ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ଵର: ବଡ ଖବର । ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍ । ବିଷ୍ଣୁପଦଙ୍କ ଭୁବନେଶ୍ବରରେ ଥିବା ସରକାରୀ କ୍ବାର୍ଟର୍ସରେ ଚାଲିଛି ରେଡ୍‌ । ସକାଳ ୮ଟାରୁ ସିବିଆଇର ୮ ଜଣିଆ ଟିମ୍ ବିଷ୍ଣୁପଦ ସେଠୀଙ୍କ ବାସଭବନରେ ରେଡ୍‌ ଜାରି ରଖିଛନ୍ତି । ବ୍ରିଜ୍‌ ଆଣ୍ଡ ରୁଫ୍‌ କମ୍ପାନୀରେ ହୋଇଥିବା…

କିଟ୍‌ ଛାତ୍ରୀ ମୃତ୍ୟୁ ମାମଲା; ନେପାଳରୁ ଡାକିଆଣି ଦୁର୍ବ୍ୟବହାର କରୁଛି କଲେଜ୍ : ଛାତ୍ରୀଙ୍କ ବାପା

ଭୁବନେଶ୍ଵର: ସାରା ରାଜ୍ୟରେ ଏବେ ଚହଳ ପକାଇଛି କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । ପରିବାର ଲୋକଙ୍କ ଉପସ୍ଥିତିରେ ଭୁବନେଶ୍ଵର ଏମ୍ସରେ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ହେଉଥିବା ବେଳେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମୃତ ଛାତ୍ରୀଙ୍କ ବାପା । ନେପାଳରୁ ଡାକିଆଣି ଛାତ୍ରଛାତ୍ରୀମାନଙ୍କୁ…

୭ ଅନ୍ତଃଜିଲ୍ଲା ଡ଼କାୟତ କୁ କାବୁ କଲା ପୋଲିସ, ଖଣ୍ଡା ଓ ଲୁହାଛଡ଼ ଜବତ

ବ୍ରହ୍ମପୁର : ଜାତୀୟ ରାଜପଥ ୧୬ ରେ ଥିବା ଏକ ପେଟ୍ରୋଲ ପମ୍ପ ଓ ଟ୍ରକ ରୁ ଡକାୟତି ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଗୋପାଳପୁର ଥାନା ପୁଲିସ ୭ ଜଣ ଡକାୟତ କୁ କାବୁ କରିବାରେ ସଫଳତା ହୋଇଛି। ପୁଲିସ ୭ ଡକାୟତ ସମେତ ଗୋଟିଏ ଟାଟା ସୁମୋ ଗାଡ଼ି,୨ ଟି ଖଣ୍ଡା,୪ ଟି ଲୁହା ରଡ଼,୨ ଟା ଖାଲି ମଦ…

ଦୁଇ ଦିନ ହେଲା ଏତଲା ଗ୍ରହଣ କରୁନି ପୋଲିସ, ଚନ୍ଦାହାଣ୍ଡି ଥାନା ଆଗରେ ଧାରଣା ଦେଲେ ସାମ୍ବାଦିକ

ଚାନ୍ଦାହାଣ୍ଡି : ଚାନ୍ଦାହାଣ୍ଡି ଥାନା ଆଗରେ ଧାରଣା ଦେଲେ ସାମ୍ବାଦିକ ସମୂହ, ଚନ୍ଦାହାଣ୍ଡି ଅର୍ଗସ୍ ପ୍ରତିନିଧି ଙ୍କୁ ମାଡ଼ ମାରିବା ସହ ଦୁଇଟି ମୋବାଇଲ ଓ ବୁମ୍ ଛଡାଇ ନେଇଥିଲା ଛତିଶଗଡ଼ ପୋଲିସ, ଘଟଣା ର ଦୁଇ ଦିନ ପରେ ବି ମାମଲା ରୁଜୁ କରୁନି ପୋଲିସ୍।ବିଦ୍ୟୁତିକ ଗଣମାଧ୍ୟମ ର ସାମ୍ବାଦିକ…

ଶ୍ରମିକ ସଚେତନତା ରଥ ମାଧ୍ୟମରେ ବ୍ଲକସ୍ତରୀୟ ସଚେତନତା

ମାଲକାନଗିରି : ଜିଲ୍ଲାରେ ଦାଦନ ସଂଖ୍ୟା ବଢିବାରେ ଲାଗିଥିବା କାରଣରୁ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଓଡିଶା ତରଫରୁ ଶ୍ରାମିକ ସଚେତନତା ରଥ ପରିଭ୍ରମଣ କରି ଶ୍ରମିକ ମାନଙ୍କୁ ସଚେତନତା କରାଉଥିବାର ଦେଖିବାକୁ ମିଳିଥିଲା। ଆଜି ମାଲକାନଗିରି ଜିଲ୍ଲା…

ନବରଙ୍ଗପୁର ଜିଲ୍ଲାରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା

ନବରଙ୍ଗପୁର : ସ୍ଥାନୀୟ ମିଶନ ଶକ୍ତି ପରିସରରେ ଅପରାହ୍ନ ୪.୩୦ ମି଼ ସମୟରେ ନବରଙ୍ଗପୁର ଜିଲ୍ଲାର ୧୩୦ ଜଣ ତୀର୍ଥଯାତ୍ରୀ ଙ୍କ କୋଲକାତା ଓ କାମାକ୍ଷା କୁ ତୀର୍ଥଯାତ୍ରା ଶୁଭାରମ୍ଭ ହୋଇଯାଇଅଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ଡ଼ାବୁଗାଁ ମନୋହର ରାନ୍ଧାରି ଯୋଗ ଦେଇ…

ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ସମସ୍ତଙ୍କୁ ପ୍ରଭାବିତ କରୁଛି: ନବୀନ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା ଆଜି ବିଧାନସଭାରେ ଉପସ୍ଥାପିତ ବଜେଟ୍‌କୁ ନେଇ ବିରୋଧୀ ଦଳ ପ୍ରତିକ୍ରିୟା ଦେଇଛି। ବିଜେଡି ସୁପ୍ରିମୋ ଏନେଇ କହିଛନ୍ତି ଡବଲ ଇଞ୍ଜିନ ସରକାର ବିପରୀତ ଦିଗରେ ଗତି କରୁଛି। ସେ କହିଛନ୍ତି, ରାଜ୍ୟର ବିଜେପି ସରକାର ଗତ ବଜେଟ୍‌ରେ ଆସିଥିବା ଅନୁଦାନରୁ ଅନେକ ଏ…

କୋଷାଗୁମୁଡ଼ା ପଞ୍ଚାୟତ ସମିତି ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ନବରଙ୍ଗପୁରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ…

ନବରଙ୍ଗପୁର : ଆଜି କୋଷାଗୁମୁଡ଼ା ବ୍ଲକ ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପଜିଲ୍ଲାପାଳ ପ୍ରକାଶ ମିଶ୍ର,ଜିଲ୍ଲା…

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ, ୧୬ ଟି ନୂଆ ଯୋଜନାର ବ୍ୟବସ୍ଥା

ଭୁବନେଶ୍ୱର : ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଥିବା ମୋହନ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଆଜି ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ବ୍ୟୟବରାଦ ଯେଭଳି ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏବଂ ସବୁ ବର୍ଗର ଲୋକଙ୍କ ପାଇଁ ଖର୍ଚ୍ଚ ହେବି ସେପରି ବ୍ୟବସ୍ଥା…

୨୦୨୫-୨୬ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍

ଭୁବନେଶ୍ଵର: ମୋହନ ସରକାର ତାଙ୍କ ଦ୍ବିତୀୟ ବଜେଟ୍ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି । ବିଧାନସଭାରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଛନ୍ତି । ଆସନ୍ତୁ ଜାଣିବା କଣ ରହିଛି ବଜେଟ ଓ କେଉଁ ବିଭାଗକୁ କେତେ…