ବିମାନ ଦୁର୍ଘଟଣା ନେଇ ଆମକୁ ଦୋଷ ଦିଅ ନାହିଁ: ଆମେରିକାକୁ ରୁଷିଆର ଜବାବ

ମସ୍କୋ: ଆଜରବୈଜାନ ବିମାନ କାଜାଖସ୍ତାନରେ ଦୁର୍ଘଟଣାଗ୍ରସ୍ତ ବେହା ଘଟଣା ଏବେ ନୂଆ ମୋଡ ନେଇଛି। ପାଶ୍ଚାତ୍ୟ ଗଣମାଧ୍ୟମ ଏବଂ ପାଶ୍ଚାତ୍ୟ ଦେଶ ଅଭିଯୋଗ କରୁଛନ୍ତି ଯେ ରୁଷିଆ କ୍ଷେପଣାସ୍ତ୍ର ମାଡ଼ରେ ଏଭଳି ଘଟିଛି। ତେବେ ରୁଷିଆ ପକ୍ଷରୁ ଏଭଳି ଆରୋପକୁ ଖଣ୍ଡନ କରିଛି। ପକ୍ଷୀ ବିମାନକୁ ଧକ୍କା…

ଗିରଫ ହେଲେ ବୋରିଗୁମା ଭାରପ୍ରାପ୍ତ ଏଆରଆଇ, ଜବତ ହେଲା କୋଟିଏରୁ ଅଧିକ ଟଙ୍କାର ସଂପତ୍ତି

ଭୁବନେଶ୍ଵର : ଗିରଫ ହେଲେ କୋରାପୁଟ ଜିଲ୍ଲା ବୋରିଗୁମା କୁମୁଳି ସର୍କଲର ଭାରପ୍ରାପ୍ତ ଏଆରଆଇ ସୁରେନ୍ଦ୍ର ତନ୍ତି । ଭିଜିଲାନ୍ସ ରେଡ୍ ବେଳେ ତାଙ୍କର ଅଚଳାଚଳ ସଂପତ୍ତି ଠାବ ହୋଇ ଛି । ୩ଟି ବହୁତଳ ବିଲ୍ଡିଂ, ୧୭ଟି ପ୍ଲଟ୍ ର ମାଲିକ ସୁରେନ୍ଦ୍ର । ବୋରିଗୁମାର ବିଭିନ୍ନ ସ୍ଥାନରେ ରହିଛି…

ବଢ଼ିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ

ଭୁବନେଶ୍ବର: ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ । ମୋହନ ସରକାରରେ ଆହୁରି ବର୍ଷେ କାମ କରିବେ ମୁଖ୍ୟ ଶାସନ ସଚିବ ଆଇଏଏସ ମନୋଜ ଆହୁଜା । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳକୁ ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୩୧ ତାରିଖରେ ମନୋଜ ଆହୁଜାଙ୍କ…

ଚୁକ୍ତି ପରେ ମଧ୍ୟ ଚୀନ୍ ସେନା ଏଲଏସିରେ ରହିଛନ୍ତି

ନୂଆଦିଲ୍ଲୀ: ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ଉପରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଶେଷ ହେବାକୁ ଯାଉଛି। ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ଦିନ କହିଛି ଯେ ପୂର୍ବ ଲଦାଖରେ ଚାଲିଥିବା ବିବାଦକୁ ବନ୍ଦ କରିବା ପାଇଁ ଭାରତ ଏବଂ ଚୀନ୍‌ର ସୈନ୍ୟବାହିନୀ…

ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣା: ୪ ମହିଳା ଗିରଫ, ୨ ଫେରାର୍

ଉଦଳା: ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ୪ ମହିଳା ଗିରଫ । ଡାହିସାହିରୁ ୩ ଜଣ ଓ ଗୋହିରାରୁ ଜଣେ ମହିଳା ଗିରଫ ହୋଇଛନ୍ତି । ବେଆଇନ ଗଚ୍ଛିତ ବାଲିକୁ ଜବତ କରିବାକୁ ଯାଇଥିବା ବେଳେ କପ୍ତିପଦା ଥାନା ଅଧିକାରୀଙ୍କୁ ଆକ୍ରମଣ କରାଯାଇଥିଲା । ଘଟଣାର ୯ ଦିନ ପରେ ୪ମହିଳାଙ୍କୁ ଗିରଫ କରିଛି…

ଭିଜିଲାନ୍ସ ପଞ୍ଝାରୁ ଖସି ପଳାଇଲେ ଲାଞ୍ଚୁଆ ଏଏସଆଇ

ଧର୍ମଗଡ଼: ଭିଜିଲାନ୍ସ ପଞ୍ଝାରୁ ଖସି ପଳାଇଲେ ଲାଞ୍ଚୁଆ ଏଏସଆଇ l କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଏଏସଆଇ ମୁକୁନ୍ଦ ଖେମୁଣ୍ଡୁ ଭିଜିଲାନ୍ସ ପଞ୍ଝାରୁ ଫେରାର l ଏକ ମାମଲାର ରଫାଦଫା ପାଇଁ ୩୫୦୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହେବା ପରେ ମୁକୁନ୍ଦ ଖେମୁଣ୍ଡୁଙ୍କୁ ଧରିଥିଲା ଭିଜିଲାନ୍ସ l…

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କଲେ ମନମୋହନଙ୍କ ଶେଷ ଦର୍ଶନ, କାଲି ହେବ ଅନ୍ତିମ ସତ୍କାର

ଗତକାଲି ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସତ୍କାର ଆସନ୍ତା କାଲି ହେବ । ଗତକାଲି ବିଳମ୍ବିତ ରାତିରେ ସ୍ୱର୍ଗତ ସିଂହଙ୍କ ପାର୍ଥିବ ଶରୀର ତାଙ୍କ ବାସଭବନରେ ପହଞ୍ଚିଥିଲା। ଆଜି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ…

ଇ-ବାଇକ ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଗାଡ଼ି

ବ୍ରହ୍ମପୁର: ଇ-ବାଇକ ଶୋ’ ରୁମ୍ ରେ ଅଗ୍ନିକାଣ୍ଡ । ବ୍ରହ୍ମପୁରର ଇ-ବାଇକ ଶୋ’ ରୁମ୍ ରେ ଅଗ୍ନିକାଣ୍ଡ। ତୁଳସୀ ନଗର ଛକରେ ଥିବା ଶୋ’ ରୁମ୍ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ପ୍ରାୟ ୧୨୦ଟି ଇ-ବାଇକ ପୋଡି ନଷ୍ଟ ହୋଇଯାଇଛଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପ୍ରାୟ ୧…

ଆସନ୍ତା ୨୮ ଓ ୨୯ ତାରିଖରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ପୂର୍ବାନୁମାନ

ଭୁବନେଶ୍ବର: ଲଗାତାର ଦୁଇଟି ପର୍ଯ୍ୟାୟର ଅଦିନିଆ ବର୍ଷା ଏବେ ଚାଷୀ କୂଳ ଉପରେ ଦାଉ ସାଧିଛି । ବର୍ଷକର ପରିଶ୍ରମ ଆଉ କ୍ଷେତରେ ହସୁଥିବା ସୁନାର ଫସଲ ଆଖି ଆଗରେ ନଷ୍ଟ ହେବା ଦେଖି ଚାଷୀ ଭାଇର ଛାତି ଫାଟିପଡୁଛି । ବିଲରେ ଧାନ କେଣ୍ଡା ଗଜା ହେଉଥିବା ବେଳେ ଏକର ଏକର ଫସଲ ଏବେ ପାଣିରେ…

ବିମାନବନ୍ଦରରେ ଥିଲେ WHO ଚିଫ୍, ହେଲା ଅତର୍କିତ ଆକ୍ରମଣ

ଅଳ୍ପକେ ଆତ୍ମଘାତୀ ଆକ୍ରମଣରୁ ବର୍ତ୍ତିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଚିଫ୍‌ ଟେଡ୍ରୋସ୍‌ ଏଡନାମ୍‌ । ୟମନ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରୁ ଅଳ୍ପକେ ବର୍ତ୍ତିଛନ୍ତି ଏଡନାମ୍‌ । ଏହି ଆକ୍ରମଣରେ ଉକ୍ତ ବିମାନବନ୍ଦରରେ ଉପସ୍ଥିତ ଥିବା ୨…