Sign in
Sign in
Recover your password.
A password will be e-mailed to you.
ବଦଳିବ ବହୁ ରାଜସ୍ବ ନିୟମ: ସୁରେଶ ପୂଜାରୀ
ଝାରସୁଗୁଡ଼ା: ରାଜ୍ୟରେ ରାଜସ୍ବ ସେବାର ବହୁ ନିୟମର ଖୁବଶୀଘ୍ର ସରକାର ପରବର୍ତ୍ତନ ଆଣିବେ। ସେଥିମଧ୍ୟରେ ଓଡ଼ିଶା ପ୍ରିଭେନସନ ଅଫ୍ ଲ୍ୟାଣ୍ଡ୍ ଏନକ୍ରୋଚ୍ମେଣ୍ଟ ଆକ୍ଟ ଏବଂ ଓଡ଼ିଶା ଲ୍ୟାଣ୍ଡ୍ ସେଟଲମେଣ୍ଟ ଆକ୍ଟରେ ଅନେକ ସଂଶୋଧନ ରହିଛି। ସୋମବାର ଝାରସୁଗୁଡ଼ା ଜିଲ୍ଲା ଗସ୍ତ ସମୟରେ!-->…
ଏପ୍ରିଲ୍ ପ୍ରଥମ ସପ୍ତାହ ସୁଦ୍ଧା ସାଂଗଠନିକ ନିର୍ବାଚନ ଶେଷ ପାଇଁ ବିଜେଡିର ଲକ୍ଷ୍ୟ
ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ ଏପ୍ରିଲ୍ ପ୍ରଥମ ସପ୍ତାହ ସୁଦ୍ଧା ଦଳର ସାଂଗଠନିକ ନିର୍ବାଚନ ଶେଷ କରିବାକୁ ଯାଉଛି ବୋଲି ଦଳର ବରିଷ୍ଠ ନେତା ପ୍ରଦୀପ କୁମାର ଅମାତ କହିଛନ୍ତି।ସୋମବାର ଭୁବନେଶ୍ୱରର ଶଙ୍ଖ ଭବନରେ ଆୟୋଜିତ ଦଳର ସମନ୍ୱୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ!-->…
ଶ୍ରୀପଞ୍ଚମୀରେ ସରସ୍ୱତୀ ବେଶରେ ଦର୍ଶନ ଦେଲେ, ଉତ୍କଳ ଭାରତୀ ମା ସାରଳା
ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ କାବ୍ୟ କଳାର ଆରାଧ୍ୟା ଦେବୀ ଭାବରେ, ପ୍ରତିଷ୍ଠିତ। ସେଥି ପାଇଁ ତାଙ୍କୁ ଉତ୍କଳ ଭାରତୀ, ବାଗଦେବୀ ଓ ବିଦ୍ୟାପ୍ରଦାୟିନୀ ଭାବେ ଗ୍ରହଣ କରାଯାଇ ଥାଏ। ମାଘ ଶୁକ୍ଳ!-->…
୨୧ ରୁ ମାଟ୍ରିକ ବୋର୍ଡ଼ ପରୀକ୍ଷା ଆରମ୍ଭ
ପରୀକ୍ଷାର୍ଥୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠାହିଞ୍ଜିଳିକାଟୁ : ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷା ଚଳିତ ମାସ ୨୧ ତାରିଖ ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖରେ ସମାପ୍ତ ହେବ । ପରିକ୍ଷା ସମୟ ପାଖେଇ ଆସୁଥିବାରୁ ପରିକ୍ଷାର୍ଥୀଙ୍କ ଚିନ୍ତା!-->…
ଯନ୍ତ୍ରୀ ନେଇଗଲେ ଅବସର, ହୀନସ୍ତା ହେଉଛନ୍ତି ଜନସାଧାରଣ : ହିଞ୍ଜିଳିରେ ପାନୀୟଜଳ ପ୍ରକଳ୍ପରେ ବ୍ୟାପକ ଜାଲିଆତି…
ଟାଙ୍କିରୁ ଗଳୁଛି ଅନବରତ ପାଣି ପ୍ରଶାସନ ନୀରବ ଦ୍ରଷ୍ଟା ହିଞ୍ଜିଳିକାଟୁ : ଦୁର୍ନୀତିର ଗନ୍ତାଘର ପାଲଟିଛି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ହିଞ୍ଜିଳିକାଟୁ । ବିଭାଗୀୟ ଯନ୍ତ୍ରୀ ଆଉ ଠିକାଦାରଙ୍କ ମଧୁଚନ୍ଦ୍ରିକା କାରଣରୁ ଲୋକଙ୍କ କାମରେ ଆସୁନାହିଁ ପାନୀୟ ଜଳ ଯୋଗାଣ!-->…
ପାଟଖଣ୍ଡା ଚିତ୍ରାଳୟ ମାଲିକ ଆଉ ନାହାନ୍ତି : ସମଗ୍ର ଅଞ୍ଚଳରେ ଶୋକର ଛାୟା
ବାଲିଗୁଡ଼ା : ସମଗ୍ର କନ୍ଧମାଳ ଜିଲ୍ଲା ତଥା ଜିଲ୍ଲା ବାହାରେ ଚହଳ ସୃଷ୍ଟି କରିଥିବା ବାଲିଗୁଡା ଅଞ୍ଚଳର ଜଣାଶୁଣା ପାଟଖଣ୍ଡା ଚିତ୍ରାଳୟ ଓ ଲାଇଟ ଏଣ୍ଡ ସାଉଣ୍ଡ ର ମୁଖ୍ୟ ସତ୍ୱାଧିକାରୀ ରାମଚନ୍ଦ୍ର ପ୍ରଧାନ ଓରଫ ମଙ୍ଗୁଳୁ (୬୬) ଙ୍କ ରବିବାର ସକାଳେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି l ଏ!-->…
ବାଲିଗୁଡାରେ କ୍ଲଷ୍ଟରସ୍ତରୀୟ ନିପୂଣ ଓଡ଼ିଶା ମେଳା
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ନିପୂଣ ଓଡ଼ିଶା ମେଳା ବାଲିଗୁଡା ଏନ୍.ଏ.ସି(୧) କେନ୍ଦ୍ର ସଂଯୋଜିକା ଶ୍ରୀମତୀ ସୈାଦାମିନୀ ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ!-->…
ମାଥିଲିଠାରେ ବିଶ୍ଵ ଆଦ୍ର ଭୂମିଜ ଦିବସ ପାଳିତ
ମାଲକାନଗିରି //ମାଥିଲି : ଆଜି ମାଥିଲି ବନାଞ୍ଚଳ ତରଫରୁ ମାଥିଲି ବନପାଳ କାର୍ଯ୍ୟାଳୟ ଠାରେ ବିଶ୍ଵ ଆଦ୍ର ଭୂମିଜ ଦିବସ ପାଳିତ ହୋଇଯାଇଛି । ଆଜି ପ୍ରାତଃ ୯ ଘଣ୍ଟିକ ସମୟରେ ଏକ ଅଭିନବ ଢଙ୍ଗ ରେ ଆଦ୍ର ଭୂମି ର ସୁରକ୍ଷା ଓ ରାମସେର କ୍ଷେତ୍ର ଗଢ଼ିବା ପାଇଁ ସ୍ଲୋଗାନ ଦେଇ ଏକ ବାଇକ୍ ରାଲି!-->…
ଛତ୍ରପୁର ପ୍ରେସ କ୍ଳବର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ
ଛତ୍ରପୁର, : ଗଞ୍ଜାମ ଜିଲ୍ଲାର ସଦରମହାକୁମା ପ୍ରେସ କ୍ଳବର ବାର୍ଷିକ ଉତ୍ସବ ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡିଅମ ଠାରେ ସଭାପତି ରବୀନ୍ଦ୍ର ନାଥ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇ!-->…
ଅନାଉ ଅନାଉ ସରିଗଲା ୪ ହଜାର ଟିକେଟ୍, ୫ ଓ ୬ରେ ଅଫଲାଇନ ବିକ୍ରି
କଟକ: ଆସନ୍ତା ୯ ତାରିଖରେ ବାରବାଟୀ ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଏକ ଦିବସୀୟ ମ୍ୟାଚ ପାଇଁ ଅନଲାଇନରେ ବିକ୍ରି ହୋଇଛି ଚାରି ହଜାର ଟିକେଟ। ହେଲେ ଅନଲାଇନରେ ସର୍ଭର୍ ଡାଉନ୍ ରହିବାରୁ କିଛି ଲୋକ ଟିକେଟ କିଣିବାରୁ ବଞ୍ଚିତ ହୋଇଛନ୍ତି। କେବଳ ସେତିକି ବେଳକୁ ନୁହେଁ ବାରବାଟୀରେ ଚାହିଦା!-->…