ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ

ଆସନ୍ତା ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ ୭୦ଟି ଯାକ ଆସନରେ ଗୋଟିଏ ପର୍ଯ୍ୟାୟରେ ରାଜଧାନୀବାସୀ ଭୋଟ କରିବେ। ଏହାପରେ ଅର୍ଥାତ ଫେବୃଆରୀ ୮ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସ୍ୱତନ୍ତ୍ର ସାମ୍ବାଦିକ…

ସ୍କୁଲ ବାର୍ଷିକ ପ୍ରତିଯୋଗିତା ବେଳେ ଛୁରାମାଡ଼, ନବମ ଶ୍ରେଣୀ ଛାତ୍ର ଗୁରୁତର

ଜଳେଶ୍ଵର : ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼ । ସ୍କୁଲ ବାର୍ଷିକ ପ୍ରତିଯୋଗିତା ବେଳେ ଅନ୍ୟ ଜଣେ ଛାତ୍ରର ଛୁରାମାଡ଼ ହୋଇଥିବା ଜଣାପଡିଛି । ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ କମର୍ଦ୍ଦା ଥାନା ଅନ୍ତର୍ଗତ ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଘଟିଛି । …

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ : ବାଇକ ସହ ଟଙ୍କା ଲୁଟ…

ବାଲିଗୁଡା,: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ଓ ପର୍ତ୍ତମାହା ପଞ୍ଚାୟତ କୁମ୍ଭାରମୁଣ୍ଡା ନିକଟରେ ମଙ୍ଗଳବାର ଦିନ ଏକ ବଡ ଧରଣର ଲୁଟ୍‌ ହୋଇଛି। ଜଣେ ଫାଇନାନ୍ସ କର୍ମଚାରୀ ଋଣ ଟଙ୍କା ଆଦାୟ କରି ଫେରୁଥିବା ସମୟରେ ଏହି ଲୁଟ୍‌ ହୋଇଛି। ଗୋଟିଏ ବାଇକ…

କ.ନୂଆଗାଁରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ନୂତନ ଥାନା ଅଧିକାରୀ ଭାବେ ଅଶୋକ କୁମାର ହାଂସଦା କାର୍ଯ୍ୟରେ ଯୋଗ ଦେଇ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଦାରିଙ୍ଗବାଡି ଥାନାରେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ। ଏଠାରେ ସେ ଯୋଗ ଦେବା…

ମୃତା ରଚନା ସାହୁକୁ ନ୍ୟାୟ ଏବଂ ହତ୍ୟାକାରୀଙ୍କୁ ଗିରଫ ଦାବିରେ ମହମବତୀ ଶୋଭାଯାତ୍ରା

ଲଷ୍ମୀପୂର : ଗତ 3 ତାରିଖ ରେ କୋରାପୁଟ ଜିଲ୍ଲା ରେ ଚହଳ ସୃଷ୍ଟି କରିଥିବା ସେମିଲିଗୁଡା ବେହେରା ଗୁଡାର ବୋହୁ ରଚନା ସାହୁଙ୍କ ହତ୍ୟା ଅଭିଯୋଗ ଆଣିଥିଲେ ରଚନା ଙ୍କ ପରିବାର | ସେଥିପାଇଁ ଆଜି ସନ୍ଧ୍ୟା ସମୟ ରେ ଲଷ୍ମୀପୂର ବ୍ଲକ ରେ ମୋହମବତୀ ଶୋଭା ଯାତ୍ରା କରାଯାଥିଲା | ଏହି ଶୋଭା ଯାତ୍ରା…

ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ୨୦୨ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଉପଖଣ୍ଡ ସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ…

ବ୍ରହ୍ମପୁର : ଚଳିତ ବର୍ଷ ରାଜ୍ୟ ସ୍ତରୀୟ ମହାନ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ୨୦୨ ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବୀର ଚକରା ବିଷୋୟୀଙ୍କ ଉପରେ ବକ୍ତୃତା ପ୍ରତିଯୋଗିତା ଓ ପ୍ରବନ୍ଧ ପ୍ରତିଯୋଗିତା ଜିଲ୍ଲା ସଂସ୍କୃତି…

ସଂଶୋଧିତ ନୂଆଭୋଟର ତାଲିକା ଉନ୍ମୋଚନ ଉତ୍ସବ

ଚିକିଟୀ : ଏହି ବ୍ଲକ ଚିକିଟୀ ଏନ ଏ ସି ରେ ନିର୍ବାଚନ କମିଶନର ଓଡିଶାଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରସ୍ତୁତ ସଂଶୋଧିତ ନୂଆ ଭୋଟର ତାଲିକା ୨୦୨୫ କୁ ଆଜି ସମସ୍ତ ବି ଏଲ ଓ ନିଜ ନିଜ ବୁଥ ସ୍ତରରେ ଲୋକଙ୍କ ଗହଣରେ ଉନ୍ମୋଚନ କରିଛନ୍ତି ।…

ଚିକିଟୀ ପ୍ରେସ କ୍ଲବର ୩୯ତମ ବୈଠକ ଅନୁଷ୍ଠିତ

ଚିକିଟୀ : କଳା, ସଂସ୍କୃତି ଓ ସାହିତ୍ୟର ସହର ଚିକିଟୀ ପେଣ୍ଠ ସ୍ଥିତ ଚିକିଟୀ ପ୍ରେସ କ୍ଳବ କାର୍ଯାଳୟ ଠାରେ ଅପରାହ୍ନ ୩ ଘଣ୍ଟା ସମୟରେ କ୍ଳବ ର ସଭାପତି ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ସଭାପତିତ୍ୱ ରେ ପ୍ରେସକ୍ଳବ ର ୩୯ ତମ ତଥା ଇଂରେଜି ନବବର୍ଷ ୨୦୨୫ ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଷଡତ୍ରିଂଶତ୍ ବାର୍ଷିକ ଉତ୍ସବ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସତୀ ଶିଶୁ ବିଦ୍ୟା ମନ୍ଦିରର ଷଡତ୍ରିଂଶତ୍ ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସଭାପତି ସୁଧାଂଶୁ ମୋହନ ପତିଙ୍କ ସଭାପତିତ୍ଵରେ ଓଡ଼ିଶା ସରକାରଙ୍କ ପ୍ରଶାସକ ସ୍ଥାନୀୟ ତହସିଲଦାର…

ସାମ୍ୟବାଦୀ ନେତା ସାଥି ସୁଧାଂଶୁ ଶେଖର ପଣ୍ଡାଙ୍କ ଶୋକସଭା

ବ୍ରହ୍ମପୁର : ବର୍ଷିଆନ କମ୍ୟୁନିଷ୍ଟ ନେତା, ଦକ୍ଷିଣବାର୍ତ୍ତା ର ସମ୍ପାଦକ ତଥା ଗଞ୍ଜାମ ବାର ଏସୋସିଏସନ ର ପୂର୍ବତନ ସଭାପତି ସାଥି ସୁଧାଂଶୁ ଶେଖର ପଣ୍ଡାଙ୍କ ଅକାଳ ବିୟୋଗରେ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ଓ ନବୀନ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକ ସ୍ଥିତ ନବୀନ…