟଣାରେ ଭିଏତନାମା ଫେରିବେ ଗିରଫ ଜାହାଜ ଏମ୍ ଭି ଦେବୀର କ୍ରିଉ ମେମ୍ବର । ଜାହାଜରେ ଅଛନ୍ତି ୨୧ଜଣ ଭିଏତନାମା ନାଗରିକ । ପ୍ରଥମେ ୧୧ଜଣ ସଦ୍ୟ

ପହିଲାରୁ ଶ୍ରୀମନ୍ଦିରରେ ଧାଡିରେ ଜଗା ଦର୍ଶନ କରିବେ ଭକ୍ତ

ପୁରୀ: ସରିଲାଣି ପ୍ରାୟ ସମସ୍ତ ପ୍ରସ୍ତୁତି । ନୂଆବର୍ଷ ପହିଲାରୁ ଧାଡିରେ ଶୃଙ୍ଖଳିତ ଭାବେ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ । ଆସନ୍ତା ୨୮ ତାରିଖ ଭିତରେ ସମସ୍ତ ପରିବର୍ତ୍ତନ ବ୍ୟବସ୍ଥା ସରିବା ବେଳେ ଏହାପରେ ଟ୍ରାଏଲ ଧାଡି ଦର୍ଶନ ହେବ । ପରେ ଜାନୁଆରୀ ୧ରୁ ଆରମ୍ଭ ହେବ ଧାଡି ଦର୍ଶନ । ଏନେଇ

ନିର୍ବାଚନ ନିୟମରେ ସଂଶୋଧନ: ବ୍ୟବସ୍ଥିତ ଷଡ଼ଯନ୍ତ୍ର କଥା କହି କେନ୍ଦ୍ରକୁ ଟାର୍ଗେଟ କଲେ ଖଡଗେ

କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେ ରବିବାର କେନ୍ଦ୍ର ସରକାରଙ୍କୁ ନିର୍ବାଚନ ନିୟମ ସଂଶୋଧନ ପ୍ରସଙ୍ଗରେ ତୀବ୍ର ସମାଲୋଚନା କରିଛନ୍ତି। ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତାରେ ବୁଝାମଣା କରିବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥିତ ଢଙ୍ଗରେ ଷଡ଼ଯନ୍ତ୍ର ଚଳାଇଥିବା ଖଡଗେ କହିଛନ୍ତି। କେନ୍ଦ୍ର

ଥରିବ ଓଡିଶା, ୬ ଜିଲ୍ଲାକୁ ଘନ କୁହୁଡି ଚେତାବନୀ

ଭୁବନେଶ୍ବର: ବେଶ୍ ଦୁଇ ଦିନର ଲଗାଣ ବର୍ଷା ପରେ ଆଜି କିଛି କିଛି ସ୍ଥାନରେ ପାଗ ସ୍ବାଭାବିକ ଦେଖିବାକୁ ମିଳିଛି । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆଜିଠୁ ବର୍ଷା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିସହିତ ରାଜ୍ୟରେ ଶୀତର ପ୍ରକୋପ ବଢିବ ।

ସ୍ୱତନ୍ତ୍ର କୋର୍ଟରେ ରାହୁଲଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ

ବଢ଼ିଲା ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅଡୁଆ। ସେ ନିକଟରେ ଜାତି ଜନଗଣନାକୁ ନେଇ ଦେଇଥିବା ଏକ ବିବାଦୀୟ ବୟାନକୁ ନେଇ ଫସିଛନ୍ତି। ତାଙ୍କ ବିରୋଧରେ ଜାରି ହୋଇଛି ସମନ। ବରେଲିର ଏକ ସ୍ୱତନ୍ତ୍ର କୋର୍ଟ ରାହୁଲଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ

ଦଳିଦେଲା ଦନ୍ତା, ରେଞ୍ଜରଙ୍କୁ ଛେଚିଲେ ଉତ୍ତ୍ୟକ୍ତ ଲୋକ

ବଣାଇ: ଦଳିଦେଲା ଦନ୍ତା । ରେଞ୍ଜରଙ୍କୁ ଛେଚିଲେ ଉତ୍ତ୍ୟକ୍ତ ଲୋକ । ବଣାଇ ସରକାରୀ ବାସଭବନକୁ ଘେରିଲେ ଲୋକେ । ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜର ଜକେଇକେଲା ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ । ଶୌଚ ପାଇଁ ଯାଉଥିବା ବେଳେ ଦନ୍ତା ହାବୁଡ଼ାରେ ପଡିଯାଇଥିଲେ । ଦନ୍ତା ଘର ଦୁଆର ମୁହଁରେ