Sign in
Sign in
Recover your password.
A password will be e-mailed to you.
ଆସିକା ଜନସ୍ୱାସ୍ଥ୍ୟ ବିଭାଗ ର ସ୍ୱାସ୍ଥ୍ୟ ଖରାପ……!
ସହର ସାରା ଗୋଳିଆ ପାନୀୟ ଜଳ ଯୋଗାଣ ଲୋକେ ହନ୍ତସନ୍ତ……ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ର ଉଭୟ ପାର୍ଶ୍ଵରେ ଋଷି କୂଲ୍ୟା ଓ ବଡ଼ନଦୀ ପ୍ରବାହିତ ହେଉଛି। କୁନ୍ତୁ ଦୁର୍ଭାଗ୍ୟ ର ବିଷୟ ଗତ ଛ ମାସରୁ ଉର୍ଦ୍ଧ ହେଲା ଆସିକା ରେ ପାନୀୟ ଜଳ ସମସ୍ୟା ଦୂର କରିବାରେ ଜନସ୍ୱାସ୍ଥ୍ୟ ବିଭାଗ!-->…
ଜନଜାତୀୟ ଗୌରବ ଦିବସ ସମାରୋହ ଅନୁଷ୍ଠିତ
ଫୁଲବାଣୀ : ଧରିତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉପଲକ୍ଷେ ଫୁଲବାଣୀ ଏ ଯେ ଓ ହାଇସ୍କୁଲ ପଡିଆ ଠାରେ ଜନଜାତୀୟ ଗୌରବ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ୬୬୦୦ କୋଟି ଟଙ୍କା ଯୋଜନାର!-->!-->!-->…
ଗ୍ରାମୀଣ କଳା-ସଂସ୍କୃତି ପ୍ରାଦେଶିକ ସଂସ୍କୃତିକୁ ପରିପୁଷ୍ଟ କରେ : ସୀମାନ୍ତ ନାଟରାଜ…
ବ୍ରହ୍ମପୁର,:କାଳ ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ"ର ସଭାପତି ସୀମାନ୍ତ ନାଟରାଜ ଡ଼ା. ତିରୁପତି ସାହୁ କୋଳଥିଆ ଗ୍ରାମସ୍ଥ ଗ୍ରାମଦେବତୀ ମନ୍ଦିର ବେଢାରେ ଶ୍ରୀଶ୍ରୀ ମା' ଗ୍ରାମଦେବତୀ ଯୁବ ନାଟ୍ୟ ସଙ୍ଘର ବାର୍ଷିକୋତ୍ସବକୁ ଉଦଘାଟନ କରିବା ସହ ଗ୍ରାମୀଣ!-->!-->!-->…
୪ ଲୁଟେରାଙ୍କୁ ଗିରଫ କଲା ହିଞ୍ଜିଳି ପୁଲିସ :୨ ମୋଟର ସାଇକେଲ ଜବତ,ପଞ୍ଜିକରଣ ନମ୍ବର ପରିବର୍ତ୍ତନ କରି ଗାଡି…
ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମଣ ଓ ତ୍ରିଲୋଚନ ୧୦ରୁ ଉର୍ଦ୍ଧ୍ୱ ଚୋରୀ ଘଟଣାରେ ସଂପୃକ୍ତହିଞ୍ଜିଳିକାଟୁ, ୧୪ା୧୧(): ମୋଟର ସାଇକେଲ ଚୋରୀ କରି ପଞ୍ଜିକରଣ ନମ୍ବର ବଦଳାଇ ଦିନକୁ ଦିନ ଅଲଗା ଅଲଗା ଗାଡିରେ ଚଢିବା ସଉକ ପଦାରେ ପଡିଛି । ଶେଷରେ ପୁଲିସ ହାତରେ ବନ୍ଧା ହୋଇ ଜେଲ ଯିବାକୁ ପଡିଛି । ଏଭଳି ଏକ!-->…
କାର୍ତିକ ପୂର୍ଣ୍ଣିମା ରେ ଭସା ଡ଼ଙ୍ଗାରୁ ପଇସା ସଂଗ୍ରହ କରିବାକୁ ଯାଇ ପୋଖରୀ ରେ ବୁଡ଼ିଗଲେ ନା ବାଳିକା…
ମାଲକାନଗିରି : କାର୍ତ୍ତିକ ପୂର୍ଣ୍ଣିମାରେ ସବୁଠି ଆଜି ଆନନ୍ଦ ଉଲ୍ଲାସରେ ପୂଣ୍ୟର ଡଙ୍ଗା ଭସାଇ ପୂଣ୍ୟ ଅର୍ଜନ କରିବାକୁ ସବୁ ଜଳାଶୟରେ ଭିଡ଼ ଲାଗିରହିଥିବା ବେଳେ ଏକ ଦୁଃଖଦ ଖବର ଅଞ୍ଚଳ ବାସୀଙ୍କୁ ମର୍ମାହତ କରିଦେଇଛି । ଆଜି ସକାଳେ ମାଲକାନଗି ଗିରି ଜିଲ୍ଲା ସଦର ଚମ୍ପାନଗର ଘଟି ଯାଇଛି!-->!-->!-->…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ବାରା ଶିଶୁ ଦିବସ ପାଳିତ…
ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ ତା:୧୪/ ୧୧/ ୨୦୨୪ ରିଖରେ ସୁଡ୍ରୁକୁମ୍ପା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଆନୁକୂଲ୍ୟରେ ଶିଶୁ ଦିବସ!-->!-->!-->…
ଚିକିଟୀ ରେ ବାଘ ପରେ ତିନି ଟିକିଆ ହାତୀ ଆତଙ୍କ…
ଚିକିଟୀ : ବ୍ରହ୍ମପୁର ବନଖଣ୍ତ ଅଧିନସ୍ଥ ଦିଗପହଣ୍ଡି ବନାଞ୍ଚଳ ଅନ୍ତର୍ଗତ ଚିକିଟୀ ଅଞ୍ଚଳରେ ଗତ କିଛିଦିନ ଧରି ମହାବଳ ବାଘ ଆତଙ୍କ ସୃଷ୍ଟି କରିଛି। ଚିକିଟୀ ଅଞ୍ଚଳରେ ବନ୍ୟଜନ୍ତୁ ଭ୍ରମଣ ଯୋଗୁଁ ସ୍ଥାନୀୟ ଜନସାଧାରଣ ଆତଙ୍କିତ ହୋଇଥିବା ଜଣାପଡିଛି। ପ୍ରତ୍ୟେକ ଦିନ ସନ୍ଧ୍ୟା ହେଲେ ଲୋକେ ବାହାରକୁ!-->…
ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡରେ ବିଶ୍ୱ ମଧୁମେହ ଦିବସ ପାଳିତ…
ବ୍ରହ୍ମପୁର-14.11: ପ୍ରଜାପ୍ରତି ବ୍ରହ୍ମାକୁମାରୀସ୍ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଶାନ୍ତିକୁଣ୍ଡରେ ଆଜି ପୂର୍ବାହ୍ନରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଅଛି। 2024-2026 ବର୍ଷ ପାଇଁ ମଧୁମେହ ଦିବସର ଥିମ ବା ପ୍ରସଙ୍ଗ ରଖାଯାଇଅଛି- 'ମଧୁମେହ ଓ ସୁସ୍ଥତା'। ମଧୁମେହ ଚିକିତ୍ସାରେ ସୁସ୍ଥ ଜୀବନ!-->…
ଅରବିନ୍ଦନଗର ଆଦର୍ଶ ଅଙ୍ଗନବାଡିରେ ଶିଶୁ ଦିବସ ପାଳିତ
ଫୁଲବାଣୀ : ଫୁଲବାଣୀ ବ୍ଳକର ଅରବିନ୍ଦନଗର ଆଦର୍ଶ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ବୈଜୟନ୍ତୀ କହଁରଙ୍କ ସଭାପତିତ୍ବରେ କୁନି କୁନି ପିଲାଙ୍କୁ ନେଇ ଶିଶୁ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆଇନଜୀବୀ ସତ୍ୟ ନାରାୟଣ ବେହେରା ଯୋଗଦେଇ ଶିଶୁ ମାନେ ଆମର!-->…
ଧାନଗଦାରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଧାନଗଦା ପୋଡ଼ି ପାଉଁଶ
ଉମରକୋଟ / ବେହେଡ଼ା : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡ଼ା ଗ୍ରାମ ପଞ୍ଚାୟତର ନୂଆଗୁଡ଼ା ଗ୍ରାମରେ ଥିବା ସୁବୁଲାଲ ଗଣ୍ଡ ଓ ଗାଣ୍ଡା ଗଣ୍ଡଙ୍କ ଧାନ ଗଦାରେ ନିଆଁ ଲାଗି ଧାନ ଗଦା ସମ୍ପୂର୍ଣ୍ଣ ପଡ଼ି ପାଉଁଶ ହୋଇ ଯାଇଛି।
ଧାର କରଜ କରି କଷ୍ଟରେ ଧାନ ଚାଷ କରି ଅମଳ କରିବା!-->!-->!-->…